Browsing Tag

corona positive cases

ଦେଶରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତୁସଂଖ୍ୟା ୧୭୮୩କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଛି । ପ୍ରତିଦିନ ଶହ ଶହ ଜୀବନ ନେଉଛି ଘାତକ ଭାଇରସ୍‌ । କରୋନା ମୃତୁସଂଖ୍ୟା ୧୭୮୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ରହିଛି ୩୫ ହଜାର ୯୦୨ । ସୁସ୍ଥ ହେଲେଣି ୧୫…

ଦେଶରେ ୪୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇସାରିଲାଣି ମାରାତ୍ମକ ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ଲାଗୁନି କରୋନା ବ୍ରେକ୍‌ । ୪୯ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ଏବେ ବି ୩୩ ହଜାର ୫୧୪ ଟି ଆକ୍ଟିଭ କେସ୍‌ ରହିଛି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି । ପଜିଟିଭଙ୍କ ସଂଖ୍ୟା ୧୫ ହଜାର ୫୨୫ରେ ପହଞ୍ଚିଛି । ୫୮୩ ଜଣଙ୍କ…

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ସଂକ୍ରମିତ ଜଣଙ୍କ ୧୮ ବର୍ଷୀୟ ଯୁବକ

ଗଞ୍ଜାମ: ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା । ଆଜି ଚିହ୍ନଟ ହୋଇଥିବା ଆଉ ଜଣେ ଆକ୍ରାନ୍ତ ସୁରତ ଫେରନ୍ତା । ଆକ୍ରାନ୍ତ ଜଣଙ୍କ ୧୮ ବର୍ଷୀୟ ଯୁବକ । ସେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ । ତାଙ୍କ ନମୁନା ପଜିଟିଭ୍‌ ବାହାରିଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ତିନି ଜଣ ଯାକ…

ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୧୧ ହୋଇଛି । ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର ୨୯ ବର୍ଷିୟା…

ରାଜ୍ୟର ୧୪ ଜିଲ୍ଲାକୁ ମାଡିଲା କରୋନା, ୧୨୨ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଆଉ ୩ ଆକ୍ରାନ୍ତ। ୩ ନୂଆ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ । ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ୮୩ଜଣ…

ଆସିଲା ଆଜିର ନୂଆ ୭ କରୋନା ପଜିଟିଭଙ୍କ ତଥ୍ୟ: ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତ ଗୋଟିଏ ପରିବାରର, ଭଦ୍ରକରୁ ୩

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪ ଓ ଭଦ୍ରକରୁ ୩ ଜଣ ଅଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡ଼ରେ ୧୦ ଓ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସୁନ୍ଦରଗଡ଼ର ନୂଆ ୪…