Browsing Tag

boat sinks

ନାଇଜେରିଆ ନଦୀରେ ବୁଡ଼ିଲା ଡଙ୍ଗା: ୬୦ ମୃତ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା

ନାଇଜେରିଆ: ନାଇଜେରିଆରେ ଡଙ୍ଗାବୁଡ଼ି ୬୦ ମୃତ । ନାଇଜେରିଆର ନାଇଜର ନଦୀରେ ବଡ଼ ଦୁର୍ଘଟଣା ଘଟିଛି । ଡଙ୍ଗା ବୁଡ଼ିବାରୁ ପାଖାପାଖି ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଅଛନ୍ତି । ଡଙ୍ଗାରେ ୧୦୦ରୁ ଅଧିକ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ…

କାର୍ଲିଫର୍ଣ୍ଣିଆ ସାନ ଡିଏଗୋରେ ବୁଡ଼ିଲା ଡଙ୍ଗା, ୩ ମୃତ୍ୟୁ ଓ ୯ ନିଖୋଜ

କାର୍ଲିଫର୍ଣ୍ଣିଆ ସାନ ଡିଏଗୋରେ ବୁଡ଼ିଲା ଡଙ୍ଗା ।  ୩ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର ।  ୯ଜଣ ନିଖୋଜ ଅଛନ୍ତି ।  ନିଖୋଜଙ୍କ ମଧ୍ୟରେ ୨ଜଣ ଭାରତୀୟ ଶିଶୁ ଅଛନ୍ତି ।  ଗତକାଲି ସାନ ଡିଏଗୋର ଟୋରି ପାଇନ୍ସ ଷ୍ଟେଟ୍ ବିଚରେ ଏକ ଛୋଟ ଡଙ୍ଗା ଓଲଟି ପଡିଥିଲା । ଡଙ୍ଗାରେ ଏକ ଭାରତୀୟ ପରିବାର ଥିଲେ।…

ସମୁଦ୍ରରେ ଡଙ୍ଗା ବୁଡ଼ି ନିଖୋଜ ହୋଇଯାଇଥିବା ୧୬ ମତ୍ସ୍ୟଜୀବୀ ହେଲେ ଉଦ୍ଧାର

କେନ୍ଦ୍ରାପଡ଼ା : ମାଛ ଧରିବାକୁ ଯାଇଥିବା ବେଳେ ଅଘଟଣ । ସମୁଦ୍ରରେ ଡଙ୍ଗା ବୁଡ଼ି ଯିବା ଯୋଗୁ ୧୬ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଗଭୀର ସମୁଦ୍ରରେ ୩ ଟି ମତ୍ସ୍ୟଜୀବୀ ଡଙ୍ଗା ମାଛ ମାରିବାକୁ ଯାଇ ବୁଡ଼ିଯାଇଥିବା ସୂଚନା ମିଳିଥିଲା । ବୋଟରେ ଥିବା ୧୬…

ତାନସିଂ ନଦୀରେ ଡଙ୍ଗା ବୁଡ଼ି ଘଟଣା: ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର, ଆଉ ୪ ନିଖୋଜ

କୋରାପୁଟ (କେନ୍ୟୁଜ): ଡଙ୍ଗା ବୁଡ଼ି ଘଟଣାକୁ ଦୁଇ ଦିନ ବିତିଲାଣି । ହେଲେ ଏବେବି ନିଖୋଜ ୪ ଜଣଙ୍କ ମିଳିନି ପତ୍ତା । କୋରାପୁଟର ତାନସିଂ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ବୁଧବାର ସଂଧ୍ୟାରୁ ୪ ଜଣ ନିଖୋଜ ଅଛନ୍ତି । ଗତକାଲି ଜଣେ ମହିଳାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଖୋଜାଖୋଜି କରିଥିଲେ…

ଲିବ୍ୟା ସମୁଦ୍ରରେ ବୁଡିଗଲା ଶରଣାର୍ଥୀଙ୍କ ଜାହାଜ: ୬୧ ମୃତ, ୨୫ ଉଦ୍ଧାର

ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା । ମଝି ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କୁ ନେଇ ଆସୁଥିବା ଜାହାଜ । ଫଳରେ ଏହି ଦୁର୍ଘଟଣାରେ ୬୧ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି । ଉଦ୍ଧାର କରାଯାଇଥିବା…

ମଝି ସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ: ୪ ମୃତ, ୫୧ ନିଖୋଜ

ଟ୍ୟୁନିସିଆର କେରକେନା ଦ୍ୱୀପରୁ ଯାଉଥିବା ଏକ ପ୍ରବାସୀ ଜାହାଜ ବୁଡିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୧ ଜଣ ନିଖୋଜ ରହିଛନ୍ତି। ସମସ୍ତ ପ୍ରବାସୀ ସାହାରା ଆଫ୍ରିକାର ରହିଥିଲେ ବୋଲି ଜାହାଜରେ ଥିବା ଜଣେ ବ୍ୟକ୍ତି କହିଛନ୍ତି। ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦେଶର…

ନାଇଜେରିଆରେ ବୁଡିଲା ଡଙ୍ଗା, ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ନାଇଜେରିଆରେ ବୁଡିଲା ଡଙ୍ଗା, ୧୦୦ରୁ ଅଧିକ ମୃତ । ଉତ୍ତର ମଧ୍ୟ ନାଇଜେରିଆରେ ବୁଡିଲା ଡଙ୍ଗା । କଓ୍ଵାରା ପଟିଗି ଜିଲ୍ଲାରେ ଏକ ବିବାହ ଉତ୍ସବରୁ ଯୋଗଦେଇ ଫେରୁଥିବାବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଛି । ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଥିଲେ । ଡଙ୍ଗାରେ…

ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ: ଦେଶୀ ଡଙ୍ଗା ବୁଡ଼ି ୨ ନିଖୋଜ, ୩ ଉଦ୍ଧାର

ମାଲକାନଗିରି (କେନ୍ୟୁଜ): ଡଙ୍ଗା ବୁଡ଼ି ଦୁଇ ନିଖୋଜ । ଦିନକ ପରେ ମଧ୍ୟ ମିଳିପାରିନାହିଁ ନିଖୋଜଙ୍କ ପତ୍ତା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସିନ୍ଦିଗୁଡ଼ା ଗାଁ ନିକଟରେ ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡିଯିବାରୁ ୨ଜଣ ନିଖୋଜ ହୋଇଛନ୍ତି । ଡଙ୍ଗାରେ ଥିବା ଅନ୍ୟ ୩ ଜଣଙ୍କୁ ଉଦ୍ଧାର…