Browsing Tag

bride murder

ବଧୂହତ୍ୟା ଅଭିଯୋଗ: ଆରତୀଙ୍କ ଜୀବନ କେମିତି ଗଲା କାରଣ ଖୋଜୁଛି ପୋଲିସ୍

ଉଦଳା: କେଡେ ସୁନ୍ଦର ଦେଖାଯାଉଥିଲେ ସଧବା ବେଶରେ । ଦିନେ ବଧୂ ସାଜି ସ୍ୱାମୀଙ୍କ ହାତରୁ ମଥାରେ ସିନ୍ଦୁର ନାଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ । ସ୍ୱାମୀଙ୍କ ହାତରେ ହାତ ରଖି ଆସିଥିଲେ ଶାଶୁ ଘର । ଭଗବାନଙ୍କ କୃପାରୁ ପୁତ୍ର ସନ୍ତାନଟିଏ ବି ହେଲା । କିନ୍ତୁ ଭାଗ୍ୟର ବିଡମ୍ବନା ବାହାଘରର…

ପୁଣି ଜୁଇରେ ଜଳିଲା ଆଉ ଜଣେ ନବବଧୂ

ଢେଙ୍କାନାଳ: ଝିଅ ଜନମ ପରଘରକୁ । ଏଇ ଉକ୍ତିକୁ ନେଇ ସତରେ ସବୁ ଝିଅ ଦିନେ ନା ଦିନେ ଚାଲି ଯାଆନ୍ତି ପର ଘରକୁ । ମାନେ ଶାଶୁ ଘରକୁ । ସେଠାରେ ବାପା, ମାଆ, ଭାଇ, ଉଭଣୀଙ୍କ ସ୍ଥାନରେ ପାଇଥାନ୍ତି ଶାଶୁ, ଶ୍ୱଶୁର ଏବଂ ନଣନ୍ଦ, ଦିଅରକୁ । ଦେଖିଥାନ୍ତି ଅନେକ ସ୍ୱପ୍ନ । ହେଲେ ଯଦି ନିଜ ଘର ଛାଡି…

ଝିଅର ଅକସ୍ମାତ୍‌ ମୃତ୍ୟୁକୁ ଦେଖି ସହିପାରୁନାହାଁନ୍ତି ପରିବାର ଲୋକେ, ଶ୍ୱଶୁରଘର ଲୋକ ଫେରାର

ଯାଜପୁରଟାଉନ (କେନ୍ୟୁଜ) : ଝିଅର ଶ୍ୱଶୁର ଫୋନ୍‌ କଲେ, ହେଲୋ ସମୁଦୁଣି, ଜଲଦି ହସ୍ପିଟାଲ ପହଁଚ । ତୁମ ଝିଅର ଅବସ୍ଥା ବହୁତ ଖରାପ । ବାସ୍‌ ଏତିକି ଶୁଣି ଧାଇଁ ଆସିଲେ ଝିଅର ପରିବାର ଲୋକେ । ଆସି ଦେଖନ୍ତି ତ ଝିଅକୁ ଶୁଆଇ ଦେଇଛନ୍ତି ଫ୍ରିଜରରେ । ଆଉ ଝିଅକୁ ଏମିତି ଅବସ୍ଥାରେ ଦେଖି ପରିବାର…

ରାଣୀ ଭଳି ସଜେଇ ହୋଇ ଶାଶୁଘର ଯାଇଥିଲେ, ୪ ମାସ ପରେ ମିଳିଲା ମୃତଦେହ

ବଣାଇ (କେନ୍ୟୁଜ) : ଆଖିରେ ଆଖି ଏ ସ୍ୱପ୍ନ ଧରି ବଧୂ ବେଶରେ ସଜେଇ ହେଇଥିଲା । ସବୁର ଝିଅଙ୍କ ଭଳି ନିଜ ସବୁଠୁ ଖାସ୍‌ ଦିନରେ ଏକଦମ୍‌ ରାଣୀ ଭଳି ସଜେଇ ହେଇଥିଲା । ଆଜି ରାଜକୁମାର ଆସିବ ଆଉ ମଥାରେ ସିନ୍ଦୁର ଦେଇ ଘରକୁ ନେଇଯିବ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବ । ମନରେ ଅସୁମାରୀ ସ୍ୱପ୍ନ ନେଇ…

ନବ ବଧୂକୁ ତଣ୍ଟି ଚିପି ହତ୍ୟା ! ସ୍ୱାମୀ ଓ ଶ୍ୱଶୁର ଘର ମିଶି ମାରିଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଜଳିପାଟଣା ଗ୍ରାମରେ ନବ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ହେଉଛନ୍ତି ଜଗତସିଂପୁର ଡ଼ିଆସାହିର ଲକ୍ଷ୍ମୀପ୍ରୟା ମହାନ୍ତି I ସେ ଜଲିପାଟଣାର ପ୍ରଭାତ…

ଜଗତସିଂହପୁର ପଟସରା ଗ୍ରାମରେ ନବବଧୂ ହତ୍ୟା ଅଭିଯୋଗ, ୬ ମାସ ତଳେ ହୋଇଥିଲା ବିବାହ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଟସରା ଗ୍ରାମରେ ଏକ ନବବଧୂ ହତ୍ୟା ଅଭିଯୋଗ । ପଟସରା ଗ୍ରାମର ନରେନ୍ଦ୍ର ବେହେରାଙ୍କ ପୁଅ ନଗେନ ବେହେରା ଜୋରକୁଳ ପାଟେନିଗାଁର ବିଶ୍ୱନାଥ ଜେନାଙ୍କ ଝିଅ ଇତିଶ୍ରୀ ଜେନାଙ୍କୁ ୬ ମାସ ତଳେ ବିବାହ କରିଥିଲେ । ନଗେନ କଟକର ଏକ…

ପୁଣି ଯୌତୁକ ଜୁଇରେ ବଧୂ : ବିଭାଘରର ୩ ବର୍ଷରେ ଆଖି ବୁଜିଲେ ମହିଳା, ସ୍ବାମୀ ଗିରଫ

ନରସିଂହପୁର(କେନ୍ୟୁଜ୍): ପୁଣି ଯୌତୁକ ଜୁଇରେ ବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମରେ । ସୂଚନା ମୁତାବକ, ହରିପୁର ଗ୍ରାମର  ରବୀନ୍ଦ୍ର ବିଶ୍ଵାଳଙ୍କୁ ସେହି ଗ୍ରାମର ଅନନ୍ତ ଚରଣଙ୍କ ଝିଅ ୩ ବର୍ଷ ହେଲା ବିବାହ କରିଥିଲେ। ବିଭାଘରର କିଛି ମାସ ପରେ…

ଯୌତୁକ ପାଇଁ ଭଉଣୀକୁ ମାରି ଟାଙ୍ଗି ଦେଲେ ଶାଶୁ ଘର ଲୋକେ, ଏମିତି ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହେଲା ଭାଇ

ମାହାଙ୍ଗା(କେନ୍ୟୁଜ୍‌): ପୁଣି ବଧୂ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ଭଉଣୀଙ୍କୁ ତାର ଶାଶୁ ଘର ଲୋକେ ମାରି ଟାଙ୍ଗି ଦେଇଥିବା ନେଇ ଅଭିଯୋଗ ଆଣିଲେ ମୃତକଙ୍କ ଭାଇ । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଅଞ୍ଚଳରେ । ଏହି ଗ୍ରାମର ରମେଶ ବେହେରା ଗତ ୪ ବର୍ଷ ତଳେ ସମସରପୁର ଗ୍ରାମର…