Browsing Tag

corona lock down

ଆଜିକୁ ଠିକ୍‌ ବର୍ଷେ ତଳେ…ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍

ଭୁବନେଶ୍ବର: ଆଜିକୁ ଠିକ୍‌ ବର୍ଷେ ତଳେ, ଠିକ୍‌ ପ୍ରାୟ ଏହି ସମୟରେ ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ । ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ସହ ୮ଟି ସହରରେ ଲକ୍‌ଡାଉନ ଆରମ୍ଭ ହୋଇଥିଲା। ସେପଟେ କେନ୍ଦ୍ର ସରକାର ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ଘୋଷଣା…

ଘରୁ ବାହାରୁଛନ୍ତି କି ତେବେ ସାବଧାନ୍ ! ଆଜିଠୁ ଲକ୍‌ ଡାଉନ୍‌ ଲାଗି ପୁଣି କଡ଼ାକଡ଼ି ଚେକିଂ ଆରମ୍ଭ, ନିୟମ ନମାନିଲେ…

ଭୁବନେଶ୍ବର: ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍‌ ଡାଉନ୍‌ ଲାଗି କଡ଼ାକଡ଼ି ଚେକିଂ ଆରମ୍ଭ। ବିଭିନ୍ନ ଛକ ମାନଙ୍କରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଚାଲିଛି। ଯେଉଁମାନେ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜୁଲାଇ ୩୧ ତାରିଖ ଯାଏଁ…

ନୂଆ ରୂପ ଓ ରଙ୍ଗରେ ଆସିବ ଲକ୍‌ଡାଉନ୍‌ ୪.୦: ହଟ୍‌ସ୍ପଟ୍‌କୁ ନେଇ ରାଜ୍ୟକୁ ମିଳିବ ଅଧିକ କ୍ଷମତା, ରେଡ୍‌ ଜୋନ୍‌ରେ କୋହଳ…

ନୂଆଦିଲ୍ଲୀ: ଆସନ୍ତାକାଲି ସରୁଛି ଲକଡାଉନ ୩.୦ । ନୂଆ ରୂପ ଓ ରଙ୍ଗରେ ଆସିବ ଲକ୍‌ଡାଉନ୍‌ ୪.୦ । ସୋମବାର ପୂର୍ବରୁ ଲକଡାଉନ ନିୟମ ସମ୍ପର୍କରେ ଅବଗତ କରାଯିବ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଥିବା ପ୍ରସ୍ତାବ ଅନୁସାରେ ରଣନୀତି ପ୍ରସ୍ତୁତ କରାଯାଇଛି। ଲକ୍‌ଡାଉନ୍‌ ୪.୦ ନେଇ ଆଜି…

ଲକଡାଉନ କଟକଣା ଭିତରେ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର, ଆଜିଠୁ ସର୍ତ୍ତମୂଳକ ଭାବେ ସାରା ଦେଶରେ ଖୋଲିବ ଦୋକାନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଖୋଲିବ ଦୋକାନ । ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହାନଗର ନିଗମ ଏବଂ ମୁନିସିପାଲିଟିରେ ସପିଂ ମଲ୍‌ କିମ୍ବା ସପିଂ କମ୍ଲେକ୍ସ ଖୋଲିବ ନାହିଁ । ସିଙ୍ଗଲବ୍ରାଣ୍ଡ ମଲ୍‌ ମଧ୍ୟ ଖୋଲିବ…

ଲକଡାଉନ-୨ ପରେ ଏବେ ଟ୍ରେନ ଟିକେଟ ରିଫଣ୍ଡ ପାଇଁ ଲାଗିବ ସମୟ, ଫେରସ୍ତ ତାରିଖ ଘୋଷଣା କଲା ରେଲୱେ

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୋଦି ସରକାର ଲକଡାଉନର ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି। ମେ ୩ ଯାଏଁ କୌଣସି ବସ, ଟ୍ରେନ କିମ୍ବା ବିମାନ ଚଳାଚଳ କରିପାରିବ ନାହିଁ ବୋଲି ସରକାର ଗାଇଡଲାଇନ ଜାରି କରିଛନ୍ତି। ତେବେ ଏଭଳି ସ୍ଥିତିରେ ଟ୍ରେନ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ସେମାନଙ୍କ…