Browsing Tag

cars

କାର୍ ଲଭର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ବର୍ଷର ଶେଷ ମାସରେ ମିଳିବ ବମ୍ପର ଡିସକାଉଣ୍ଟ

କିଛି ସମୟ ପାଇଁ ଭାରତୀୟ ଗ୍ରାହକଙ୍କ ମଧ୍ୟରେ Electric Car ର ଡିମାଣ୍ଡ ବେସ୍ ବଢ଼ିଚାଲିଛି । ଯଦି ଆପଣ ଏକ ନୂଆ EV କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଗୁଡ ନ୍ୟୁଜ୍ । Tata Motors ନିଜର ଅନେକ EV ମଡେଲ୍ ଡିସେମ୍ବର ୨୦୨୪ ରେ ବମ୍ପର ଡିସକାଉଣ୍ଟ ପ୍ରଦାନ କରୁଛି । ଯେଉଁଥିପାଇଁ…

ଘରୁ ଅଫିସ ଯିବା ପାଇଁ ଶସ୍ତା କାର ଖୋଜୁଛନ୍ତି କି? ଏହି CNG କାରଗୁଡିକ ଦେବ ଭଲ ମାଇଲେଜ୍

ଯଦି ଆପଣ ଘର, ଅଫିସ୍ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟ ପାଇଁ ଏକ ବେଷ୍ଟ CNG କାର୍ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଭାରତରେ ସିଏନଜି କାରର ବିକ୍ରି କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯେଉଁ ଲୋକମାନେ ପ୍ରତିଦିନ ଘରୁ ଅଫିସକୁ ଯାଆନ୍ତି, ସେମାନଙ୍କ କାର ପ୍ରତିଦିନ ପ୍ରାୟ ୩୦…

ପୁରୁଣା କାର୍ ବିକିବାକୁ ପ୍ଲାନ୍ କରୁଛନ୍ତି କି? ଆପଣାନ୍ତୁ ଏହି ସବୁ ଟିପ୍ସ ମିଳିବ ଅଧିକ ଦାମ୍

ଯଦି ଆପଣ ଏକ ନୂଆ କାର୍ କିଣିବାକୁ ପ୍ଲାନ୍ କରୁଛନ୍ତି ଏବଂ ଆପଣଙ୍କର ପୁରୁଣା କାର ବିକ୍ରି କରିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ୱାରା ଆପଣ ଆପଣଙ୍କର ପୁରୁଣା କାର ପାଇଁ ଭଲ ମୂଲ୍ୟ ପାଇପାରିବେ । ଏହା ପ୍ରାୟତଃ ଘଟେ ଯେ ଯେତେବେଳେ ଆପଣ ନିଜର ପୁରୁଣା କାରକୁ…

କେତେ କିଲୋମିଟର ଚାଲିବା ପରେ କାର ସର୍ଭିସିଂ କରିବା ଉଚିତ୍? ଜାଣନ୍ତୁ ସଠିକ୍ ଉତ୍ତର

ଥରେ କଳ୍ପନା କରନ୍ତୁ ଯଦି ଆପଣଙ୍କ କାରର ମାଇଲେଜ୍ ଏବଂ ପରଫରମାନ୍ସ କମ୍ ହୋଇଯାଏ? ଆପଣ ଏହା ବିଷୟରେ ଚିନ୍ତା କରି ମଧ୍ୟ ଭୟଭୀତ ହେଇଯାଉଥିବେ, କିନ୍ତୁ ଏହା ଆପଣଙ୍କ ସହ ମଧ୍ୟ ହୋଇପାରେ । ଅନେକ ଲୋକ ଠିକ୍ ସମୟରେ କାର୍ ସର୍ଭିସିଂ କରନ୍ତି ନାହିଁ, ଯେଉଁ କାରଣରୁ ଗାଡିର ପରଫରମାନ୍ସ ଏବଂ ମାଇଲେଜ୍…

କିଛି କାରର ଆଗରେ ତ କିଛି କାର ପଛରେ କାହିଁକି ରହିଥାଏ ଇଞ୍ଜିନ? ଜାଣନ୍ତୁ ଏହା ପଛର କାରଣ

କାର୍ ଚଳାଇବାରେ ଇଞ୍ଜିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି କେତେକ କାରରେ ଇଞ୍ଜିନ ଆଗରେ, କେତେକରେ କାର ମଝିରେ ଏବଂ କେତେକ କାରରେ ଇଞ୍ଜିନ ପଛରେ ରଖାଯାଏ । ତେବେ ଏଭଳି କାହିଁକି ରଖାଯାଇଥାଏ ଆସନ୍ତୁ ଏହା ପଛର କାରଣ ବିଷୟରେ…

ମହିନ୍ଦ୍ରାର ଏହି କାରରେ ମିଳୁଛି ଦମଦାର ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଲାଭ

ଚଳିତ ମାସରେ ମହିନ୍ଦ୍ରା ନିଜର କିଛି ମଡେଲ୍ସ ଉପରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି, ଯେଉଁଥିରେ XUV300, XUV400, ବୋଲେରୋ, ବୋଲେରୋ ନିଓ ଏବଂ ମରାଜୋ ଭଳି ମଡେଲ ସାମିଲ ଅଛି । ଏହି ଅଫର ଅନୁଯାୟୀ ଗ୍ରାହକମାନେ ଏହି ମଡେଲ କିଣିବା ଦ୍ୱାରା ଏକ୍ସଚେଞ୍ଜ ବୋନସ୍‌, କ୍ୟାସ…

ଜାଣନ୍ତୁ କେଉଁ ଦେଶରେ ସବୁଠୁ ଅଧିକ ଓ କମ୍ ସ୍ପିଡ୍‌ରେ ଗାଡ଼ି ଚଲାଇପାରିବେ

ଏବେ ଅନ୍ୟ ଦେଶର ରାସ୍ତା ପରି ଭାରତର ରାସ୍ତା ମଧ୍ୟ ତିଆରି କରାଯାଉଛି । ଯେଉଁଥିରେ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ କାରରେ ୧ ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବେ । ହେଲେ ଗାଡ଼ି ଚଳାଇବାର ସ୍ପିଡ୍‌ ନିଜ ପାଇଁ ହାନିକାରକ ହୋଇଥାଏ । ସେଥିପାଇଁ ଦେଶର ସମସ୍ତ ରାସ୍ତା ପାଇଁ ଭିନ୍ନ ଭିନ୍ନ ଗତି…

ଆପଣ ନିଜ କାର୍ କିମ୍ବା ବାଇକ୍ ପାଇଁ ଶସ୍ତାରେ ଚାହୁଁଛନ୍ତି କି VIP ନମ୍ବର? ତେବେ ଏପରି କରନ୍ତୁ ଆବେଦନ

ଗାଡିର ଭିଆଇପି ନମ୍ବର ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଲଗା ପ୍ରକାରର କ୍ରେଜ । ତେବେ ଏହି ଭିଆଇପି ତଥା ଫ୍ୟାନ୍ସି ନମ୍ବର ପାଇବା ଲାଗି ଲୋକମାନେ ମନଇଚ୍ଛା ମୂଲ୍ୟ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହୁଥିବା ଜଣାପଡିଛି । କିଛି ଦିନ ତଳେ ଏହିଭଳି ଏକ ଘଟଣା ହରିୟାଣା…