Below header
Browsing Tag

central government

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ମାସର ଦରମା ସହ ପାଇବେ ୩୮,୬୯୨ଟଙ୍କାର ଏରିୟର

କେନ୍ଦ୍ରିୟ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏ ହୋଲି ଆଣୁଛି ଖୁସିଖବର । କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସଭୋଗୀଙ୍କ ଅପେକ୍ଷାରେ ଅନ୍ତ କାରଣ ଦୀର୍ଘ ଅପେକ୍ଷା ପରେ ଡିଏରେ ୩ ପ୍ରତିଶତ ବୃଦ୍ଧି ଘଟିଛି  । ଅର୍ଥାତ କର୍ମଚାରୀ ଓ ପେନସନଭୋଗୀମାନେ ୩୪ପ୍ରତିଶତ ହିସାବରେ ମହଙ୍ଗା…

ୟୁକ୍ରେନରେ ଫସିରହିଥିବା ଓଡିଆ ପୁଅ ପ୍ରଳୟ କୁମାରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କଲେ…

ଯାଜପୁର (କେନ୍ୟୁଜ): ଦୀର୍ଘଦିନ ଧରି ତିକ୍ତତା ଲାଗିରହିବା ପରେ ଆଜି ଋଷ୍ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଏହାରି ଭିତରେ ଭାରତୀୟ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଉଡ଼ାଣ ଭରିଥିବା ଏୟାରଇଣ୍ଡିଆ ବିମାନ ମଧ୍ୟ…

ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ ସରକାରଙ୍କଠୁ ମିଳିବ ଏହିସବୁ ଫାଇଦା, ଶୀଘ୍ର କରନ୍ତୁ ରେଜିଷ୍ଟ୍ରେସନ

ଅଳ୍ପ କାମ କରି ଅଧିକ ଫାଇଦା ପାଇବାକୁ ଚାହୁଁଥିଲେ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦମଦାର ଯୋଜନା ବାହାର କରାଯାଇଛି। ଏହା ଅନ୍ତର୍ଗତ ସବୁ ବର୍ଗର ଲୋକ ଜବରଦସ୍ତ ଫାଇଦା ଉଠାଇପାରିବେ। ତେବେ ଏହି ଯୋଜନା କଣ ଆଉ କିପରି ଏଥିରୁ ଫାଇଦା ଉଠାଇବେ ଜାଣନ୍ତୁ ..…

ସମସ୍ତ ଗାଡ଼ିର କରାଯିବ ଫିଟନେସ ଟେଷ୍ଟିଂ, ଅଟୋମେଟେଡ ଟେଷ୍ଟ ଷ୍ଟେସନ ତିଆରି କରିବେ ଭାରତ ସରକାର

ସଡ଼କ ପରିବହନ ମନ୍ତ୍ରାଳୟ ନୂଆ ବର୍ଷରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନିୟମ ଉଭୟ କମର୍ସିଆଲ ତଥା ପର୍ସନାଲ ଗାଡ଼ି ଉପରେ ଲାଗୁ କରାଯିିବ। ଯଦି ଆପଣ ମଧ୍ୟ ଗାଡ଼ିରେ ଯିବା ଆସିବା କରୁଛନ୍ତି ତେବେ ଏହି ନିୟମ ସମ୍ପର୍କରେ ଜାଣିନିଅନ୍ତୁ। ଲୋକମାନଙ୍କର ଜୀବନକୁ ସୁରକ୍ଷା ଦେବାକୁ ଯାଇ…

୧ ଜାନୁଆରୀରୁ ଅନଲାଇନ ଫୁଡ଼ ଅର୍ଡର ଉପରେ ଦେବେ ଏକ୍ସଟ୍ରା ଚାର୍ଜ, ବଢ଼ିବ ଏତିକି ଟଙ୍କା

ଯଦି ଆପଣ ଘରେ ବସି ଅନଲାଇନ ମାଧ୍ୟମରେ ଖାଦ୍ୟ ଅର୍ଡର କରୁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଆଗକୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେବ ଖୁବ ମହଙ୍ଗା। ଆସନ୍ତା ନୂଆବର୍ଷରୁ ଏହିନିୟମ ଲାଗୁ ହେବାକୁ ଯାଉଛି। ଯାହାର ଭାରି ପ୍ରଭାବ ସିଧା ଅନଲାଇନ ସପିଂ ପ୍ରେମୀଙ୍କ ପକେଟରେ ପଡ଼ିବ। ଜାଣିବା…

ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଇଲେକଟ୍ରିକ ବାହନରେ ଖଞ୍ଜାଯିବ ନକଲି ସାଉଣ୍ଡ ଡିଭାଇସ୍‌: କେନ୍ଦ୍ର ସରକାର

ଭାରତରେ ଇଲେକଟ୍ରିକ ବାହନର କ୍ରେଜ ବଢ଼ିବାରେ ଲାଗିଛି। ଏଥିପାଇଁ ଏହାର ଦାମ, ଚାର୍ଜିଂ ବ୍ୟବସ୍ଥା ଏବଂ ରେଞ୍ଜ ସହ ଅନ୍ୟ ସମସ୍ତ କଥାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି। ଏହି ବାହନ ଇଲେକ୍ଟି୍ରି ଦ୍ୱାରା ଚାଲିଥାଏ। ଏଥିରେ ଇଞ୍ଜିନ ଲଗାଯାଇନଥାଏ । ତେଣୁ ଏହା ପ୍ରଦୂଷଣ କରିନଥାଏ । ତେଣୁ ଏହା…

୧୪.୨ରୁ ୫ କିଲୋଗ୍ରାମ ହୋଇଯିବ କି ଏଲ୍‌ପିଜି ସିଲିଣ୍ଡର? ଜାଣନ୍ତୁ ଓଜନ କମାଇବା ଉପରେ କ’ଣ ରହିଛି ଯୋଜନା; କାହିଁକି…

ଏବେ ଭାରତ ସରକାର ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଓଜନ କମାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପଛରେ ସରକାର ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କହିଛନ୍ତି। ରୋଷେଇ ଗ୍ୟାସ୍‌ ସିଲିଣ୍ଡରଗୁଡ଼ିକ ସାଧାରଣତଃ ବହୁତ ଭାରୀ ହୋଇଥାଏ। ଏହାକୁ ଉଠାଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ଯିବା…

ଡ୍ରଗ୍ସ କବଳିତ ଲୋକଙ୍କ ସ୍ଥାନ ଏବେ ଜେଲ୍‌ ନୁହେଁ, ହେବ ନିଶାମୁକ୍ତି କେନ୍ଦ୍ର; ଆଇନ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ…

ଡ୍ରଗ୍ସ କିମ୍ବା କୌଣସି ନିଶାଜାତ ଦ୍ରବ୍ୟ କବଳରେ ଫସିଥିବା ଲୋକଙ୍କୁ ସରକାର ଏବେ କୌଣସି ବି ପ୍ରକାର କଠୋରତା ପରିବର୍ତ୍ତେ ସହାନୁଭୂତି ସପକ୍ଷରେ ଅଛନ୍ତି। କାହିଁକିନା, ସରକାର ଏହା ସହ ଜଡ଼ିତ ଆଇନରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ପାଖରେ ଯଦି ନିଜେ ବ୍ୟବହାର ପାଇଁ ସୀମିତ…

ପିଲାଙ୍କ ପଢ଼ା ଖର୍ଚ୍ଚ ପାଇଁ ଚିନ୍ତା କରୁଛନ୍ତିକି ? ଜମା ଭାବନ୍ତୁନି, କେନ୍ଦ୍ର ସରକାର ଦେଉଛନ୍ତି ୪ ଲକ୍ଷ ଟଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଲାଙ୍କ ପଢ଼ା ଖର୍ଚ୍ଚ ନେଇ ଏକ ନୂଆ ନିୟମ ଜାରି ହୋଇଛି । ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରୀ କରୁଛନ୍ତି ଆଉ ପିଲାମାନଙ୍କ ପଢ଼ା ଖର୍ଚ୍ଚର ଲାଭ ଏଯାବତ ନେଇନାହାନ୍ତି କିମ୍ବା କୌଣସି କାରଣବଶତଃ ଆପଣଙ୍କୁ ମିଳିପାରିନାହିଁ ତେବେ ଆପଣ ଏହାକୁ ନେଇ…

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ସାହାଯ୍ୟ କରିଥିବା ଲୋକକୁ ପୁରସ୍କାର ଦେବେ ସରକାର, ପ୍ରତିବର୍ଷ ଶ୍ରେଷ୍ଠ ନାଗରିକ…

ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଡାକ୍ତରଖାନା ନେଇଥିବା ନାଗରିକମାନଙ୍କୁ କେନ୍ଦ୍ର ସରକାର ନଗଦ ପୁରସ୍କାର ରାଶି ସହ ପ୍ରଶଂସା ପତ୍ର ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ ଜିଲ୍ଲା ପ୍ରଶାସନ ଜଣେ ଭଲ ନାଗରିକ(ପୁରୁଷ କିମ୍ବା ମହିଳା)ଙ୍କୁ ବର୍ଷକୁ ସର୍ବାଧିକ ପାଞ୍ଚ ଥର ୫୦୦୦ ଟଙ୍କା କରି…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଅଫଲାଇନରେ ଏବେ ମିଳିବନି ନୂଆ ମୋବାଇଲ୍‌ ସିମ୍ କାର୍ଡ଼

ମୋବାଇଲ ସିମକୁ ନେଇ ଆସିଲା ସରକାରଙ୍କ ବଡ଼ ନିଷ୍ପତ୍ତି। ଜାଲ୍‌ ସିମ୍ କାର୍ଡ ଘଟଣାକୁ ଧ୍ୟାନରେ ରଖି ମୋଦି ସରକାର ଆଣିଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁଯାୟୀ ଏବେ ମିଳିବନି ଆଉ ନୂଆ ମୋବାଇଲ ସିମକାର୍ଡ। ଗ୍ରାହକ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ଖୁବ ଶୀଘ୍ର ଲାଗୁ ହେବ New Sim…

କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୫୦ ହଜାର ଟଙ୍କା, ସୁପ୍ରିମ କୋର୍ଟରେ କହିଲେ କେନ୍ଦ୍ର…

ଦେଶରେ କରୋନା ଯୋଗୁ ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ବୁଧବାର ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ତରଫରୁ ସୁପ୍ରିମ୍‌ କୋର୍ଟରେ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ତରଫରୁ ଏହା ମଧ୍ୟ କୁହାଯାଇଛି କି, ଏହି କ୍ଷତିପୂରଣ…