Browsing Tag

bus strike

ବସ ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ, ସରକାର ଜୁଲାଇରେ ନଶୁଣିଲେ ଅଗଷ୍ଟରେ ପୁଣି ହେବ ଧର୍ମଘଟ

କେନ୍ୟୁଜ୍(ବ୍ୟୁରୋ):  ବସ ଧର୍ମଘଟ ସ୍ଥଗିତ। ଜୁଲାଇ ୧ରେ ହେବାକୁ ଥିବା ବସ ମାଲିକଙ୍କ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଲା ବସ ମାଲିକ ସଙ୍ଘ। ନିଷ୍ପତ୍ତି କ୍ରମେ  ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଲା ସଙ୍ଘ। ରାଜ୍ୟ ସରକାରଙ୍କ ପାଖରେ ପୂର୍ବରୁ ଦିଆଯାଇଥିବା…

ଜୁଲାଇ ପହିଲାରୁ ଘରୋଇ ବସ୍‌ ଧର୍ମଘଟ ପ୍ରସଙ୍ଗ: ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର(କେନ୍ୟୁଜ): ଜୁଲାଇ ପହିଲାରୁ ଘରୋଇ ବସ୍‌ ଧର୍ମଘଟ ପ୍ରସଙ୍ଗରେ ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଏଥିରେ ପରିବହନ କମିଶନରଙ୍କ ସହ ବସ୍‌ ମାଲିକ ଉପସ୍ଥିତ ରହିବେ । ସଂଘର ୮ ଦଫା ଦାବି ଉପରେ ବସ୍‌ ମାଲିକଙ୍କ ସହ ଆଲୋଚନା କରିବେ ପରିବହନ ମନ୍ତ୍ରୀ ଟୁକୁନି…

୬ ମାସ ହେଲା ସରକାର ପୂରଣ କଲେ ନାହିଁ ଦାବି, ଜୁଲାଇ ୧ ରୁ ରାଜ୍ୟବାପୀ ଘରୋଇ ବସ ଧର୍ମଘଟ ଡାକରା

ଭୁବନେଶ୍ବର(କେନ୍ୟୁଜ୍): ଜୁଲାଇ ୧ ରୁ ରାଜ୍ୟରେ ଘରୋଇ ବସ ଧର୍ମଘଟ। ଜୁନ ୩୦ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ। ୯ ଦଫା ଦାବି ନେଇ ଏହି ଧର୍ମଘଟ ଧମକ ଦେଇଛି ଘରୋଇ ବସ ମାଲିକ ସଂଘ।ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ ମାଲିକ…