Browsing Tag

blackmailing

ସଂଘାତିକ ଷଡ଼ଯନ୍ତ୍ର ରଚିଥିଲା ଆତଙ୍କୀ ବୁଖାରି, ନିଜ ଆପ୍ ରେ ନ୍ୟୁଡ କଲ୍ କରି ଯୁବତୀଙ୍କୁ କରୁଥିଲା ବ୍ଲାକମେଲିଂ

ଯାଜପୁର (କେନ୍ୟୁଜ): ସାମ୍ନାକୁ ଆସିଲା ଯାଜପୁରରୁ ଗିରଫ ସୟଦ ଇସାନ ବୁଖାରିର ସଂଘାତିକ ଷଡ଼ଯନ୍ତ୍ର। ନିଜେ କରିଥିଲା ଗୋଟିଏ ଆପ। ଏହି ଆପ୍ ରେ କିଛି ଯୁବତୀଙ୍କୁ ସେ ରଖିଥିଲା ଯୋଗାଯୋଗ। ଯେଉଁ ମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା । ଓଡ଼ିଶାର ଦୁଇ…

ଖୋଲୁଛି ହନିଟ୍ରାପ୍ କୁଇନ ଗୁମର: ବିରିୟାନି, ମଦ ସହ ଘରକୁ ଡାକି କରୁଥିଲେ ବ୍ଲାକମେଲ; ଅଭିଯୋଗ କଲେ ଛାତ୍ର

ଭୁବନେଶ୍ବର (କେନ୍ୟୁଜ): ଖୋଲୁଛି କୁଇନ ଇରାନୀ ହନିଟ୍ରାପ୍ ଜାଲର ଗୁମର । ହନିଟ୍ରାପ ଓ ବ୍ଲାକମେଲ କରି ଲୁଟିଛି କୋଟିକୋଟି ଟଙ୍କା । ବ୍ଲାକମେଲର ଇରାନୀ ପାତ୍ର ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିବାରେ ଲାଗିଛି। ଭୁବନେଶ୍ବର ତମାଣ୍ଡୋ ଥାନାର ଦ୍ୱାରସ୍ଥ ହେଲେ କମ୍ପିଟେଟିଭ ଛାତ୍ର ।…

ଝିଅର ଅଶ୍ଳୀଳ ଫଟୋ ପଠାଇ ବାପାକୁ ବ୍ଲାକମେଲ୍‌ କରୁଥିଲା ଧୋକେବାଜ୍ ପ୍ରେମିକ, ଅଭିଯେୋଗ ପରେ ବାନ୍ଧିଲା ପୋଲିସ୍

ଭୁବନେଶ୍ବର(କେନ୍ୟୁଜ୍): ଝିଅର ଅଶ୍ଳୀଳ ଫଟୋ ପଠାଇ ବାପାକୁ ବ୍ଲାକମେଲ୍‌। ଏଭଳି ଏକ ଅଭିଯୋଗକୁ ଆଧାର କରି ନୂଆପଲ୍ଲୀ ଥାନା ପୋଲିସ୍‌ ଜଣେ ଯୁବକକୁ ହାଇଦ୍ରାବାଦରୁ ଗିରଫ କରିଛି। ସାଙ୍ଗ ହୋଇ ଏକାଠି ଚାକିରି କରୁଥିଲେ। ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ହେଲେ ସୁଯୋଗ ନେଇ ଯୁବତୀଙ୍କ ଅଶ୍ଳୀଳ…

ନବରଙ୍ଗପୁର : ଅଶ୍ଳୀଳ ଭିଡିଓ ପଠାଇ ଟଙ୍କା ଦାବି କଲେ ଯୁବତୀ, ଉପସ୍ଥିତି ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ବର୍ତ୍ତିଲେ…

ନବରଙ୍ଗପୁର (କେନ୍ୟୁଜ୍‌ ) : ପ୍ରଥମେ ଯୁବତୀଙ୍କ ତରଫରୁ ହ୍ଵାଟ୍ସଆପ୍‌ରେ ଆସିଲା ମସେଜ ଚାଟିଂ । ସୁନ୍ଦରୀ ଯୁବତୀଙ୍କ ଫଟୋ । ନାଁ ବି ଲେଖା ହୋଇଛି । ଚାଟିଂରେ ଯଦି ଆପଣ ସାମିଲ ହେଲେ ତେବେ ସେ ପ୍ରଥମେ ବିଶ୍ୱାସ ଜନ୍ମାଇବ । ପରେ ଭିଡିଓ କଲିଂ କରିବ । ଆଉ ଏଥିରେ ଆସିବ ଯୁବତୀଙ୍କ ନଗ୍ନ ଛବି ।…