ନବ ବଧୂକୁ ତଣ୍ଟି ଚିପି ହତ୍ୟା ! ସ୍ୱାମୀ ଓ ଶ୍ୱଶୁର ଘର ମିଶି ମାରିଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

ଭୁବନେଶ୍ୱର ଜଳିପାଟଣା ଗ୍ରାମରେ ନବ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ହେଉଛନ୍ତି ଜଗତସିଂପୁର ଡ଼ିଆସାହିର ଲକ୍ଷ୍ମୀପ୍ରୟା ମହାନ୍ତି।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଜଳିପାଟଣା ଗ୍ରାମରେ ନବ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ହେଉଛନ୍ତି ଜଗତସିଂପୁର ଡ଼ିଆସାହିର ଲକ୍ଷ୍ମୀପ୍ରୟା ମହାନ୍ତି I ସେ ଜଲିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨ ବର୍ଷ ତଳେ ବିବାହ କରିଥିଲେ।

ଗତକାଲି ରାତିରେ କୌଣସି ଏକ କାରଣକୁ ନେଇ ଏହି କାଣ୍ଡ ଘିଟିଛି ବୋଲି ଜଣାପଡିଛି । ଏନେଇ ମଞ୍ଚେଶ୍ୱର ଥାନା ପୋଲିସର ଦ୍ୱାରସ୍ତ ହୋଇଛନ୍ତି ପରିବାର ଲୋକେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.