ଶତଚେଷ୍ଟା ସତ୍ତ୍ୱେ ଫେଲ ମାରିଲା ଉଦ୍ଧାର କାର୍ଯ୍ୟ, ୨୪ ଘଣ୍ଟା ପରେ ବୋରଓ୍ୱେଲ ଭିତରୁ ଉଦ୍ଧାର ହେଲା ଶିଶୁର ମୃତଦେହ
ଦୀର୍ଘ ୨୪ ଘଣ୍ଟା ପରେ ବୋରଓ୍ୱେଲ ଭିତରୁ ଉଦ୍ଧାର ହେଲା ୩ ବର୍ଷ ଶିଶୁର ମୃତଦେହ । ଉଦ୍ଧାରକାରୀ ଟିମର ଶତଚେଷ୍ଟା ସତ୍ତ୍ୱେ ସବୁ କିଛି ଫେଲ ମାରିଲା । ମଧ୍ୟପ୍ରଦେଶ ଉଜ୍ଜୟିନୀ ଜିଲ୍ଲାର ବଡନଗର ତହସିଲ ଅଞ୍ଚଳରେ ଜଣେ ଶିଶୁ ୭୦ ଫୁଟ ଗଭୀର ବୋରଓ୍ୱେଲ ଭିତରକୁ ଖସିପଡିଥିଲା। ଉଦ୍ଧାର କାର୍ଯ୍ୟରେ…