Browsing Tag

coffin

ବଞ୍ଚି ଉଠିଲେ ମୃତ ମହିଳା ! ଶୁଦ୍ଧିକ୍ରିୟା ସମୟରେ କଫିନ ଭିତରୁ କଲେ ଠକ୍‌ ଠକ୍‌ ଶବ୍ଦ

କେନ୍ୟୁଜ୍(ବ୍ୟୁରୋ):ଜିଇଁ ଉଠିଲେ ମୃତ ମହିଳା! ଶୁଦ୍ଧିକ୍ରିୟା ସମୟରେ କଫିନ ଭିତରୁ ଠକ୍‌ ଠକ୍‌ ଶବ୍ଦ କରି ସମସ୍ତଙ୍କୁ କଲେ ଚକିତ। ଇକ୍ୟୁଏଡରର ଜଣେ ମହିଳାଙ୍କର ହୃଦଘାତ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏପରିକି…

ଅନ୍ତିମ ସଂସ୍କାର ସମୟରେ କଫିନ୍‌ ଠକ୍‌ ଠକ୍‌ କଲେ ମୃତ ମହିଳା! କାନ୍ଧେଇଥିବା ଲୋକେ ଭାବିଲେ ଭୂତ ଓ ଭୟରେ ଜାଗା ଛାଡ଼ି…

ଟିକିଏ ଭାବନ୍ତୁ ତ…ଯଦି ଅନ୍ତିମ ସଂସ୍କାର ସମୟରେ କୌଣସି ମୃତ ବ୍ୟକ୍ତି ହଠାତ୍‌ ଜୀବିତ ହୋଇ ଉଠନ୍ତି, ତ ଆପଣମାନେ ସେଠି କ’ଣ କରିବେ? ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ବାସ୍ତବରେ ଏଭଳି ଘଟଣା ଘଟିଛି ପେରୁରେ। ଘଟଣାଟି ଏମିତି ଯେ ଏକ କାର ଦୁର୍ଘଟଣାରେ ପ୍ରାଣ…

‘ଏ ଦୋସ୍ତି ହମ ନେହିଁ ତୋଡ଼େଙ୍ଗେ’; ମଲା ପରେ ବି ଶବକୁ କବରରୁ କାଢି ଏମିତି କଲେ ସାଙ୍ଗ !

ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଥିବା ସମ୍ପର୍କର ସେତୁ। କୋମଳ ହେଲେ ବି ବହୁତ୍ ଶକ୍ତିଶାଳୀ। ପ୍ରକୃତ ବନ୍ଧୁଟିଏ ସାଥିରେ ଥିଲେ ପଙ୍ଗୁ ପର୍ବତ ଚଢିବା ବା ଅନ୍ଧ ଦୁନିଆଁ ଦେଖିବା କିଛି ବଡ କଥା ନୁହେଁ । ଦୁଇଟି ବନ୍ଧୁଙ୍କ ସମ୍ପର୍କ ସର୍ବଦା ବିଶ୍ୱାସର ଡୋରିରେ…

ଏହି ରେଷ୍ଟୁରାଣ୍ଟରେ ମାଳ ମାଳ ନରକଙ୍କାଳ, କଫିନ ଭିତରେ ଶୋଇ ଗ୍ରାହକ ପିଇଥାନ୍ତି ‘ମୃତ୍ୟୁ ପାନୀୟ’ !

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ରହିଛି ଏକ ଅଦ୍ଭୁତ ପ୍ରକାର ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟ 'ଡେଥ ଆୱାରନେସ କାଫେ' ଭାବେ ଜଣାଯାଇଥାଏ। ଏଠାକୁ ଆସୁଥିବା ଗ୍ରାହକମାନଙ୍କୁ ବଞ୍ଚି ଥାଉ ଥାଉ ମୃତ୍ୟୁର ଅନୁଭବ ଦିଆଯାଇଥାଏ। ସେମାନଙ୍କୁ ଫୁଲରେ ସଜାଯାଇଥିବା ଧଳା ରଙ୍ଗର କଫିନ ଭିତରେ ଶୁଆଇ…

ଇଣ୍ଡୋନେସିଆରେ ଫେସ ମାସ୍କ ନ ପିନ୍ଧିଲେ ମିଳୁଛି ୧ ମିନିଟ କଫିନରେ ଶୋଇବାର ଦଣ୍ଡ, କରୋନାକୁ ରୋକିବା ପାଇଁ ଅଜବ ପଦକ୍ଷେପ

କଫିନ ସାଧାରଣତଃ ମୃତ ଲୋକଙ୍କ ପାଇଁ ହୋଇଥାଏ। କିନ୍ତୁ ଜାକର୍ତାରେ ଏହାକୁ ଜୀବିତ ଲୋକଙ୍କ ପାଇଁ ବ୍ୟବହାର କରାଯାଉଛି। ଏଠାରେ ଫେସ ମାସ୍କ ନ ପିନ୍ଧିଲେ ଲୋକଙ୍କୁ କଫିନରେ ଶୁଆଇ ଦିଆଯାଉଛି। ତେବେ ଫେସ ମାସ୍କ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ସମ୍ଭାବ୍ୟ ବିପଦ ଅନୁଭବ କରେଇବା ପାଇଁ ସରକାର ଏଭଳି…