ଭୁଲିଗଲା ସବୁ ସମ୍ପର୍କ, ଶାଶୁକୁ ମାଡ଼ ମାରି ଗିରଫ ହେଲା ବୋହୂ
ଭଦ୍ରକ: ଶାଶୂ ମା’ ସମାନ । ଶାଶୁଙ୍କୁ ମା’ ବୋଲି ସମ୍ମାନ ଦେଇଥାଆନ୍ତି ପ୍ରତିଟି ଘରର ବୋହୂ । ଆଉ ଆମେ ସମସ୍ତେ ଜାଣିଥାଆନ୍ତି ଶାଶୁ ବୋହୂଙ୍କ ମଧ୍ୟରେ ଛୋଟ ମୋଟ ଝଗଡ଼ା ହେବାଟା ନିତିଦିନିଆ କଥା । ହେଲେ ଏହି ଘରୋଇ କଳି ଏତେ ବଡ଼ ରୂପ ନେଇପାରେ ତାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଶାଶୁ ପ୍ରତି ଏଭଳି ବ୍ୟବହାର ଦେଖାଇ ମାଡ଼ ମାରି ଲହୁଲୁହାଣ ଜଣେ ବୋହୂ କରିପାରେ ତାହା ଆପଣଙ୍କ ପକ୍ଷେ ବିଶ୍ୱାସ କରିବା ଅସମ୍ଭବ ହେବ…
Read More...