Browsing Tag

comedy actor

ଶେଷ ହୋଲି ଖେଳି ବହୁତ ଖୁସି ଥିଲେ ସତୀଶ କୌଶିକ, ଟ୍ୱିଟ କରି ସେୟାର କରିଥିଲେ ଫଟୋ

ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଆଜି ସକାଳୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ବଲିଉଡ ଗଭୀର ଶୋକରେ ରହିଛି । ତେବେ ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଛି ସତୀଶଙ୍କ ଶେଷ ଟ୍ୱିଟ୍‌, ଯାହା ଏବେ…

ଷ୍ଟାଣ୍ଡଅପ କମେଡିରେ କ୍ୟାରିୟର ଆରମ୍ଭ କରିବେ କପିଲ୍ ଶର୍ମା, ନିଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଦେଲେ ସୂଚନା

କମେଡି କିଙ୍ଗ୍‌ କପିଲଙ୍କୁ କିଏ ବା ନଜାଣେ । ନିଜ କମେଡିକୁ ସାରା କେବଳ ଭାରତ ନୁହେଁ ଭାରତ ବାହାରର ଲୋକଙ୍କୁ ମଧ୍ୟ ସେ ହସାଇ ଥାଆନ୍ତି । ସେଥିପାଇଁତ ସେ ଆଜି କମେଡି କିଙ୍ଗ କପିଲ ନାମରେ ସବୁଠାରେ ଜଣାଶୁଣା ।  ଆପଣ ତାଙ୍କ ସୋ କୁ ସୋନି ଟିଭି ମାଧ୍ୟରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ନୂଆ…

ପୁଣି ଥରେ ପରଦା ଆଗରେ ଦର୍ଶକଙ୍କ ମନୋରଞ୍ଜନ କରିବେ କମେଡିଆନ ରାଜୁ ଶ୍ରୀବାସ୍ତବ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ କିଏ ବା ନ ଜାଣେ । ଷ୍ଟାଣ୍ଡଅପ କମେଡି କରି ଅନେକ ଲୋକଙ୍କ ମନକୁ ଜିତିଛନ୍ତି ଏହି କଳାକାର । ଷ୍ଟାଣ୍ଡଅପ କମେଡିଆନ ରାଜୁଙ୍କ କମିକ ଟାଇମିଙ୍ଗ ମଧ୍ୟ ଜବରଦସ୍ତ ରହିଥାଏ । ବହୁତ ଭଲ ଷ୍ଟେଜ ପରର୍ଫମର ଭାବେ ସେ ସବୁଆଡେ ପରିଚିତ । କିଛି ଦିନ ହେବ ତାଙ୍କର ଏହି ଝଲକ…

ବିବାଦରେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ, ଚୁକ୍ତି ଉଲ୍ଲଙ୍ଘନ ବିରୋଧରେ ଆସିଲା କୋର୍ଟ ସମନ

ପୁଣି ବିବାଦରେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ । ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଯୋଙ୍କ ବିରୋଧରେ ଚୁକ୍ତି ଉଲ୍ଲଙ୍ଘନର ଅଭିଯୋଗ ଆଣିଛନ୍ତି ପ୍ରଯୋଜକ ପାଣିନୀ ପ୍ରାଜ୍ଞ । ପାଣୀନିଙ୍କ ଅଭିଯୋଗ କ୍ରମେ ସମ୍ବଲପୁର କୋର୍ଟ ସମନ ଜାରି କରିଛନ୍ତି। ପାଣିନୀଙ୍କ ପ୍ରଡକ୍‌ସନ ହାଉସରେ ଦଶବର୍ଷ ପାଇଁ କାମ…