Below header
Browsing Tag

cabinet meeting

ଆଜି ଗୋଟିଏ ଦିନରେ ବସିବ ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ବସିବ ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ। ରାଜ୍ୟ କ୍ୟାବିନେଟ୍‌ ସହ କୃଷି କ୍ୟାବିିନେଟ୍‌ ଓ ଐତିହ୍ୟ କ୍ୟାବିନେଟ୍‌ର ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ କଟକଣା ମଧ୍ୟରେ ଭିଡିଓ କନଫରେନ୍‌ସିରେ ହେବ ଆଲୋଚନା।…

୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ୍ ବୈଠକ, ମହିଳା ଓ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଲେ ରାଜ୍ୟ…

ଭୁବନେଶ୍ୱର(କେନ୍ୟୁଜ୍): ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ। ଏଥିରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କ୍ୟାବିନେଟ୍‌ ବୈଠକରେ  ରାଜ୍ୟର ୮ଟି ବ୍ଲକରେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ  ମିଳିଛି। ଏହି…

ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ମୋଟ୍‌ ୧୮ଟି ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ବର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କ୍ୟାବିନେଟ୍‌ ବୈଠକ ହେବ । ଏଥିରେ ମୋଟ୍‌ ୧୮ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ରାଜସ୍ୱ,…

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଭିଡିଓ କନଫରେନ୍‌ସିଂରେ ହେବ ଆଲୋଚନା

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂରେ ସନ୍ଧ୍ୟା ୭ଟା ୪୫ରେ ହେବ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିପାରେ । ବିଶେଷ କରି ରଥଯାତ୍ରା ଆୟୋଜନ ନେଇ ଆଲୋଚନା ହେବା ସମ୍ଭାବନା…

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ ଓ ତେଲ, କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ପରେ ବଦଳିଲା ନିୟମ

୧୯୫୫ର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍‌ର ସଂଶୋଧନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍‌। ଏହା ଦ୍ୱାରା ଖାଦ୍ୟଶସ୍ୟ, ତୈଳବୀଜ, ଆଳୁ ଓ ପିଆଜର ଦର ନିୟନ୍ତ୍ରଣମୁକ୍ତ ହେବ। ଏଥିସହ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଖାଦ୍ୟଶସ୍ୟ, ଆଳୁ, ପିଆଜ, ଡାଲି ଓ ତେଲ ହଟିବ। ସରକାରଙ୍କ ଏହି ନୂତନ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, କରୋନା ସ୍ଥିତି ନେଇ…

ଭୁବନେଶ୍ବର: ଆଜି ବସୁଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କରୋନା ସ୍ଥିତି ନେଇ ଆଲୋଚନା ହେବ । ବିଶେଷ କରି ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶର ସ୍ଥିତି ନେଇ ଆଲୋଚନା କରାଯିବ । କିଛି ରାଜ୍ୟରେ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂରେ ଦିନ ୧୧ଟାରେ ବୈଠକ ବସିବ । ବର୍ତ୍ତମାନ ରାଜ୍ୟରେ କରୋନା ଭାଇରସକୁ ନେଇ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଥିବାବେଳେ ଏହି କ୍ୟାବିନେଟ୍‌…

ମନ୍ତ୍ରିସ୍ତରୀୟ ବୈଠକ ପରେ ବସିବ କ୍ୟାବିନେଟ ବୈଠକ, ଦେଶରେ କରୋନା ସ୍ଥିତି ନେଇ ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : ବସୁଛି ମନ୍ତ୍ରିସ୍ତରୀୟ ବୈଠକ । ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ ବସିବ । ଏହାସହ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । କ୍ୟାବିନେଟ ବୈଠକ ମଧ୍ୟ ଭିିଡିଓ କନଫରନେସିଂରେ ହେବ । ମାର୍ଚ୍ଚ ୨୫ରେ ହୋଇଥିବା କ୍ୟାବିନେଟ ବୈଠକରେ ସାମାଜିକ ଦୂରତା ଦେଖିବାକୁ…

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ…

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦିନ ୧୦ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ତେବେ ବୈଠକରେ କଣ ଆଲୋଚନା ହେବ ସେନେଇ କୌଣସି ଏଜେଣ୍ଡା ଦିଆଯାଇନାହିଁ। କେବଳ ମନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ…

ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ଟି ପ୍ରସ୍ତାବ ଉପରେ ଲାଗିଛି ମୋହର

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ପଞ୍ଚାୟତ ବୁଝିବ ସ୍କୁଲ, ହସ୍ପିଟାଲ, ଏଲ୍‌ଆଇ, ଭେଟେନାରୀ କେନ୍ଦ୍ରର ଉନ୍ନତିକରଣ ଦାୟିତ୍ୱ । ରାଜ୍ୟର…

ବିଧାନସଭା ଅଧିବେଶନ ପୂର୍ବରୁ ବସିଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭା ଅଧିବେଶନ ପୂର୍ବରୁ ବସିଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସକାଳ ୯ଟା ୪୫ରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଛି । ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ସାଧାରଣ ପ୍ରଶାସନ…

ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବରେ ବାଜିଲା ମୋହର, ସରକାରୀ ଚାକିଆରିଆଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରର…

ଭୁବନେଶ୍ବର : ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର। ରାଜ୍ୟ ଅର୍ଥ ଆୟୋଗ ଆକ୍ସନ ଟେକେନ୍‌ ରିପୋର୍ଟକୁ କ୍ୟାବିନେଟ୍‌ର ମୋହର। ଏହା ବିଧାନସଭାରେ ଉପସ୍ଥାପିତ ହେବ। ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ରୁଲ୍‌ରେ ସଂଶୋଧନ ହୋଇଛି। ଆସିବ ଓଡ଼ିଶା ସିଭିଲ୍‌ ରିହାବିଲିଟେସନ୍‌। ଏଥିରେ…