Browsing Tag

corona news

କାନପୁର ହସ୍ପିଟାଲରୁ ଆସିଲା ଛାତିଥରା ଘଟଣା, ବେଡ୍‌ ଉପରେ ହିଁ ତନ୍ତ୍ରମନ୍ତ୍ର କରି କୋଭିଡ୍‌ ରୋଗୀକୁ ମାରିଦେଲେ ଦୁଇ…

କାନପୁରର ହାଲେଟ୍‌ ହସ୍ପିଟାଲରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆପଣଙ୍କ ଛାତି ଥରି ଉଠିବ। ଘଟଣାରୁ ଜଣାପଡ଼ିଛି, ଏହି ହସ୍ପିଟାଲ ଭିତରେ ଦୁଇଜଣ ମହିଳା ପଶି ଜଣେ କରୋନା ସଂକ୍ରମିତ ମହିଳାଙ୍କ ଜୀବନ ନେଇଯାଇଛନ୍ତି। ମହିଳାଙ୍କୁ କରୋନା ନୁହେଁ,…

ଗଞ୍ଜାମ: ଐତିହାସିକ ପୀଠ ମା ବୁଢାକେନ୍ଦୁଙ୍କ ଶକ୍ତି ପୀଠରେ ବନ୍ଦ ରହିଲା ବୁଢାକେନ୍ଦୁ ଯାତ୍ରା, କରୋନା କଟକଣା ପାଇଁ…

ଗଞ୍ଜାମ : କରୋନା କଟକଣା ପାଇଁ ବନ୍ଦ ରହିଛି ପରମ୍ପରା । ଗଞ୍ଜାମ ବେଲଗୁଣ୍ଠା ବ୍ଳକର ଐତିହାସିକ ପୀଠ ମା ବୁଢାକେନ୍ଦୁଙ୍କ ଶକ୍ତି ପୀଠରେ ବନ୍ଦ ରହିଛି ବୁଢାକେନ୍ଦୁ ଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଳ୍ପ କିଛି ଭକ୍ତଙ୍କୁ ଛାଡ଼ିଦେଲେ ମନ୍ଦିର ପରିବେଶ ସମ୍ପୂର୍ଣ୍ଣ ଖାଁଖାଁ ଥିଲା ।…

ଆଜି ରାଜ୍ଯର ୨୯ଟି ଜିଲ୍ଲାରୁ ୩୨୧୯ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୧ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୨୧୯  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୯୩୧ ଏବଂ ଲୋକାଲ୍ କେସରୁ ୧୨୮୮ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା…

ଭାରତରେ କରାଳ ରୂପ ନେଉଛି କରୋନା ! ଗୋଟିଏ ଦିନରେ ସର୍ବାଧିକ ୧୯ ହଜାର ୯୦୬ ଆକ୍ରାନ୍ତ ଚିହ୍ନଟ, ୪୧୦ ମୃତ

ଭାରତରେ ଦିନକରେ ୧୯,୯୦୬ କରୋନା ଆକ୍ରାନ୍ତ ଚିହ୍ନଟ। କେବଳ ଏତିକି ନୁହେଁ ଗୋଟିଏ ଦିନରେ ୪୧୦ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏବେ ପଯ୍ୟର୍ନ୍ତର ଏହା ରେକର୍ଡ ସଂଖ୍ୟକ ସର୍ବାଧିକ ବୋଲି ଜଣାପଡିଛି। ଦେଶରେ ସମୁଦାୟ ୫ ଲକ୍ଷ ୨୯ ହଜାର ୫୭୭ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୬ ହଜାର ୧୦୩ ଜଣଙ୍କର…

କେନ୍ଦ୍ରାପଡ଼ାରେ ଆଉ ନୂଆ ୮ କରୋନା ପଜିଟିଭ୍ ଚିହ୍ନଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଉ ନୂଆ ୮ କରୋନା ପଜିଟିଭ୍ ଚିହ୍ନଟ । ସମସ୍ତ ନୂଆ ଚିହ୍ନଟକାରୀ କ୍ୱାରାଣ୍ଟାଇନରେ ରହିଥିଲେ। ସମସ୍ତେ ପ୍ରବାସୀ ଅଟନ୍ତି । ତେବେ ସମସ୍ତ ପଜିଟିଭଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆ ଚିହ୍ନଟଙ୍କ ସମେତ କେନ୍ଦ୍ରାପଡ଼ାରେ ବର୍ତ୍ତମାନ କୋରୋନା…

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଏହି ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଟି ଦାବି ରଖିଛନ୍ତି । ରାଜ୍ୟଗୁଡ଼ିକ ପ୍ରବାସୀ ଶ୍ରମିକଙ୍କ ଯତ୍ନ ନିଅନ୍ତୁ। ଯେଉଁ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି ସଂପୃକ୍ତ ରାଜ୍ୟଗୁଡ଼ିକ ସେମାନେଙ୍କ କଥା…

କରୋନା ମୁକାବିଲାରେ ଡବଲ ଡ୍ୟୁଟି କରୁଛନ୍ତି ଏହି ମହିଳା, ବାହାରେ ପୋଲିସ ଡ୍ୟୁଟି ଆଉ ଘରେ ମାସ୍କ ତିଆରି

କରୋନା ପରି ମାରାତ୍ମକ ଭାଇରସ ସହ ଲଢ଼ିବା ପାଇଁ ମାସ୍କ ଓ ସାନିଟାଇଜର ହେଉଛି ସବୁଠୁ ବଡ଼ ହତିଆର । ଏପରି ଏକ ସ୍ଥିତିରେ ବିଶ୍ୱର କୋଣ ଅନୁକୋଣରେ ଏବେ ଏଗୁଡ଼ିକର ଏକପ୍ରକାର ସଙ୍କଟମୟ ପରିସ୍ଥିତି ଦେଖାଦେଇଛି । ଏପରି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ କେବଳ…

କରୋନା ସତକର୍ତା ସତ୍ତ୍ୱେ ବାହାରିଥିଲେ ବୁଲିବାକୁ ,ପୁଲିସ କ’ଣ କଲା ଦେଖନ୍ତୁ ଏମାନଙ୍କ ହାଲ୍‌

କରୋନା ଭାଇରସ୍‌ କବଳରୁ ବଞ୍ଚିବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଅଛି ଘରେ ରହିବା ପାଇଁ । ତଥାପି ଲୋକଙ୍କ ଚେତା ପଶୁନି । କୈାଣସି ନା କୈାଣସି କାମ ଆଳରେ ଲୋକେ ବାହାରକୁ ଚାଲିଆସୁଛନ୍ତି । କେହି କେହି ଛକଗୁଡ଼ିକରେ ଆସି ଟହଲ ମାରିବା ସହ ଗପ ଜମଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ…

କରୋନା ଆତଙ୍କରେ ଭାରତର ଶରଣ ପଶିଲା ପାକିସ୍ଥାନ, କହିଲା କରୋନା ସହ ସାଙ୍ଗ ହୋଇ ଲଢ଼ିବା

ସାରା ଦୁନିଆ ଏବେ କରୋନା କବ୍‌ଜାରେ । ଧନୀ,ଗରିବ,ସାନ ବଡ଼ ସମସ୍ତଙ୍କ ନିଦ ହଜେଇ ଦେଲାଣି । କରୋନା ଏବେ ଶହେରୁ ଅଧିକ ଦେଶରେ ତା’ର କାୟା ବିସ୍ତାର କରିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ଏବେ ମହାମାରୀ ଘୋଷଣା କରିଛି । ଭାରତରେ ଏପର୍ଯ୍ୟନ୍ତ ୭୩ ଜଣ କରୋନା…