Browsing Tag

bike rider

ନୋଏଡ଼ା ପରେ ଦିଲ୍ଲୀରେ ସମାନ ଘଟଣା, ଗାତରେ ପଡ଼ି ଚାଲିଗଲା ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀ ଜନକପୁରୀ ଅଞ୍ଚଳରେ ନୋଏଡା ଘଟଣାର ପୁନରାବୃତ୍ତି । ଜନପୁରୀ ଅଞ୍ଚଳରେ ଏକ ଗାତରେ ପଡ଼ି ଯୁବକଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣକ କୈଳାଶପୁରୀରେ ରହୁଥିଲେ । ସୂଚନା ମୁତାବକ, କମଲ ଗତକାଲି ରାତିଲେ ରୋହିଣୀ ସ୍ଥିତ ଅଫିସରୁ ଘରକୁ ଫେରୁଥିଲେ ।…

ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଭାସିଗଲା ବାଇକ୍, ଅଳ୍ପକେ ବର୍ତ୍ତୀଲେ ବାଇକ୍ ଆରୋହୀ

ଝାରସୁଗୁଡା: ପ୍ରବଳ ବର୍ଷାରେ ବେହାଲ ଝାରସୁଗୁଡା । ବୁଡିଲା ପୋଲ, ଭାସିଲା ବାଇକ୍ । ପ୍ରବଳ ବର୍ଷା ପରେ ପୋଲ ଉପର ଦେଇ ପ୍ରବାହିତ ହେଉଛି ବର୍ଷା ପାଣି । ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ । ଯାହାକୁ ଦେଖି ଆପଣ…

ପରିବେଶ ସୁରକ୍ଷା ପାଇଁ ୫ ହଜାର କିଲୋମିଟର ବାଇକ୍ ଯାତ୍ରା, ଦେଲେ ସଚେତନତାର ବାର୍ତ୍ତା

ସୋନପୁର : ପରିବେଶ ସୁରକ୍ଷା ପାଇଁ ସାଢ଼େ ୫ ହଜାର କିଲୋମିଟର ବାଇକ୍ ଯାତ୍ରା  । ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦୀର୍ଘ ବାଇକ୍ ଯାତ୍ରା କରିଛନ୍ତି ୧୦ ଜଣ ଯୁବକ । ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ନେଇ ସୋନପୁରରୁ ଲଦାଖକୁ ୫ ହଜାର ୭୦୦ କିମିର ବାଇକ୍…

ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମ୍ବଲପୁର : ବାଇକ ଆରୋହୀଙ୍କ ଉପରେ ମାଡିଗଲା ଆମ୍ବୁଲାନ୍ସ । ବାଇକ ଆରୋହୀ ମୃତ। ବଲାଙ୍ଗିର ସମ୍ବଲପୁର ରାସ୍ତା ଫାସଡ ଛକରେ ଦୁର୍ଘଟଣା । ମୃତକ ହେଲେ ଲୋଇସିଂହାର ହେମନ୍ତ ପ୍ରଧାନ । ହେମନ୍ତ ତାଙ୍କ ବାଇକରେ ଘରକୁ ଯାଉଥିବା ବେଳେ ଅସାବଧାନତାରୁ ରାସ୍ତାରେ ଖସିପଡ଼ିଥିଲେ ।  ପଛରୁ ଆସୁଥିବା ଏକ…

ରାତି ହେଲେ ମାରାତ୍ମକ ଷ୍ଟଣ୍ଟ କରୁଛନ୍ତି ବାଇକ୍‌ ଆରୋହୀ, ଭିଡିଓ ଭାଇରାଲ୍‌

ବର୍ତ୍ତମାନ ସୋସିଆଲ ମିଡିଆରେ ବାଇକ ଆରୋହୀ ମାନେ ନିଜକୁ ଭାଇରାଲ କରିବା ପାଇଁ ବିପଜ୍ଜନକ ଷ୍ଟଣ୍ଟ ଏବଂ ରେସ୍ କରୁଥିବା ଦେଖାଯାଉଛି । ଏହି ପ୍ରତିଯୋଗିତାରେ, ବାଇକ ଚାଳକମାନେ ମୁମ୍ବାଇର ବାନ୍ଦ୍ରାଠାରେ ପ୍ରତିଦିନ ରାତିରେ ଷ୍ଟଣ୍ଟ କରୁଥିବା କିମ୍ବା ଦୌଡ଼ୁଥିବା ନଜର ଆସିଛନ୍ତି । ଅନେକ ଥର ପୋଲିସ…

ବାଇକ ଚଳାଇବା ସମୟରେ ପଛ ସିଟରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେଲେ ମିଳିବ ଦଣ୍ଡ

ସଡକ ସୁରକ୍ଷାକୁ ବଢ଼ାଇବାକୁ ଲକ୍ଷ୍ୟ ରଖି କେରଳ ମୋଟର ବାହନ ବିଭାଗ (ଏମଭିଡି) ବାଇକ୍ ଆରୋହୀଙ୍କୁ ଟାର୍ଗେଟ କରି ଏକ ନୂଆ ନିୟମ ପ୍ରଣୟନ କରିଛି । ନିୟମ ଅନୁଯାୟୀ ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ସହ ବାଇକ୍ ଆରୋହୀ କଥା ହେଲେ ମିଳିବ ଦଣ୍ଡ । ରିପୋର୍ଟ ଅନୁସାରେ ସଡକ ଦୁର୍ଘଟଣାକୁ ହ୍ରାସ…

ଭାରତରେ ଲଞ୍ଚ ହେଲା Kawasaki Ninja ZX-4RR, ବାଇକକୁ ପସନ୍ଦ କରିବେ ରାଇଡର୍ସ

Kawasaki ଭାରତରେ ଏହାର Ninja ZX-4RR ବାଇକ୍ ଲଞ୍ଚ କରିଛି । ବାଇକ୍‌ ରାଇଡରମାନେ ଏହି ବାଇକକୁ ଅନେକ ଦିନ ଧରି ଅପେକ୍ଷା କରିଥିଲେ। ବର୍ତ୍ତମାନ କମ୍ପାନୀ ବାଇକ୍‌ ପ୍ରେମୀଙ୍କ ଚାହିଦାକୁ ପୂରଣ କରିଛି । ଏହା ଏକ ରେସିଂ ବାଇକ୍ । ସ୍ପିଡରେ ଗାଡ଼ି ଚଳାଉଥିବା ବାଇକ୍‌ ପ୍ରେମୀମାନେ ଏହି ବାଇକ୍‌…

ଆଇପିଏଲରୁ CSK ବାଦ୍‌ ପଡିବା ପରେ ବାଇକରେ ରାଞ୍ଚି ବୁଲିଲେ ଧୋନି, ଭିଡିଓ ଭାଇରଲ

ମହେନ୍ଦ୍ର ସିଂ ଧୋନି ଆଇପିଏଲ୍‌ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୧୩ ବଲରେ ୨୫ ରନ୍‌ କରିଥିଲେ । ହେଲେ ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ହାରିଯାଥିଲା । ମ୍ୟାଚ ହାରିବା ପରେ ଟୁର୍ଣ୍ଣାମେଣ୍ଟରୁ ଏଲିମିନେଟ ହୋଇ ସିଏସକେ । ଚେନ୍ନାଇ ଆଇପିଏଲରୁ…

ସମୁଦ୍ର କୂଳକୁ ସଫା କଲେ ୩୦ରୁ ଉର୍ଦ୍ଧ୍ୱ ବାଇକ୍‌ ରାଇଡର, ସମାଜକୁ ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା

ଅସ୍ତରଙ୍ଗ(କେନ୍ୟୁଜ) :ଆଧୁନିକ ସମାଜରେ ଯୁବପିଢିଙ୍କ ମଧ୍ୟରେ ଅନେକ ସଉକ ଏବଂ ନିଶା ଦେଖିବାକୁ ମିଳିଥାଏ , ସେଥିମଧ୍ୟରୁ ବାଇକ୍‌ ରାଇଡିଂ ହେଉଛି ଏକ ଭିନ୍ନ ସଉକ ଏବଂ ନିଶା । ଆଜିର ଯୁବପିଢି ଏହି ସଉକକୁ ପୂରଣ କରିବାପାଇଁ ବାଇକ୍‌ ରାଇଡିଂ କରି ହଜାର ହଜାର କିଲୋମିଟର ରାସ୍ତା କୁ ଅତିକ୍ରମ…

ବାଲେଶ୍ଵର ରୁ ଲଣ୍ଡନ ବାଇକ୍ ରେ ଯାତ୍ରା ! ଆଶ୍ଚର୍ଯ୍ୟ ହେଲେ ବି ସତ

ବାଲେଶ୍ଵର(କେନ୍ୟୁଜ୍‌): ଏ ଦୁନିଆରେ ଅସମ୍ଭବ କିଛି ନୁହେଁ । କରିପାରିଲେ ସବୁ ସମ୍ଭବ । ଖାଲି ଦରକାର ନିଜ ଭିତରେ ଅସିମ ଆତ୍ମବିଶ୍ୱାସ । ଆମ ଦ୍ୱାରା କିଛି ଅସମ୍ଭବ ନୁହେଁ । ଏ ଉକ୍ତିଟି ଶୁଣିଲେ ଯେକୌଣସି ଲୋକର ରକ୍ତ ଗରମ ହୋଇଯିବ ଏବଂ  ଯେକୌଣସି କାମକୁ କରିଦେଖାଇବାର ଜୋସ୍ ଆପେ ଆପେ…

ଆସିଲା Xtreme 200R ଏବଂ 125R ସ୍ପାଏ ଶଟ, ଖୁବଶୀଘ୍ର ହେବ ଲଞ୍ଚ

ଜୟପୁରରୁ ଆସୁଥିବା ଦୁଇଟି ହିରୋ ମୋଟୋକର୍ପ ମୋଟରସାଇକେଲର ସ୍ପାଏ ଶଟ ଆସିବା ପରେ ବାଇକ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ସେହି ବାଇକ ମଧ୍ୟରୁ ପ୍ରଥମ ଟେଷ୍ଟ୍ ମ୍ୟୁଲ ଏକ ସ୍ପୋର୍ଟି 125cc କମ୍ୟୁଟର ମଡେଲ୍ କୁ ସୋ’ କରୁଛି, ଯାହା ଟିଭିଏସ୍ ରାଇଡର୍ ଏବଂ ବଜାଜ ପଲସର 125 ଭଳି…

ରିଲଞ୍ଚ ହେବ Yamaha RX100 , ଜାଣନ୍ତୁ ଏହା ସତ ନା ଗୁଜବ

ମଟର ସାଇକେଲ ପ୍ରେମୀମାନଙ୍କ ହୃଦୟରେ Yamaha RX100 ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହା ୧୯୮୦ ମସିହାରେ ଲଞ୍ଚ ହୋଇଥିଲା । RX100 ଏକ ଆଇକନିକ ଟୁ ଷ୍ଟ୍ରୋକ ମଟର ସାଇକେଲ ଯାହା ‘ର’ ପାଓ୍ଵାର ସହ ନିଜର ଭିନ୍ନ ପର୍ଫମାନ୍ସ ପାଇଁ ବେଶ ଜଣାଥିଲା । ନିକଟରେYamaha ର ଏହି RX100 ଗାଡ଼ି…