Below header
Browsing Tag

cheapest data plan

ଜିଓର ସବୁଠାରୁ ଶସ୍ତା ଡାଟା ପ୍ଲାନ, ୯୦ ଦିନର ଭାଲିଡିଟି ସହ ମିଳିବ ୧୮୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ନମ୍ବର ୱାନ ଟେଲିକମ୍ କମ୍ପାନୀ । ଜିଓରେ ସାରା ଦେଶରେ ୪୪ କୋଟିରୁ ଅଧିକ ୟୁଜର ଅଛନ୍ତି । କମ୍ପାନୀ ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନଗୁଡିକର ଲିଷ୍ଟକୁ ବିଭିନ୍ନ କାଟାଗୋରିରେ ବିଭକ୍ତ କରିଛି ଯେଉଁଥିରେ ଉଭୟ ଶସ୍ତା ଏବଂ ମହଙ୍ଗା ପ୍ଲାନ ଉପଲବ୍ଧ । ଜିଓ ଲିଷ୍ଟରେ…

Airtel ଲଞ୍ଚ୍‌ କଲା ଶସ୍ତା ରିଚାର୍ଜ ପ୍ଲାନ; ୩୫ ଟଙ୍କାରେ ମିଳିବ ଏତେ GB ଡାଟା, ଜାଣନ୍ତୁ ସବୁକିଛି

ଏୟାରଟେଲ୍‌ ନିଜର ରିଚାର୍ଜ ପୋର୍ଟଫୋଲିଓରେ ଏକ ନୂଆ ପ୍ଲାନ୍‌ ଯୋଡ଼ିଛି। ଏହି ପ୍ଲାନ୍‌ ଏକ ଶସ୍ତା ଡାଟା ଭାଉଚର। କମ୍ପାନୀ ଏହାକୁ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଆଣିଛି। ବର୍ତ୍ତମାନ କମ୍ପାନୀ େଓ୍ଵବ୍‌ସାଇଟରେ ଏହି ପ୍ଲାନ୍‌ ବିଷୟରେ କୌଣସି ତଥ୍ୟ ନାହିଁ। କିନ୍ତୁ ଆପଣ ଏୟାରଟେଲ୍‌ ମୋବାଇଲ…

Airtel-jio-Vi କୁ ମାତ୍‌ ଦେବ ଏହି କମ୍ପାନୀ, ଆଣୁଛି ବର୍ଷର ସବୁଠୁ ଶସ୍ତା ରିଚାର୍ଜ ଅଫର

କମ ଦାମରେ ରିଚାର୍ଜ କରି ପାଆନ୍ତୁ ଲାଇଫଟାଇମ ଭାଲିଡିଟି। ଆପଣ ଭାବୁଥିବେ ଲାଇଫଟାଇମ ଭାଲିଡିଟି ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ। କିନ୍ତୁ ନାଁ ଆମେ ଯେଉଁ କମ୍ପାନୀ କଥା କହୁଛୁ ତାହା ୟୁଜର୍ସଙ୍କୁ ଦେଉଛି ପୁରା ଶସ୍ତା ଅଫର। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହିଭଳି ପକେଟ ଫ୍ରେଣ୍ଡଲି…