Browsing Tag

Congress MP

ହେମନ୍ତ ସୋରେନଙ୍କ ଘରୁ ଜବତ BMWର ଧୀରଜ ସାହୁଙ୍କ ସହ କନେକ୍ସନ, ସାଂସଦଙ୍କୁ ସମନ ଜାରି କଲା ED

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ଏବେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ସମ୍ପର୍କ ସାମ୍ନାକୁ ଆସିଛି । ସୋରେନଙ୍କ ଘରୁ ଜବତ ହୋଇଥିବା BMW ଧୀରଜ ସାହୁଙ୍କ ମାନେସରସ୍ଥିତ ଏକ ଫାର୍ମ ନାମରେ ପଞ୍ଜିକୃତ ହୋଇଛି । ବର୍ତ୍ତମାନ ଇଡି ଏହି…

ଶୀତ ଅଧିବେଶନ: ୧୪ ସାଂସଦ ନିଲମ୍ବିତ, ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ

ସଂସଦର ଶୀତ ଅଧିବେଶନରୁ ନିଲମ୍ବିତ ହେଲେ କଂଗ୍ରେସର ୫ ଲୋକସଭା ସାଂସଦ। ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଗୁରୁବାର ଲୋକସଭା ଓ ରାଜ୍ୟସଭାରେ ଖୁବ୍‌ ହଙ୍ଗାମା କରିଥିଲେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।…

ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ପାରନ୍ତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ

ନୂଆଦିଲ୍ଲୀ : ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ପାରନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ। ଅଗଷ୍ଟ ୧୦ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ଦିନ ତାଂକୁ ଲୋକସଭାରୁ ନିଲମ୍ବନ କରାଯାଇଥିଲା। ମଣିପୁର ପ୍ରସଙ୍ଗରେ ମୋଦିଂକ ନିରବତାକୁ ସେ ନିରବ…

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶା ବିଧାନସଭାରେ ଝଡ଼, ରାଷ୍ଟ୍ରପତିଙ୍କୁ କହିଲେ…

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରୁ ପାର୍ଲାମେଣ୍ଟ ସବୁଠି ତୀବ୍ର ବିରୋଧ । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ମନ୍ତବ୍ୟ ଦେଇଥିଲେ ଅଧୀର ରଞ୍ଜନ । ସଂସଦରେ ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ…