Browsing Tag

bike lootera

ଦୁଇ ବାଇକ୍ ଚୋରକୁ ଧରିଲା ପୋଲିସ, ତିନି ବାଇକ୍ ଜବତ୍

କଟକ : ବାଇକ୍ ଚୋର ଗ୍ୟଙ୍ଗକୁ ଧରିଲା ଚୌଦ୍ଵାର ଥାନା ପୋଲିସ। ଦୁଇ ଅଭିଯୁକ୍ତ ଗିରଫ। ତିନି ବାଇକ୍ ଜବତ୍ କଲା ପୋଲିସ। ଚୌଦ୍ଵାର ଓ.ଟି.ଏମ ଲେବର କଲୋନିର ଝୁନା ଓରଫ ହେମନ୍ତ ଦୋରା ଓ ଡମଡମଣି ବନ୍ଧ ସାହିର ପିଣ୍ଟୁ ମଲ୍ଲିକ ଗିରଫ। ଝୁନା ନାଁ ରେ ପୂର୍ବରୁ ବିଭିନ୍ନ ଥାନାରେ ରହିଛି ୨୧ ଟି ମାମଲା।…

ଚଳନ୍ତା ବାଇକରୁ ଝାମ୍ପିନେଲେ, କେନ୍ଦୁଝର ସହରର ୫ ଜାଗାରେ ମହିଳାଙ୍କ ବେକରୁ ଲୁଟିନେଲେ ସୁନା ଚେନ୍

କେନ୍ଦୁଝର: ବିଚ୍ ରାସ୍ତାରେ ଛିନତାଇ । ଚଳନ୍ତା ବାଇକରୁ ଝାମ୍ପିନେଲେ ସୁନା ଚେନ୍ । ଗୋଟିଏ କି ଦୁଇଟି ନୁହେଁ ୫ ଟି ସ୍ଥାନରେ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଛନ୍ତି ଦୁର୍ବୃତ୍ତ । କେନ୍ଦୁଝର ସହରରେ ମାତିଛନ୍ତି ସୁନାଚେନ୍ ଲୁଟେରା । ଗତ କାଲି ସନ୍ଧ୍ୟା ସମୟରେ ସହରର ଏକାଧିକ ସ୍ଥାନରେ…

ବାଲେଶ୍ବର ପୋଲିସକୁ ବଡ ସଫଳତା, ବାଇକ ଲୁଟେରା ଗ୍ୟାଙ୍ଗର ୩ ଗିରଫ

ବାଲେଶ୍ବର : ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବାଲେଶ୍ବର ପୋଲିସ । ଏକ ବାଇକ୍ ଲୁଟେରା ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୭ଟି ବାଇକ୍ ଉଦ୍ଧାର କରାଯାଇଛି । ବାଇକ୍ ଓ ଚାରିଚକିଆ ଗାଡ଼ି ଚୋରୀ ବିରୁଦ୍ଧରେ ବାଲେଶ୍ଵର ପୁଲିସ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ୍…

ଗାଁ ପଛ ପଟ ରାସ୍ତାରେ ଛକି ବସିଥିଲେ ୫ ଦୁର୍ବୃତ୍ତ, ସୁଯୋଗ ପାଇ ସୁନା ବେପାରୀଙ୍କୁ ମାଡ଼ି ବସିଲେ

ବାଲୁଗାଁ: ସମ୍ଭାଳି ପାରିଲେନି ଲୋଭ । ଟଙ୍କା ଓ ସୁନା ଲୋଭରେ ବାଇଆ ହୋଇ ସୁନା ବ୍ୟବସାୟୀଙ୍କୁ କଲେ ମରଣାନ୍ତକ ଆକ୍ରମଣ । ଲହୁଲୁହାଣ କରି ଲୁଟି ନେଲେ ୧୫ କିଲୋ ରୂପା ଅଳଙ୍କାର । ସକାଳୁ ସକାଳୁ  ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଏଭଳି ଲୁଟ କରିଛନ୍ତି ଦୁର୍ବୃତ୍ତ । ବାଲୁଗାଁ ଥାନା…

ଡାକ୍ତରଖାନା ଭିତରେ ପଶିଲା ବାଇକ ଲୁଟି ନେଇ ଚମ୍ପଟ ମାରିଲା ଲୁଟେରା

ଲୁଟ୍ ଲୁଟ୍ ଲୁଟ୍ ….ଯୁଆଡ଼େ ଦେଖିବ ଖାଲି ଲୁଟ ହେଉଛି । ସେ ଘର ହେଉ କି ବାହାର ଚୋରି ହେବାଟା ଥୟ । ପୁଣି ସ୍ପଷ୍ଟ ଦିବାଲୋକରେ ଲୁଟ ହୋଇଛି । ସେ ପୁଣି ଡାକ୍ତରଖାନା ପରିସରରୁ । ଡାକ୍ତରଖାନା ଭିତରେ ପଶିଲା ଲୁଟେରା ଆଉ ବାଇକ ଲୁଟି ନେଇ ଚମ୍ପଟ ମାରିଲା । ସିସିଟିଭିରେ କଏଦ ହେଲା ଲାଇଭ ଲୁଟର…

ରାଜଧାନୀରେ ୨ ବାଇକ୍ ଲୁଟେରା ଗିରଫ, ଏଥିରେ ଅଛନ୍ତି ଜଣେ ବିଟେକ ଛାତ୍ର

ରାଜଧାନୀରେ ଆତଙ୍କ ଖେଳାଇଥିବା ୨ ବାଇକ୍ ଲୁଟେରା ଗିରଫ । ଖଣ୍ଡଗିରି ଥାନାର ଏକ ମାମଲାର ତଦନ୍ତ ବେଳେ ଧରାପଡ଼ିଲେ ଲୁଟେରା । ଲୁଟେରାଙ୍କ ନିକଟରୁ ୯ଟି ଦାମୀ ବାଇକ୍ ଜବତ କଲା ପୋଲିସ । ଲୁଟେରାଙ୍କ ମଧ୍ୟରେ ଅଛନ୍ତି ଜଣେ ବି.ଟେକ୍ ଛାତ୍ର । ଏକ ସୁନିୟୋଜିତ ଢଙ୍ଗରେ ଏକ ରାକେଟ ଚୋରି କରୁଛନ୍ତି ।…

ବନ୍ଧୁକ ଦେଖାଇ ଲୁଟିନେଲେ ଦୋକାନ ଚାବି ସହ ମୋବାଇଲ, ଟଙ୍କା

ସାଲେପୁର : ପୁଣି ଲୁଟ୍‌ ଅଭିଯୋଗ । ବନ୍ଧୁକ ମୁନରେ ଲୁଟୁଛନ୍ତି ଲୁଟେରା। ସାଲେପୁର କଲେଜ ପୋଲ ନିକଟରୁ ବନ୍ଧୁକ ଦେଖାଇ ମୋବାଇଲ, ଟଙ୍କା, ଦୋକାନ ଚାବି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ବଟେଶ୍ୱର ଗ୍ରାମର ପ୍ରତାପ ରଞ୍ଜନ ଦାସ ନିଜର ଶିଶୁ…

ସିସିଟିଭି ସମ୍ମୁଖରୁ ଚୋରି କରି ଲୁଟ୍: ପୋଲିସକୁ ଖୁଲମଖୁଲା ଚାଲେଞ୍ଜ

ଅନୁଗୋଳ(କେନ୍ୟୁଜ): ଯୋଉଠୁ ଶୁଣିବ ସବୁଠି ଚୋରି ଚୋରି ଖାଲି ଚୋରି । ସକାଳ ପାହିଲେ ଚୋରଙ୍କ କାରନାମାକୁ ନେଇ ଗଣମାଧ୍ୟମରେ ଖବର । ସିସିଟିଭି ଲାଗିଥିଲେ ସୁଦ୍ଧା ଚୋରଙ୍କର ଆଉ ଡର ନାହିଁ । ପୋଲିସ୍ କୁ ଯେମିତି ଖୁଲମଖୁଲା ଚାଲେଞ୍ଜ ଦେଇ ଅଆଖି ପଛୁଳାକେ ଲୁଟିନେଉଛନ୍ତି । ପୁଣି ଏମିତି ଏକ…

ରାତିର ଅନ୍ଧାରରେ ମୁହଁରେ ଗାମୁଛା ଗୁଡ଼ାଇ ଚୋରି କଲା ବାଇକ୍‌, ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ

କେନ୍ଦୁଝର (କେନ୍ୟୁଜ) : ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଚୋରି କରିବା ଉଦ୍ଦେଶ୍ୟ ନେଇ ଜଣେ ଦୁର୍ବୁତ୍ତ ଘରେ ପଶିଥିବା ସିସିଟିଭିରେ କଏଦ ହୋଇଛି । ସୁଯୋଗର ଫାଇଦା ଉଠାଇ ବାଇକକୁ ଧୀରେ ଧୀରେ ଗ୍ୟାରେଜରୁ ବାହାର କରି ସିଧା ଫେରାର ମାରିଛି । ତେବେ ଏହି ଦୁବୁର୍ତ୍ତମାନେ ଦିନ ବେଳେ ଚୋରି…

ମୋ ସ୍ତ୍ରୀ ଦେହ ଭାରି ଖରାପ, ବାଇକ୍‌ ନେଇ ମୋତେ ଯାହା କିଛି ଟଙ୍କା ଦିଅ…

ଭୁବନେଶ୍ୱର (କେନ୍ୟୁଜ୍‌) : ବୁଧବାର ଅପରାହ୍ଣ । ରାଜଧାନୀର ପ୍ରମୁଖ ଛକ ମାଷ୍ଟର କ୍ୟାଣ୍ଟିନ ମୋ ଵସ ଟର୍ମିନାଲ୍‌ ସମ୍ମୁଖ। ଜଣେ ଶ୍ୟାମଳ ବର୍ଣ୍ଣର ଯୁବକ ଗୋଟିଏ ଲାଲ ରଙ୍ଗର ହିରୋହଣ୍ଡା ପ୍ୟାସନ ପ୍ରୋ ବାଇକ ନମ୍ବର (OD 33-A 5796)କୁ ଧରି ଏପଟ ସେପଟ ହୋଇ ବୁଲୁଥାନ୍ତି। ବେଳେ ବେଳେ ସ୍ଥାନୀୟ…