ସାନପୁଅର ଅବସ୍ଥା ଦେଖି କାନ୍ଦିଲେ ଭାରତୀ, ଏମିତି ହେଲା ଅବସ୍ଥା
ଲୋକପ୍ରିୟ କମେଡିଆନ୍ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଦ୍ବିତୀୟ ଥର ପାଇଁ ପିତା-ମାତା ହୋଇଛନ୍ତି । ଡିସେମ୍ବର ୧୯ ତାରିଖରେ ସେମାନେ ସେମାନଙ୍କର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଥିଲେ । ଯାହାକୁ ସେମାନେ ସ୍ନେହରେ କାଜୁ ବୋଲି ଡାକୁଥିଲେ । ଏହାରି ମଧ୍ୟରେ ସେ ଏକ ଭ୍ଲଗ୍ ସେୟାର କରିଛନ୍ତି ।…