Browsing Tag

coma

ଭଗବାନଙ୍କ ଆଶୀର୍ବାଦ ନୁହେଁ ତ ଆଉ କଣ ? ଶିଶୁ କନ୍ୟାକୁ ଜନ୍ମ ଦେଲେ ୭ ମାସ ଧରି କୋମାରେ ଥିବା ମହିଳା

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ବିରଳ ଡେଲିଭରି। ୭ ମାସ ଧରି କୋମାରେ ଥିବା ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁ କନ୍ୟାଟି ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।ଏହା ଚିକିତ୍ସା କ୍ଷେତ୍ରରେ ଏକ ଚମତ୍କାର ବୋଲି କୁହାଯାଉଛି । ଏକ ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ଗଭୀର…

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଗ୍ରହଣ କରିନପାରି କୋମାକୁ ଚାଲିଗଲେ ଫ୍ୟାନ୍‌, ଏବେ ଲଢ଼ୁଛନ୍ତି ମରଣ ସହ

ଟିଭିର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ନିଧନ ପରେ ତାଙ୍କ ଫ୍ୟାନ୍‌ମାନେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଗ୍ରହଣ କରିନପାରି ଜଣେ ଫ୍ୟାନ୍‌ ଗୁରୁତର ହୋଇପଡ଼ିଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ସିଦ୍ଧାର୍ଥଙ୍କର ଏହି ମହିଳା ଫ୍ୟାନ୍‌ ଏବେ…

୬୨ ଦିନ ଧରି କୋମାରେ ଥିଲେ ଯୁବକ, ମନ ପସନ୍ଦର ଖାଦ୍ଯ ନାଁ ଶୁଣି ଆସିଗଲା ହୋସ୍

ବିଭିନ୍ନ ପ୍ରକାର ଚଟାପଟ୍ ଖାଦ୍ଯ ନାମ ଶୁଣିଲେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ। ଆଉ ମନ ପସନ୍ଦର ଖାଦ୍ଯ ନାମ ଶୁଣିଲେ ତ ଆଉ ଅଲଗା ପ୍ରକାରର ଭାବନା ଆସିଯାଏ। ଏମିତି କିଛି ଲୋକ ଅଛନ୍ତି, ଯିଏକି ଏମିତି କିଛି ଖାଦ୍ଯ ନାମ ଶୁଣିଲେ ନିଜକୁ ସମ୍ଭାଳିପାରନ୍ତି ନାହିଁ। ଏମିତି ଏଖ ଘଟଣା ଉତ୍ତର-ପଶ୍ଚିମ…

କୋମାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ, ଭଉଣୀ ସମ୍ଭାଳିପାରନ୍ତି ଦାୟିତ୍ୱ

ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନଙ୍କ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କିମଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ-ମିନ୍ ଉତ୍ତର କୋରିଆର ନେତା କିମ୍ ଜଙ୍ଗଙ୍କର ସ୍ୱାସ୍ଥ୍ୟାବସ୍ଥା ଅବନତି ହେବାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚାଙ୍ଗ କହିବା ଅନୁସାରେ , ଉତ୍ତର…