Browsing Tag

bombing

ଆଇନଜୀବୀଙ୍କୁ ଟାର୍ଗେଟ କରି ବୋମାମାଡ଼, ପଥର ଫୋପାଡ଼ି ଖଣ୍ଡାରେ ଆକ୍ରମଣ ଉଦ୍ୟମ ଅଭିଯୋଗ

ବ୍ରହ୍ମପୁର : ଜଣେ ଆଇନଜୀବୀଙ୍କୁ ଟାର୍ଗେଟ କରି ବୋମା ମାଡ଼ ସହ ପଥର ଫୋପାଡ଼ି ଖଣ୍ଡାରେ ଆକ୍ରମଣ ଉଦ୍ୟମ ଅଭିଯୋଗ । ବ୍ରହ୍ମପୁର ବଡ଼ ବଜାର ଥାନା ଶ୍ରୀରାମନଗର ଶାନ୍ତି ମାର୍ଗ ଦ୍ୱିତୀୟ ଗଳିରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି । ଆଇନଜୀବୀ ମହେଶ ତ୍ରିପାଠୀ ନିଜ ଘର ପାଖରେ ଠିଆ ହୋଇଥିବା ବେଳେ…

ରାଜଧାନୀରେ ବୋମାମାଡ଼ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ସୂଚନା

ଭୁବନେଶ୍ୱର : ରାଜଧାନୀରେ ବୋମାମାଡ଼ । ଭୁବନେଶ୍ୱର ଫୁଲେଶ୍ୱରି ବସ୍ତିରେ ବୋମାମାଡ଼ ହୋଇଥିବା ସୂଚନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି…

ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ବୋମାମାଡ, ଜଣେ ଆହତ

ବ୍ରହ୍ମପୁର : ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ବୋମାମାଡ, ଜଣେ ଆହତ।  ବ୍ରହ୍ମପୁର ନିମଖଣ୍ଡି ଥାନା ଫୁଲଟା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଏପରିକି ବୋମାମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । …

ଉଜ୍ଜଳପୁର ଜଙ୍ଗଲରେ ହାତୀକୁ ବୋମାମାଡ଼, ଶୁଣ୍ଢରେ ଲାଗିଛି ଗଭୀର କ୍ଷତ

ସୁନ୍ଦରଗଡ଼/ ନରସିଂହପୁର : ହାତୀକୁ ବୋମାମାଡ଼ । ଦନ୍ତା ହାତୀକୁ ବୋମାମାଡ଼ ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଉଜ୍ଜ୍ବଳପୁର ଫରେଷ୍ଟ ରେଞ୍ଜ କରୁଆ ବାହାଲ ଜଙ୍ଗଲରେ ବୋମାମାଡ଼ ହୋଇଛି । ହାତୀ ଶୁଣ୍ଢରେ ବାଜିଛି ବୋମା । ଗୁରୁତର ଅବସ୍ଥାରେ ଜଙ୍ଗଲରେ ଛଟପଟ ହେଉଛି ଅସୁସ୍ଥ ଦନ୍ତା । ବନ ବିଭାଗ ଖବର ପାଇ…

ପାରିବାରିକ କଳହରୁ ବୋମା ମାଡ଼, ଜଣେ ଆହତ

ଆଠଗଡ଼ :  ପାରିବାରିକ କଳହରୁ ବୋମା ମାଡ଼, ଜଣେ ଆହତ । ଆଠଗଡ଼ ଥାନା କୁଲାଇଲୋ ବଜାରରେ ବୋମାମାଡ଼ । ଗତକାଲି ଶିଳାପାଟ ଗାଁରେ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ର କରି ଆଜି କୃପାସିନ୍ଧୁ ଟୋକରୀ ବିଲରେ କାମ କରୁଥିବା ସମୟରେ ସେହି ଗାଁର ଚନ୍ଦନ ଦେହୁରୀ ଏବଂ ଦୁଇ ଜଣ…

ଦିଗପହଣ୍ଡି ବସଷ୍ଟାଣ୍ଡ ମୁଖ୍ୟ ରାସ୍ତା ବୋମାମାଡ଼ ଘଟଣାରେ ୪ ଗିରଫ

ବ୍ରହ୍ମପୁର : ଦିଗପହଣ୍ଡି ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ବୋମାମାଡ଼ ଘଟଣାରେ ୪ ଗିରଫ  । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ସେମାନଙ୍କ ଠାରୁ ଗୋଟେ ବୁଲେଟ, ସ୍କୁଟି ଏବଂ ବୋମା ତିଆରି ସାମଗ୍ରୀ ଜବତ କରିଛି ପୋଲିସ । ଦିଗପହଣ୍ଡିରେ ଦୁଇ ଗୋଷ୍ଠୀ ନିଜର ଅପରାଧିକ କାୟା ବିସ୍ତାର କରିବା…

ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ: ବାପା-ପୁଅଙ୍କୁ ଆକ୍ରମଣ ପରେ କଲେ ବୋମାମାଡ

ପୁରୀ: ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବଳିଆ ପଣ୍ଡା ନାଲି ପଡ଼ିଆ ଅଞ୍ଚଳରେ ବାପା-ପୁଅ ଉପରେ ମରଣାନ୍ତକ ଆକ୍ରମଣ ପରେ ଘର ଉପରକୁ କଲେ ବୋମାମାଡ ।  ପୁଅକୁ ଗୋଡାଇ ଗୋଡାଇ ହାଣିବା ପରେ ଦୁର୍ବୃତ୍ତ ବୋମାମାଡ ମଧ୍ୟ କରିଛନ୍ତି । ଗୁରୁତର ଆହତ ବାପା ଓ ପୁଅ ହେଲେ ସନ୍ଦିପ ସାନିୟଲ୍ ଓ…

ରାଜଧାନୀରେ ଫୁଟିଲା ବୋମା,ବାଇକରେ ଆସି ବୋମାମାଡ଼ କରି ୩ ଦୁର୍ବୃତ୍ତ ଚମ୍ପଟ

ଭୁବନେଶ୍ୱର : ରାଜଧାନୀରେ ବୋମାମାଡ଼ । ହୋଟେଲ ଉପରକୁ ବୋମାମାଡ଼ କଲେ ଦୃର୍ବୁତ୍ତ । ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା କାଞ୍ଚନ ପ୍ୟାଲେସ ହୋଟେଲ ସମ୍ମୁଖରେ ବୋମାମାଡ଼ ହୋଇଛି । ବାଇକରେ ଆସି ବୋମାମାଡ଼ କରି ୩ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । କାହାରି କିଛି କ୍ଷତି ହୋଇନାହିଁ । ପୋଲିସ ପହଞ୍ଚି…

ପୁଣି ଅଶାନ୍ତ ଆଠଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତିଗିରିଆରେ ବୋମା ମାଡ଼

ଆଠଗଡ଼ : ପୁଣି ଅଶାନ୍ତ ଆଠଗଡ଼ ତିଗିରିଆ ଥାନା ଅଞ୍ଚଳ । ଫୁଟିଲା ବୋମା, ଗାଁରେ ପୋଲିସ ମୁତୟନ। ତିଗିରିଆ ଥାନା ଅନ୍ତର୍ଗତ ବେଲଅଣ୍ଟା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ଼ ହୋଇଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ପୂର୍ବରୁ ହୋଇଥିବା ଗୋଷ୍ଠୀ ସଂଘର୍ଷକୁ…

ଭୁବନେଶ୍ୱରରେ ସରିଲା ନର୍ବାଚନ ଫୁଟିଲା ବୋମା ! ଅପରାଧୀଙ୍କୁ ଖୋଜୁଛି ପୋଲିସ୍

ଭୁବନେଶ୍ୱର (କେନ୍ୟୁଜ): ସମୟ ସକାଳ ପ୍ରାୟ ୮ଟା । ସକାଳୁ ସକାଳୁ ସଭିଏଁ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ, ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । କୁଆଡେ ଥିଲେ କେଜାଣି ହଠାତ୍ ୪ ଜଣ ଦୁର୍ବୃତ୍ତ ବାଇକରେ ଦ୍ରୁତ ଗତିରେ ମାଡି ଆସିଲେ । କିଏ କିଛି ବୁଝିଲା ପୂର୍ବରୁ, ଆଖିପଛୁଳାକେ ବୋମା ମାଡ଼ କଲେ ।…

ପୁଣି ଅଶାନ୍ତ ପଦ୍ମକେଶରୀପୁର: ସୁଧ କାରବାରକୁ ନେଇ ବୋମାମାଡ଼, ୨ ଆହତ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଅଶାନ୍ତ ପଦ୍ମକେଶରୀପୁର । ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁରରେ ବୋମାମାଡ଼ । ବୋମାମାଡ଼ରେ ଗୋଟିଏ ପରିବାରର ୨ ଜଣ ଆହତ ହୋଇଛନ୍ତି । ସୁଧ କାରବାରକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ ପରେ ଗାଁରେ ଉତ୍ତେଜନା ଲାଗି ରହିଛି ।…

ସମ୍ବଲପୁରରେ ବୋମାମାଡ ଘଟଣା: ପିରବାବା ଛକରେ ୩ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ବୋମାମାଡ ଘଟଣାରେ ପୋଲିସର ତନାଘନା । ପୀରବାବା ଛକରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅଞ୍ଚଳକୁ କାହାରିକୁ ଗାଡ଼ିରେ ଛଡା ଯାଉନାହିଁ । ଲୋକେ କେବଳ ଚାଲିଚାଲି ଯାଉଛନ୍ତି । ଗତକାଲି ବୋମା ମାଡ଼ରେ ୩ ଆହତ ହୋଇଛନ୍ତି । ଫ୍ଳାଏଓଭର ଉପରୁ କେହି…