Below header
Browsing Tag

china corona

ପୁଣି ଚୀନରେ କାୟା ମେଲାଉଛି କରୋନା, ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍‌ ଓ ଡେଲଟା

ନୂଆଦିଲ୍ଲୀ : ପୁଣି ଚୀନରେ କାୟା ମେଲାଉଛି କରୋନା । ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍‌ ଓ ଡେଲଟା । ବଢୁଛି ଦୈନିକ ସଂକ୍ରମଣ । ୩ ହଜାର ୪୫୦ କେସ ବାହାରିବା ପରେ ସାଂଘାଇରେ ଲକ୍‌ଡାଉନ୍‌ ଫେରିଛି । ୨କୋଟି ୬୦ ଲକ୍ଷ ଲୋକ ତାଲାବନ୍ଦ ଅବସ୍ଥାରେ ଅଛନ୍ତି । ଯାହାକି ଗତ ଦୁଇ ବର୍ଷରେ ସବୁଠୁ ବଡ…

ଚୀନ୍‌, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର: ନୂଆ ଲକ୍‌ଡାଉନ୍‌ ନିୟମ ଲାଗୁ

ପୁଣି ଭୟ ବଢାଇଲା କରୋନା। ଚୀନ୍‌, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳୁଛି। ସଂକ୍ରମଣ ବଢିବା ଯୋଗୁ ଚୀନ୍‌ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ୍‌ ସମେତ ଅନ୍ୟ କେତେକ ସହରରେ ଲକ୍‌ଡାଉନ୍‌ ଲାଗୁ କରିଛି। କରୋନା ଚେନରେ ବ୍ରେକ୍‌ ଲଗାଇବାକୁ ଚାଙ୍ଗଚୁନ୍‌ ସମେତ ଅନ୍ୟ…

ପୁଣି ଥରେ ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ,ବିମାନ ବନ୍ଦର ଓ ପର୍ଯ୍ୟଟନ ସ୍ଥଳ ବନ୍ଦ କଲେ ସରକାର

ନୂଆଦିଲ୍ଲୀ : ପୁଣି ସବୁ ବନ୍ଦ। ବିମାନ ବନ୍ଦର ,ସ୍କୁଲ ,ପର୍ଯ୍ୟଟନ ସ୍ଥଳ ସବୁ ବନ୍ଦ। ଚୀନକୁ କରୋନା ଫେରିବା ପରେ ଏମିତି ପଦକ୍ଷେପ ନେଇଛି ପ୍ରଶାସନ। ଏହି ନୂତନ ସଂକ୍ରମଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ସହିତ ଜଡିତ ଥିବା ଚୀନ ସନ୍ଦେହ କରୁଛି। ଫଳ ସ୍ୱରୂପ ଦେଶରେ ବିମାନ ଚଳାଚଳ, ବିଦ୍ୟାଳୟ ଏବଂ…

ଚୀନର ୨ୟ କରୋନା ଭ୍ୟାକସିନର ବ୍ୟବହାର ପାଇଁ  WHO ପକ୍ଷରୁ ମିଳିଲା ଅନୁମତି

କରୋନା ଭାଇରସ ସଂକ୍ରମଣକୁ କମ କରିବା ପାଇଁ ସାରା ଦୁନିଆରେ ଭ୍ୟାକସିନ ଅଭିଯାନ ଚାଲିଛି । ମହାମାରୀ ଆରମ୍ଭ ହେବାର କିଛି ମାସ ପରେ ମେଡିକାଲ ରିସର୍ଚ୍ଚ କମ୍ପାନୀ ଔଷଧ ବାହାର କରିବାରେ ଲାଗି ପଡିଥିଲେ । ଏହି ସମୟ ମଧ୍ୟରେ ଅନେକ କମ୍ପାନୀ ଭ୍ୟାକସିନ ବାହାର କରି  ବ୍ୟବହାର ପାଇଁ ନିଷ୍ପତି…

ଚୀନ ହିଁ ତିଆରି କରିଛି କରୋନା ଭାଇରସ, ଖୋଦ୍ ଏହି ବରିଷ୍ଠ ମିଲିଟାରୀ ଅଧିକାରୀ ବଖାଣିଲେ କୋଭିଡ-୧୯ ତିଆରିର ରାଜ୍

ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବା କରୋନା ଭାଇରସକୁ ନେଇ ଆଉ ଏକ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। କରୋନା ଭାଇରସ ମନୁଷ୍ୟକୃତ ନା ପ୍ରାକୃତିକ ଏନେଇ ନାନା ଲୋକ ନାନା ପ୍ରକାର କଥା କହୁଥିବା ବେଳେ ଏହି ଭାଇରସ ମନୁଷ୍ୟକୃତ ବୋଲି କହିଛନ୍ତି ଚୀନର ଜଣେ ମିଲିଟାରୀ ଇଣ୍ଟେଲିଜେନ୍ସ ଅଧିକାରୀ।…

କରୋନାକୁ ନେଇ ପୁଣିଥରେ ବଢିଲା ଚୀନର ଚିନ୍ତା, ଠିକ୍ ହୋଇଯାଇଥିବା ଲୋକଙ୍କ ଠାରେ ପୁଣି ଦେଖାଗଲା କରୋନା

କରୋନା ଭାଇରସକୁ ନେଇ ପୁଣିଥରେ ଚିନ୍ତାରେ ପଡ଼ିଯାଇଛି ଚୀନ । ସୂଚନା ଅନୁଯାୟୀ ଚୀନରେ ଠିକ୍ ହୋଇଯାଇଥିବା ଲୋକମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକଙ୍କ ଠାରେ ପୁଣିଥରେ କରୋନାର ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଯାଞ୍ଚ ପରେ ପୁଣିଥରେ ଏମାନେ କରୋନା ପଜେଟିଭ ବୋଲି ଜଣାପଡିଛି । ଚୀନରେ ପୁଣିଥରେ…