ସମ୍ବଲପୁରରେ ବୋମାମାଡ ଘଟଣା: ପିରବାବା ଛକରେ ୩ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର ବୋମାମାଡ ଘଟଣାରେ ପୋଲିସର ତନାଘନା । ପୀରବାବା ଛକରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅଞ୍ଚଳକୁ କାହାରିକୁ ଗାଡ଼ିରେ ଛଡା ଯାଉନାହିଁ । ଲୋକେ କେବଳ ଚାଲିଚାଲି ଯାଉଛନ୍ତି । ଗତକାଲି ବୋମା ମାଡ଼ରେ ୩ ଆହତ ହୋଇଛନ୍ତି ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ବୋମାମାଡ ଘଟଣାରେ ପୋଲିସର ତନାଘନା । ପୀରବାବା ଛକରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅଞ୍ଚଳକୁ କାହାରିକୁ ଗାଡ଼ିରେ ଛଡା ଯାଉନାହିଁ । ଲୋକେ କେବଳ ଚାଲିଚାଲି ଯାଉଛନ୍ତି । ଗତକାଲି ବୋମା ମାଡ଼ରେ ୩ ଆହତ ହୋଇଛନ୍ତି ।

ଫ୍ଳାଏଓଭର ଉପରୁ କେହି ଦୁର୍ବୃତ୍ତ ଏକ ପ୍ୟାକେଟ ତଳକୁ ଫୋପାଡ଼ିଥିଲା । କିଛି ଯୁବକଙ୍କ ପାଖରେ ଏହା ପଡ଼ିବା ପରେ ହଠାତ ପ୍ରଚଣ୍ଡ ବିସ୍ଫୋରଣ କରି ଫାଟିଥିଲା । ବୋମାମାଡ଼ରେ ୩ଜଣ ଆହତ ହୋଇଛନ୍ତି। ହାତ ପାପୁଲି ଫାଟି ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ନାଁ ଏମଡି କାସିମ  । ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସପି ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି ।  କିଏ କେଉଁ କାରଣରୁ ବୋମାମାଡ଼ କରିଛି ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.