Below header
Browsing Tag

chennai

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ହେଲା ଚେନ୍ନାଇ ସହର

ତାମିଲନାଡୁ: ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜିଠୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଇ.ପଲା ନିସ୍ୱାମୀ । ସକାଳ ୬ରୁ ରାତି ୯ ପର୍ଯ୍ୟନ୍ତ ତାଲା ବନ୍ଦ ରହିଛି ।

ଏଣିକି ଘରୁ ବାହାରିବା ପୂର୍ବରୁ ବୁକିଂ କରିପାରିବେ ପାର୍କିଙ୍ଗ, ଜାଣନ୍ତୁ କେମିତି

ବାହାରକୁ ବୁଲାବୁଲି କରିବାକୁ ଗଲେ ଗାଡି କେଉଁଠି ପାର୍କ କରିବେ ଏହାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ହୁଅନ୍ତି | କେଉଁଟି ଦଲାଲ ମାନଙ୍କ ପ୍ରାଦୁର୍ଭାବ ତ କେଉଁଠି ଟ୍ରାଫିକ ପୋଲିସ ଚିନ୍ତା । ଏମିତି ହେଉ ହେଉ ପ୍ରାୟ ଅଧା ସମୟ ପାର୍କିଙ୍ଗ କରିବାରେ ହିଁ ବିତିଯାଇଥାଏ | ଏହି ଚିନ୍ତା ଲୋକଙ୍କ…

ଏମିତି ବି ଆସେ ମୃତ୍ୟୁ, ରାସ୍ତା କଡ ହୋର୍ଡିଂ ପଡି ଇଞ୍ଜିନିୟର ଯୁବତୀ ମୃତ

କେନ୍ୟୁଜ୍ ବ୍ୟୁରୋ(ଚେନ୍ନାଇ): ରାସ୍ତାରେ ଯାଉଥିବା ବେଳେ  ସାବଧାନ ହୋଇ ଯାଆନ୍ତୁ। କାରଣ କିଏ ଜାଣେ କେଉଁଠାରେ ମୃତ୍ୟୁ ଜଗିକି ଥିବା ତାହା କେହି କହିପାରିବେ ନାହିଁ। ଯେମିତି ଦକ୍ଷିଣ ଚେନ୍ନାଇର ପଲ୍ଲୀକରନାଇ ଅଞ୍ଚଳରେ ଏହି ଘଟଣାଟି ଘଟିଛି। ରାସ୍ତାକଡରେ ଲାଗିଥିବା ଏକ ବେଆଇନ ହୋର୍ଡିଂ ଯୋଗୁ…

ଜଳ ସଙ୍କଟ ସାଜିଛି ଚେନ୍ନାଇର ଦୁଃଖ, ପାଣି ପାଇଁ ବନ୍ଦ ହେଲାଣି ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ

ଚେନ୍ନାଇ: ଦିନକୁ ଦିନ ଚେନ୍ନାଇର  ଅବସ୍ଥା ସଂଘାତିକ ହେବାରେ ଲଗିଛି। ଗ୍ରୀଷ୍ଣ ପ୍ରବାହାମାତ୍ରା ଏତେ ମାତ୍ରାରେ ପ୍ରଖର ହୋଇଛି ଯେ, ସବୁ ନଦୀ ଓ ହ୍ରଦର ଜଳ ସ୍ଥର ହ୍ରାସ ପାଇବାରେ ଲାଗିଛି।  ଯେଉଁଥିପାଇଁ ଚେନ୍ନାଇ ବାସୀ ନାହିଁ ନଥିବା ଜଳକଷ୍ଟ ଭୋଗୁଛନ୍ତି। ଯେଉଁଠି ଦିନେ ଫୋନ କଲରେ ନିମିଷକ…

ଆଗାମୀ ୧୦୦ ବର୍ଷ ଭିତରେ ଚେନ୍ନାଇ ସମୁଦ୍ର ଆଁରେ ଲୀନ ହୋଇପାରେ ! ସର୍ଭେ ଦେଲା ଏମିତି ଭୟଙ୍କର ତଥ୍ୟ

ବୈଜ୍ଞାନିକମାନେ ଏକ ସର୍ଭରୁ ଜାଣିବାକୁ ପାଇଛନ୍ତି ଆଗାମୀ ୧୦୦ ବର୍ଷ ଅର୍ଥାତ ୨୧୦୦ ବେଳକୁ ଚେନ୍ନାଇ ସହର ମଧ୍ୟକୁ ସମୁଦ୍ର ପଶି ଆସିବ । । ଦକ୍ଷିଣ ଚେନ୍ନାଇ ତଟ ତିରୁବନ୍ନିୟୋର ଠାରୁ ଅଡ୍ୟାର ନଦୀର ମୁହାଣ ପର୍ଯ୍ୟନ୍ତ ଯାଗା ସମୁଦ୍ର ପାଣିରେ ମିଶି ପାରେ । ଆଜି ଯେଉଁଠି ସମୁଦ୍ର ତଟ ଅଛି ସେହି…

ଆଇପିଏଲରେ ଚେନ୍ନାଇର ବିଜୟରୁ ଅଭିଯାନ ଆରମ୍ଭ, ଆଜି ଖେଳାଯିବ ଦୁଇଟି ମ୍ୟାଚ୍

କୋହଲିଙ୍କୁ ହରାଇଲେ ଧୋନି । ଆଇପିଏଲରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ ମୁକାବିଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ଚେନ୍ନାଇ । ଗତକାଲି ଚେନ୍ନାଇର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା ଆଇପିଏଲ୍ ଦ୍ୱାଦଶ ସଂସ୍କରଣର…