Below header
Browsing Tag

choudwar news

ରଖେ ହରି ତ ମାରେ କିଏ: ଦୁଇ କାନ୍ଥ ମଝିରେ ଫସିଯାଇଥିବା ଶିଶୁକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

ଚୌଦ୍ୱାର(କେନ୍ୟୁଜ୍): ଚୌଦ୍ୱାର ତଳବଜାର ଠାରେ ଛାତ ଉପରେ ଖେଳୁଥିବା ସମୟରେ ଦୁଇ କାନ୍ଥ ମଧ୍ୟରେ ଖସି ପଡିଲା ଜଣେ ଶିଶୁ । ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳବାସୀ ଓ ଅଗ୍ନିଶମ ବାହିନୀର ଉଦ୍ୟମ ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବା ପରେ ଶିଶୁଟି ସାମାନ୍ୟ ଆହତ ହୋଇଥିଲେ ମଧ୍ୟ…

ଚୌଦ୍ୱାରରେ ଆବିଷ୍କୃତ ହେଲା ପ୍ରାଚୀନ ଐତିହାସିକ କୂଅ, ଏଠାରେ ଗାଧୋଇଲେ ଭଲ ହୁଏ ଜ୍ୱର ରୋଗ

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ ମହିଷାଲଣ୍ଡା ପଞ୍ଚାୟତର ଆମ୍ବିଳିଝରୀ ଗାଁକୁ ଲାଗି ଘଞ୍ଚ ଜଙ୍ଗଲରେ ଥିବା ରହସ୍ୟମୟ ଦେଢଶୁର ଭାଇ ବୋହୂ କୂଅ ପୁନଃ ଆବିଷ୍କୃତ ହୋଇଛି । ଡାଳିଯୋଡା ବନାଞ୍ଚଳ ନିକଟବର୍ତ୍ତୀ ଆମ୍ବୁଆ ଗୁଡାହାଡର ପାଦ ଦେଶରେ ଥିବା ଏହି କୂଆକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଆରମ୍ଭ…

ଗାଈ କୁଟା ଖାଇବାକୁ ନେଇ ବଚସା, ପ୍ରଚଣ୍ଡ ରାଗରେ କୁଟା ଓ ଧାନ ଗଦାରେ ନିଆଁ ଲଗାଇ ଦେଲେ ଗାଈ ମାଲିକ

ଚୌଦ୍ବାର: ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡ଼ଗାଁ ଗ୍ରାମପଂଚାୟତର ବରପଦା ଗ୍ରାମରେ ସାମାନ୍ୟ ବଚସାକୁ ନେଇ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଗ୍ରାମର ବାସୁଦେବ ଖିଲାରଙ୍କ ଧାନଖଳାରେ ଏକ ଗାଇ ପାଳ,କୁଟା ଖାଉଥିବାରୁ ବାସୁଦେବଙ୍କ ପତ୍ନୀ ସବିତା ଖିଲାର ଗାଈକୁ ବାଡ଼େଇଥିଲେ । ଏହାପରେ ଗାଈ…