Below header
Browsing Tag

brutally murder

ଦିଲ୍ଲୀ ହତ୍ୟା ମାମଲାରେ ବଡ ଖୁଲାସା: ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେଉଥିଲା ଜହ୍ଲାଦ ପ୍ରେମିକ ଆଫ୍‌ତାବ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ହତ୍ୟା ମାମଲାରେ ବଡ ଖୁଲାସା । ଶ୍ରଦ୍ଧାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଆସୁଥିଲା ଜହ୍ଲାଦ ପ୍ରେମିକ । ଅଭିଯୁକ୍ତ ଆଫ୍‌ତାବ୍‌ ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେଉଥିବା ଜଣାପଡିଛି । ୨୦୨୧ରେ ଶ୍ରଦ୍ଧା ତାଙ୍କ ବନ୍ଧୁଙ୍କୁ ଏ ନେଇ ଏକ ଫଟୋ…

ବୃଦ୍ଧଙ୍କୁ ବିଭତ୍ସ ହତ୍ୟା! ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

ଉଦଳା(କେନ୍ୟୁଜ୍): ବୃଦ୍ଧଙ୍କୁ ବିଭତ୍ସ ହତ୍ୟା! ବୃଦ୍ଧଙ୍କ ମୁଣ୍ଡ ରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୁଣ୍ଟା ଥାନା ସାରଜମଡ଼ିହି ଗ୍ରାମରେ। ମୃତକ ହେଉଛନ୍ତି ଉକ୍ତ ଗ୍ରାମର ଠୁଙ୍ଗୁରୁ ସିଂ। ତେବେ ଘରେ କେହି ନ ଥିବାର ସୁଯୋଗ ନେଇ ବୃଦ୍ଧଙ୍କୁ ହାଣି ହତ୍ୟା…

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା!

ଖୋର୍ଦ୍ଧା (କେନ୍ୟୁଜ୍): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁରେ। ମୃତକ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାରସିଂ। ଅଭିଯୋଗ ଅନୁସାରେ, ଗତ…

ଅପହରଣ ଓ ପରେ ହତ୍ୟା! ବିଚ୍‌ ରାସ୍ତାରେ ଯୁବକଙ୍କ ମୃତଦେହ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ୟୁଜ୍): ଯୁବକଙ୍କୁ ଅପହରଣ ଓ ପରେ ହତ୍ୟା । ବିଚ୍‌ ସଡ଼କରେ ଜଣେ ଯୁବକଙ୍କ ମୃତଦେହ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବା ଆଲୋକରେ ବୁର୍ଲା ପୋଲିସକୁ ଅପରାଧୀଙ୍କ ଓପନ ଚ୍ୟାଲେଞ୍ଜ । ଯୁବକଙ୍କୁ ଅପହରଣ ପରେ ଅନ୍ୟ ସ୍ଥାନରେ ନିର୍ଦ୍ଧୁମ ମାଡ଼ ମାରି ଲହୁଲୁହାଣ କରିଥିବା…

ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ! ପୁଅର ଛୁରାମାଡ଼ରେ ବାପା ମୃତ

ଭଞ୍ଜନଗର(କେନ୍ୟୁଜ୍): ପୁଅର ଛୁରାମାଡ଼ରେ ବାପା ମୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢ଼ାଳ ଗାଁର ଅଭାବନୀୟ ଘଟଣା । ମୃତକ ହେଲେ ଦେବରାଜ ନାହାକ । ସୂଚନା ଅନୁଯାୟୀ, ଗତକାଲି ରାତିରେ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପୁଅର ଛୁରାମାଡ଼ ପରେ ଦେବରାଜଙ୍କୁ…

ରାକ୍ଷସୀ ପାଲଟିଲା ବଡ଼ ମା: ଗୁଣିଗାରେଡି ସନ୍ଦେହରେ ନେଲା ନିଜ ୮ ବର୍ଷ ପୁତୁରାର ଜୀବନ

ରାଇରଙ୍ଗପୁର(କେନ୍ୟୁଜ୍): ବିଂଶ ଶତାବ୍ଦୀରେ ମଧ୍ୟ ଗୁଣିଗାରେଡି ସନ୍ଦେହ ଜନିତ ହତ୍ୟାକାଣ୍ଡ ଘଟିଚାଲିଛି ! ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏଭଳି ଏକ ନାରକୀୟ କାଣ୍ଡ। ଆଉ ନାରକୀୟକାଣ୍ଡ ପଛରେ ରହିଥିଲା ଜଣେ ନାରୀର ହାତ। ଜଣେ ମା ର ହାତ। ଏ ହେଉଛି।ମୟୁରଭଞ୍ଜ ତିରିଂ ଥାନା ବିଂଝୁଆ…

ଲୋମହର୍ଷଣକାରୀ ଘଟଣା! ଶ୍ୱଶୁର ଘରେ ମୃତ୍ୟୁର ତାଣ୍ଡବ ରଚିଲା ଜ୍ୱାଇଁ; ନିଜ ସ୍ତ୍ରୀ, ପୁଅଝିଅ ଓ ଶାଶୁ, ଶ୍ୱଶୁରଙ୍କୁ…

ପଞ୍ଜାବର ଜଳନ୍ଧରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘରେ ମୃତ୍ୟୁର ତାଣ୍ଡବ ରଚିଛନ୍ତି। ବ୍ୟକ୍ତି ଜଣକ ସେଠାକୁ ଯାଇ ନିଜ ସ୍ତ୍ରୀ, ପୁଅଝିଅଙ୍କ ସହ ଶାଶୁ ଓ ଶ୍ୱଶୁରଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଖବରରୁ ଜଣାପଡ଼ିଛି ଯେ ସ୍ତ୍ରୀ ବାପଘରୁ…

ଗଞ୍ଜାମ ଶୀତଳାପଲ୍ଲୀରେ ସୀମା ଟପିଲା ବର୍ବରତା: ପାରିବାରିକ କଳହକୁ ନେଇ ଦିଅରକୁ ହତ୍ୟା କଲା ଭାଉଜ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଭାଉଜ ଦିଅରକୁ ହତ୍ୟା କରିଥିବା ଅଭିଯୋଗ । ମୃତକ ଜଣକ ହେଲେ ପ୍ରଦୀପ ନାୟକ । ହତ୍ୟା କରିଥିବା ମହିଳା ଜଣକ ହେଲେ କାମିନୀ ନାୟକ ‌। ସୂଚନା ମୁତାବକ, ଆଜି ସକାଳେ…

ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ, ପରେ ଥାନାରେ କଲା ଆତ୍ମସମର୍ପଣ

ବାଲିଗୁଡା(କେନ୍ୟୁଜ୍): ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ । ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ତଡ଼ବାଡି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କୁଳପଦର…

ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କଲା ସ୍ତ୍ରୀ, ଗୁପ୍ତାଙ୍ଗ କାଟି ମୃତଦେହ ନିକଟରେ ଫିଙ୍ଗି ଚାଲିଗଲା

ଯାଜପୁର(କେନ୍ୟୁଜ): ଯାଜପୁର ସୁକିନ୍ଦା ଥାନାରେ ଅଭାବନୀୟ ଘଟଣା । ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ସ୍ତ୍ରୀ । ଏପରିକି ହତ୍ୟା ପରେ ସ୍ୱାମୀଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ମୃତଦେହ ନିକଟରେ ଫିଙ୍ଗିଦେଇଛି । ଅଭିଯୁକ୍ତା ସ୍ତ୍ରୀ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ସୁକିନ୍ଦା…

କେନ୍ଦୁଝର ହୁଣ୍ଡୁଳା ଗାଁରେ ବୀଭତ୍ସ କାଣ୍ଡ, ଯୁବକଙ୍କୁ ପୋଡ଼ି ନୃଶଂସ ହତ୍ୟା

କେନ୍ଦୁଝର(କେନ୍ୟୁଜ୍): ଯୁବକଙ୍କୁ ପୋଡ଼ି ନୃଶଂସ ହତ୍ୟା । ଘଟଣା ଘଟିଛି କେନ୍ଦୁଝର ସଦର ଥାନା ହୁଣ୍ଡୁଳା ଗାଁରେ । ମୃତ ଯୁବକ ହେଲେ ପ୍ରଣବ ମହାନ୍ତ । ଗାଁର ଭୁବନ ଦାସ, ପିଙ୍କୁ ଦାସ,ଶକ୍ତି ଦାସ, ତାଙ୍କ ଭିଣେଇ ସହ ପରିବାର ଲୋକ ମାରିଥିବା ନେଇ ପ୍ରଣବର ପରିବାର ଲୋକ ଅଭିଯୋଗ କରିଛନ୍ତି ।…

ରାଜଧାନୀରେ ହତ୍ୟା! ସାନଭାଇକୁ ତାଗିଦ କରୁ କରୁ ଲୁହା ପାଇପ୍ରେ ପିଟି ପିଟି ମାରି ଦେଲା ବଡ଼ ଭାଇ

ଭୁବନେଶ୍ୱର(କେନ୍ୟୁଜ୍): ଭାଇକୁ ପିଟିପିଟି ହତ୍ୟା କଲା ଭାଇ । ଲୁହା ପାଇପ୍‌ରେ ପିଟିପିଟି ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ। ମୃତକ ହେଲେ ରାଜମୋହନ ସେନାପତି। ଘର ନୟାଗଡ଼ ଜିଲ୍ଲା କଳାପଥରରେ। କମ୍ପିଟେଟିଭ୍‌ ପାଇଁ ଭୁବନେଶ୍ୱର ବରମୁଣ୍ଡାରେ ରହୁଥିଲେ। ୩୦୨ ଧାରାରେ ହତ୍ୟା ମାମଲା ରୁଜୁ କରି…