Browsing Tag

chandrabhaga beach

ବିଗୁଡୁଛି ପରିବେଶ ସନ୍ତୁଳନ, ଚନ୍ଦ୍ରଭାଗାରେ ମରିପଡିଛନ୍ତି ଲକ୍ଷାଧିକ ସଂଖ୍ୟାର ବ୍ଲୁ ବଟମ୍ ଜେଲିଫିସ୍

କୋଣାର୍କ: ବିଗୁଡୁଛି ପରିବେଶ ସନ୍ତୁଳନ, ଚିନ୍ତାରେ ପରିବେଶବିତ । ଚନ୍ଦ୍ରଭାଗା ସମୁଦ୍ର କୂଳରେ ମରିପଡିଛନ୍ତି ଲକ୍ଷାଧିକ ସଂଖ୍ୟାର ବ୍ଲୁ ବଟମ୍ ଜେଲିଫିସ୍ । ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାମୁଦ୍ରିକ ପରିସଂସ୍ଥା ଉପରେ ପଡ଼ି ସାମୁଦ୍ରିକ ପରିସଂସ୍ଥା ତାପମାତ୍ରା କାଳକ୍ରମେ ବୃଦ୍ଧି ପାଇବାରେ…

ଆଜି ମାଘ ଷଷ୍ଠୀ, ଚନ୍ଦ୍ରଭାଗାରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ଆସନ୍ତାକାଲି ଚନ୍ଦ୍ରଭାଗାରେ ପବିତ୍ର ମାଘ ସପ୍ତମୀ ବୁଡ଼ ।  ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ।  ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।  ଏନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ମେଳା ପଡ଼ିଆରେ ସଫେଇ, ପାଚେରି…

ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ

ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ ।  ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଛି ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ । ସେଥିପାଇଁ ଚନ୍ଦ୍ରଭାଗା ବେଳାଭୂମି ବେଶ…

ଗୋଆ ପରି ଝଲସିବ ଚନ୍ଦ୍ରଭାଗା ବେଳାଭୂମି, ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତ୍ୟାଧୁନିକୀକରଣ କାର୍ଯ୍ୟ

କୋଣାର୍କ : ଗୋଆ ବିଚ ପରି ଝଲସିବ ଚନ୍ଦ୍ରଭାଗା ବେଳାଭୂମି । ନବୀକରଣ ପରେ ଗୋଆ, ପଣ୍ଡିଚେରୀ ପରି ଝଲସି ଉଠିବ ଚନ୍ଦ୍ରଭାଗାର ସମୁଦ୍ର ଉପକୂଳ । ଚନ୍ଦ୍ରଭାଗା କୂଳଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତି ଅତ୍ୟାଧୁନିକୀକରଣ କାର୍ଯ୍ୟ । ଏଥିପାଇଁ ପର୍ଯ୍ୟଟନ ବିଭାଗର ସଚିବ ସମର୍ଥ ବର୍ମାଙ୍କ…

ପବିତ୍ର ମାଘମେଳାରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ! ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

(କେନ୍ୟୁଜ): ଆଜି ପବିତ୍ର ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ମାଘମେଳା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ୱର,ଐଶାନେଶ୍ଵର ,ଦକ୍ଷିଣଶ୍ଵର ପାରମ୍ପାରିକ ଶୋଭାଯାତ୍ରାରେ…

ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର, ଯୋଜନା ପ୍ରସ୍ତୁତ କଲେ ରାଜ୍ୟ ସରକାର

ପୁରୀ (କେନ୍ୟୁଜ୍‌) : ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।…