Below header
Browsing Tag

bollywood

ରୋମାନ୍ସକୁ ନେଇ ବଦନାମ ହୋଇଛନ୍ତି ବଲିଉଡର ଏହି ଖ୍ୟାତନାମା ଅଭିନେତା, ଜାଣନ୍ତୁ ଏମାନଙ୍କ ସମ୍ପର୍କରେ

ବଲିଉଡର କେତେକ ଅଭିନେତା ଯିଏ କି ସର୍ବଦା ନିଜର ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚିତ ରହିଛନ୍ତି । ପ୍ରେମ ସମ୍ପର୍କକୁ ନେଇ ହେଉ ବା ଫିଲ୍ମରେ ରୋମାନ୍ସ ସିନକୁ ନେଇ ହେଉ । ସେମାନଙ୍କର ଏହି ନଖରା ସମସ୍ତଙ୍କ ମଧ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଏହି କଳାକାରଙ୍କ…

ଆଗାମୀ ଫିଲ୍ମ ‘ୟେ ୱତନ୍…ମେରେ ୱତନ୍’ର ଘୋଷଣା କଲେ ବରୁଣ ଧାୱନ୍, ସତ ଘଟଣା ଉପରେ ଆଧାରିତ କାହାଣୀ

ବଲିଉଡ୍‌ ଚକଲେଟ ହିରୋ ବରୁଣ ଧାୱନ ନିଜର ଆଗାମୀ ଫିଲ୍ମ 'ୟେ ୱତନ୍...ମେରେ ୱତନ୍' ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ତାଙ୍କ ହିରୋଇନ୍‌ ହେଉଛନ୍ତି ସାରା ଅଲି ଖାନ । ଫିଲ୍ମର କାହାଣୀ ବାସ୍ତବ ଘଟଣା ଉପରେ ଆଧାରିତ। ଯାହାର କାହାଣୀ ଲେଖିଛନ୍ତି ଦାରୁବ ଫାରୁକ୍କି ଏବଂ କନ୍ନନ୍ ଆୟର।…

ଟଲିଉଡ ମୁହାଁ ଭାଇଜାନ୍‌ ସଲମାନ୍‌ ଖାନ୍‌, ଛାଡ଼ିବେ କି ବଲିଉଡ ? ଗଡ୍‌ ଫାଦରର ଟ୍ରେଲର ଲଞ୍ଚ ବେଳେ କହିଲେ ଏମିତି

ସାଉଥ ଇଣ୍ଡଷ୍ଟ୍ରୀର ଧମାକାଦାର ଫିଲ୍ମ ‘ଗଡ୍‌ ଫାଦର’ ୫ ଅକ୍ଟୋବର ଅର୍ଥାତ୍‌ ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର ଲଞ୍ଚ ଇଭେଣ୍ଟ ସମୟରେ ସଲମାନ୍‌ ଖାନ ସାଉଥ ସିନେମାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସଲମାନ୍‌ ଖାନ ସବୁବେଳେ ନିଜକୁ ଚର୍ଚ୍ଚାରେ ରଖି ଆସିଛନ୍ତି। ଏହାରି ଭିତରେ…

ଅଯୋଧ୍ୟାରେ ପ୍ରଥମେ ରିଲିଜ୍ ହେବ ‘ଆଦିପୁରୁଷ’ର ଟିଜର, ଆରମ୍ଭ ହେଲା ପ୍ରମୋସନ

ବାହୁବଳୀ ଫିଲ୍ମ ସୁପର୍ ଷ୍ଟାର୍ ପ୍ରଭାସ ପୁଣିଥରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ବିଷୟରେ ଆଲୋଚନା କରୁଛନ୍ତି। ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିବାକୁ ଅଯୋଧ୍ୟାଙ୍କୁ ବାଛିଛନ୍ତି। ତେବେ ପ୍ରଥମେ ଏହି ଫିଲ୍ମ ଅଯୋଧ୍ୟାରେ ରିଲିଜ୍ ହେବ ବୋଲି କୁହାଯାଉଛି। ସମସ୍ତେ ଏହି…

ଆଜି ଲତା ମଙ୍ଗେସକରଙ୍କ ଜନ୍ମଜୟନ୍ତୀ: ସ୍ୱର ସମ୍ରାଜ୍ଞୀଙ୍କୁ ମନେ ପକାଉଛି ପୁରା ଦେଶ, ଜାଣନ୍ତୁ ତାଙ୍କ ଜୀବନର କିଛି ଖାସ…

ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ନିଜ ସ୍ବରରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି ସେ । ତାଙ୍କ ସ୍ବରରେ ଏତେ ମଧୁରତା ଭରି ରହିଛି ଯେ, ଯେ କେହିବି ତାଙ୍କ ଶୁଣି ବିମୋହିତ…

ଜିନତ ଅମନଙ୍କ ପ୍ରେମରେ ପାଗଳ ଥିଲେ ଦେବ ଆନନ୍ଦ, ଅଭିନେତ୍ରୀଙ୍କୁ ଏହି ଅଭିନେତାଙ୍କ ସହ ଦେଖି ଭାଙ୍ଗି ପଡିଥିଲେ

ହିନ୍ଦୁ ସିନେମାର ପ୍ରଖ୍ୟାତ ଅଭିନେତା ଦେବ ଆନନ୍ଦ ଆଜି ପରଲୋକରେ । ହେଲେ ତାଙ୍କର ନାମର ଚର୍ଚ୍ଚା ଆସନ୍ତା ଦିନରେ ପ୍ରଶଂସକଙ୍କ ମୁହଁରେ ରହିଥିବ । ନିଜର ସୁନ୍ଦର ଅଭିନୟ ପାଇଁ ସେ ବଲିଉଡରେ ଯେପରି ଚର୍ଚ୍ଚାରେ ରହୁଥିଲେ । ସେହିପରି ନିଜର ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ଥିଲେ ।…

ଜାପାନରେ ଆଜି ରିଲିଜ ହେଲା ରିତିକ୍‌ ରୋଶନଙ୍କ ଫିଲ୍ମ‘ସୁପର ୩୦’ ସମୀକ୍ଷକ କହିଳେ ଜୀବନ ବଦଳାଇ ଦେବ ଏହି ଫିଲ୍ମ’

ନୂଆଦିଲ୍ଲୀ : ରିତିକ୍‌ ରୋଶନଙ୍କ ହିଟ୍‌ ଫିଲ୍ମ ‘ ସୁପର ୩୦’ ର ଆଜି ଅର୍ଥାତ ରବିବାର ଜାପାନରେ ପ୍ରିମିୟର ଶୋ ହୋଇଛି । ଗଣିତଜ୍ଞ ଆନନ୍ଦ କୁମାରଙ୍କ ବାୟୋପିକ୍‌ ଭାରତରେ ୧୨ ଜୁଲାଇ ୨୦୧୯ ରେ ରିଲିଜ ହୋଇଥିଲା । ଜାପାନର ରାଜଧାନୀ ଟୋକିଓରେ ଫିଲ୍ମର ପ୍ରିମିୟର ପାଇଁ ପ୍ରଫେସର ଆନନ୍ଦ କୁମାରଙ୍କୁ…

ନେହା କକ୍କରଙ୍କ ରିମେନ୍ ଉପରେ ରାଗିଲେ ଫାଲଗୁନି ପାଠକ, ୯୦ ଦଶକର ଫେମସ୍ ଗୀତ ରିମେକ୍ ନେଇ ଟ୍ରୋଲ କଲେ ୟୁଜର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ନେହା ଓ ଫାଲଗୁନି ପାଠକଙ୍କ ଫାଇଟିଙ୍ଗ ପୋଷ୍ଟ। ବର୍ତ୍ତମାନ ରିଲିଜ୍ ହୋଇଥିବା 'ମେନେ ପାୟଲ ଜୋ ଛନକାଇ' ରିମିକ୍ସ ଭର୍ସନ ବହୁତ ଟ୍ରୋଲ କରାଯାଉଛି। ଫାଲଗୁନି ପାଠକ୍ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଫାଲଗୁନି ନେହା କକ୍କରଙ୍କ ରିମେକ୍ ଉପରେ କହିଛନ୍ତି ମୁଁ…

୪୧ ଦିନ ସଂଘର୍ଷ କରି ଚାଲିଗଲେ କମେଡି କିଙ୍ଗ, ଦର୍ଶକଙ୍କ ହୃଦୟରେ କରୁଥିଲେ ରାଜ୍

ଆଉ ନାହାନ୍ତି କୋଟି କୋଟି ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡିଆନ ରାଜୁ ଶ୍ରୀ ବାସ୍ତବ। ଶେଷରେ ପ୍ରାୟ ୪୧ ଦିନ ହେବ ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରି ଶେଷରେ ଆର ପାରିଲୁ ଚାଲିଗଲେ ରାଜୁ। କୁହାଯାଏ ଲୋକଙ୍କୁ ଖୁସି ବାଣ୍ଟୁଥିବା ଲୋକ ସବୁବେଳେ ନିଜେ ବି ଖୁସିରେ ରହେ । ହେଲେ ପରଦା ଆଗରେ ଆଉ…

ପ୍ରଥମ ଭାରତୀୟ ଫିଲ୍ମ ଭାବେ Oscar ରେ ସାମିଲ୍ ହେଲା ଗୁଜରାଟୀ ଫିଲ୍ମ ‘Chhello Show’, ନିର୍ଦ୍ଦେଶକ…

ଗୁଜୁରାଟୀ ଚଳଚ୍ଚିତ୍ର 'ଛେଲୋ ଶୋ' ହେଉଛି ୨୦୨୩ ଓସ୍କାର ପାଇଁ ଭାରତର ପ୍ରଥମ ଅଫିସିଆଲ୍ ଏଣ୍ଟ୍ରି ଫିଲ୍ମ। ୯୫ ତମ ଏକାଡେମୀ ପୁରସ୍କାର (ଓସ୍କାର) ରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ 'ଛେଲୋ ସୋ' କୁ ଚୟନ କରାଯାଇଛି। ଛେଲୋ ଶୋ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର୍ ଫିଲ୍ମ…

ବଲିଉଡ ଫିଲ୍ମ ବ୍ରହ୍ମାସ୍ତ୍ରରେ ଓଡିଆ ପୁଅଙ୍କ ଗ୍ରାଫିକ୍ସ କାମ, ଏବେ ଚର୍ଚ୍ଚାରେ ସୁବ୍ରତ କୁମାର ପାଢୀ

ଯାଜପୁର(କେନ୍ୟୁଜ୍): ବଲିଉଡ ଫିଲ୍ମ ବ୍ରହ୍ମାସ୍ତ୍ରରେ ଓଡ଼ିଆ ଯୁବକଙ୍କ ହାତ । ଯାଜପୁର ବରୀ ବ୍ଲକ ହରିପୁର ଗାଁର ସୁବ୍ରତ କୁମାର ପାଢୀ ଫିଲ୍ମର ଗ୍ରାଫିକ୍ସ କାମ କରି ଏବେ ଚର୍ଚ୍ଚାରେ । ଏହା ପୂର୍ବରୁ ପ୍ରଥମରେ କଣ୍ଟିଲୋ ଫିଲ୍ମସରେ କାମ ଆରମ୍ଭ କରିଥିଲେ । ୨ବର୍ଷ କାମ କରି ସେଠାରୁ ବାଇଜୁସରେ…

ଆମେରିକାରେ ଥିଲେ ଇଞ୍ଜିନିୟର କିନ୍ତୁ ନିଜ କଳା ପାଇଁ ଆଜି ଜଣେ ସଫଳ ହାସ୍ୟ ଅଭିନେତା ଭେନେଲା କିଶୋର, ଜନ୍ମ ଦିନରେ ଅନେକ…

ଭେନେଲା କିଶୋରଙ୍କୁ କିଏ ବା ନ ଜାଣେ । ନିଜର ଦମଦାର ଅଭିନୟ ପାଇଁ ସେ କେବଳ ସଉଥ ଫିଲ୍ମ ଦୁନିଆରେ ନୁହେଁ ସାରା ଦେଶରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ପ୍ରାୟ ଅନେକ ଫିଲ୍ମରେ ଦେଖିବାକୁ ମିଳିଛି। ଏମିତିକି ସବୁ ଡିରେକ୍ଟଙ୍କର ସେ ପ୍ରଥମ ପସନ୍ଦ। କିନ୍ତୁ ତାଙ୍କ…