Browsing Tag

central government

ମୋବାଇଲ କନେକ୍ସନ ପାଇଁ ଏବେ ଡିଜିଟାଲ ଫର୍ମାଟରେ ହେବ କଷ୍ଟମର ଭେରିଫିକସନ :କେନ୍ଦ୍ର ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଟେଲିକମ ସେକ୍ଟରକୁ ନେଇ ଅନେକ କିଛି ନିୟମ ପରିବର୍ତ୍ତନ ହୋଇଛି। ଟେଲିକମର ନୂଆ ନିୟମରେ ମୋହର ଲଗାଯାଇଛି। ଏହାର ସୁବିଧା ଇଣ୍ଡଷ୍ଟ୍ରି ସହିତ ସାଧାରଣ ଲୋକ ମଧ୍ୟ ଉଠାଇପାରିବେ। ଯଦି ଆପଣ ନୂଆ ମୋବାଇଲ ସିମ୍‌ ବା…

କରୋନା ପଜିଟିଭ ପୁଷ୍ଟି ହେବାର ୩୦ ଦିନ ଭିତରେ ମୃତ୍ୟୁକୁ କୁହାଯିବ କୋଭିଡ୍‌ ମୃତ୍ୟୁ, ସରକାର ଜାରି କଲେ ନୂଆ…

ନିକଟରେ କେନ୍ଦ୍ର ସରକାର କରୋନା ମହାମାରୀଜନିତ ମୃତ୍ୟୁ ସମ୍ପର୍କରେ ଏକ ବଡ଼ କଥା କହିଛନ୍ତି। ସରକାର କହିଛନ୍ତି କି, କୋଭିଡ୍‌ ପଜିଟିଭ ପୁଷ୍ଟି ହେବାର ୩୦ ଦିନ ଭିତରେ ଯଦି କାହାର ମୃତ୍ୟୁ ହସ୍ପିଟାଲ କିମ୍ବା ଘରେ ହେଉଛି, ତା’ହେଲେ ଡେଥ୍‌ ସାର୍ଟିଫିକେଟରେ ମୃତ୍ୟୁର କାରଣ କୋଭିଡ୍‌-୧୯ ହିଁ…

ଭାରତୀୟ ଡ଼ାକ ବିଭାଗ: MTS ଓ LDC ସହ ଅନ୍ୟ ପଦବୀ ପାଇଁ ବାହାରିଲା ପୋଷ୍ଟ, ଶୀଘ୍ର କରନ୍ତୁ ଆବେଦନ

ବାହାରିଲା ନୂଆ ସରକାରୀ ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତ ସରକାରଙ୍କ ପକ୍ଷରୁ ଏହି ସୁଯୋଗ ତେଲେଙ୍ଗାନା ଜୋନ ପାଇଁ ବାହାର କରାଯାଇଛି । ମଲ୍ଟି ଟାକ୍ସିଂ ଷ୍ଟାଫ, ଲୋୟର ଡିଭିଜନ ସର୍କଲ, ପେଷ୍ଟଲ- ଆସିଷ୍ଟାଣ୍ଟ, ସେଟିଂଙ୍ଗ ଆସିଷ୍ଟାଣ୍ଟ , ପୋଷ୍ଟମାନ ବା ମେଲ ଗାର୍ଡ ପଦବୀ ଭର୍ତ୍ତି ପାଇଁ…

୧୦%ରୁ ଅଧିକ କରୋନା ମାମଲା ଥିବା ଜିଲ୍ଲାରେ ଲାଗିବ କଡ଼ା ନିୟମ, କେନ୍ଦ୍ରର ନିର୍ଦ୍ଦେଶ

ଦେଶରେ କରୋନାର ୨ୟ ଲହରରେ ଅନେକ ଲୋକ ମୃତ୍ୟୁ ବରଣ କରିବା ପରେ ସରକାର ଅଧିକ ସତର୍କ ହୋଇଯାଇଛନ୍ତି । ବାରମ୍ବାର ସମସ୍ତଙ୍କୁ ସାବଧାନତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏହାଦ୍ୱାରା ହିଁ ୩ୟ ଲହରକୁ ରୋକାଯାଇପାରିବ । ଏହାକୁ ନେଇ କେନ୍ଦ୍ର ସରକାର ଗତ କାଲି ଅର୍ଥାତ ଶନିବାର ରାଜ୍ୟ ସହ…

ପାର୍ବଣ ପାଇଁ ପ୍ରସ୍ତୁତି! ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ ମାସିକ ଦରମା

ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବରରୁ କର୍ମଚାରୀମାନେ ସେମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ପାଇବେ। ଏହି ବିଷୟରେ ବିଭିନ୍ନ ରିପୋର୍ଟ ମଧ୍ୟ ଆସୁଛି ଯେ,…

ୟୁଜର୍ସଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଶେଷରେ ଟ୍ୱିଟର କଲା ସ୍ୱିକାର

ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ନୂଆ ଆଇଟି ନିୟମମ ମାନିବାକୁ ରାଜି ହୋଇଛି । କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ଦେଇଥିଲା । ନିୟମ…

ଭାରତକୁ ସୁସ୍ଥ ରଖିବା ପାଇଁ ୪ଟି ଫର୍ମୁଲା ଉପରେ କାମ କରୁଛନ୍ତି ସରକାର, ପ୍ରଧାନମନ୍ତ୍ରୀ ମୋଦି କହିଲେ ପୂରା ପ୍ଲାନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ୱେବିନାରକୁ ସମ୍ବୋଧିତ କରି ହେଲ୍‌ଥ ସେକ୍ଟରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏ ଅବସରରେ ସେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ନେଇ ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତର ଲୋକଙ୍କୁ ସୁସ୍ଥ ରଖିବା ପାଇଁ ୪ଟି…

କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବୃଦ୍ଧି ହୋଇପାରେ ମହଙ୍ଗା ଭତ୍ତା

ନୂଆବର୍ଷରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ନେଇ ଆସୁଛନ୍ତି କେନ୍ଦ୍ର ସରକାର । ଦରବୃଦ୍ଧିକୁ ଦେଖି ସରକାର ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା (Dearness allowance hike) ବୃଦ୍ଧି କରିବାକୁ ଯାଉଛନ୍ତି । ଏହାକୁ ଗତ ବର୍ଷ କରୋନା ମହାମାରୀ କାରଣରୁ ହୋଲ୍ଡରେ ରଖାଯାଇଥିଲା। ଏମିତିରେ ଆଶା…

କରୋନା ଟିକାର ପାର୍ଶ୍ଵପ୍ରତିକ୍ରିୟାକୁ ଏଡାଇ ଦିଆଯାଇନପାରେ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

କରୋନା ଲଢେଇରେ ଟିକାର ବ୍ୟବହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ କଂପାନୀର କରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ବିତରଣ ପାଇଁ ଚାଲିଛି ପ୍ରସ୍ତୁତି। ତେବେ କରୋନା ଟିକା ନେବା ପରେ ଏହାର ପ୍ରତିକୂଳ ପ୍ରଭାବକୁ ଏ଼ଡାଇ ଦିଆଯାଇନପାରେ ବୋଲି କହିଛି…

ଚାଷୀଙ୍କୁ ବୁଝାଇବାରେ କେନ୍ଦ୍ର ସରକାର ବିଫଳ, କେନ୍ଦ୍ରର ସଂଶୋଧନ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ

କେନ୍ୟୁଜ୍‌: ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବାରେ କେନ୍ଦ୍ର ସରକାର ପୁଣି ବିଫଳ ହୋଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ । ଆଇନ୍‌ରେ ସଂଶୋଧନ ନୁହେଁ, ଆଇନ୍ ରଦ୍ଦ ଦାବିରେ ଚାଷୀ ଅଟଳ ରହିଛନ୍ତି । ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି…

୭ମ ବେତନ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି, ମିଳିପାରେ ୧୭ ପ୍ରତିଶତ ବର୍ଦ୍ଧିତ ମହଙ୍ଗା ଭତ୍ତା

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କାରଣରୁ କେନ୍ଦ୍ର ସରକାର ଉଦ୍ୟୋଗିକ ଶ୍ରମିକ (ସିପିଆଇ-ଆଇଡବ୍ଲ୍ୟୁ) ପାଇଁ ଜାରି ହୋଇଥିବା ଉପଭୋକ୍ତା ମୂଲ୍ୟ ସୂଚକାଂଙ୍କର ଆଧାର ବର୍ଷକୁ ବଦଳାଇବା ନେଇ ଯୋଜନା କରୁଛନ୍ତି। ଯଦି ସବୁ କିଛି ଠିକ୍ ହୁଏ, ତେବେ ସରକାର ଏହାର ମୂଳ…

ଏବେ ଦେଶର ପ୍ରତ୍ୟେକ ନାଗରିକଙ୍କ ଇମ୍ୟୁନିଟି ପାଓ୍ଵାର ହେବ ଷ୍ଟ୍ରଙ୍ଗ, ସରକାର ଆପଣେଇବାକୁ ଯାଉଛନ୍ତି ଏହି ଖାସ୍‌ ଉପାୟ

ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଦେଶର ପ୍ରତ୍ୟେକ ନାଗରିକ ପ୍ରସ୍ତୁତ। ଏନେଇ କେନ୍ଦ୍ର ସରକାର ମହାମାରୀ ଏବଂ ସଂକ୍ରମଣରୁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ରକ୍ଷା କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାର ବିଚାର କରୁଛନ୍ତି, ବର୍ତ୍ତମାନ ବଜାରରେ…