Below header
Browsing Tag

corona update

ଭୁବନେଶ୍ୱରରୁ ଆଜି ୧୦୭୪ ନୂଆ ପଜିଟିଭ, ସୁସ୍ଥ ସଂଖ୍ୟା ୬୦୦ରୁ ଗୋଟେ କମ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀରୁ ୧୦୭୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସଂଖ୍ୟା ୪୯ ହଜାର ୩୩୦ ଛୁଇଁଛି | ସେମଧ୍ୟରୁ ୯ ହଜାର ୪୧୯ଟି ଆକ୍ଟିଭ କେଶ ରହିଛି । ଯେବେକି ଆଜି ୫୯୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । Update on…

କୋଭିଡର ତୃତୀୟ ଲହରକୁ ଆଡେଇ ହେବ ନାହିଁ, ଆସିବ ନିଶ୍ଚିନ୍ତ

ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ କୋଭିଡର ତୃତୀୟ ଲହରକୁ ଏଡେଇ ହେବ ନାହିଁ। ତୃତୀୟ ଲହର କେବେ ଆସିବ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ନୂଆ ଲହରକୁ ମୁକାବିଲା କରିବାକୁ ଆଗୁଆ ପ୍ରସ୍ତୁତ ରହିବା ଉଚିତ୍‌। କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ ଆଜି ଏହି…

ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଗଜପତି ଜିଲ୍ଲା ରାଣିପେଣ୍ଠ ଗାଁର ଯୁବଗୋଷ୍ଠୀ

ଗଜପତି(କେ ନ୍ୟୁଜ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ରାଣିପେଣ୍ଠ ଗ୍ରାମରେ ଦୁର୍ଗାଶୀ ଚନ୍ଦ୍ର ମୌଳି ନାମକ ଜଣେ ଯୁବକ ଗ୍ରାମର ଅନ୍ୟ ଯୁବଗୋଷ୍ଠୀଙ୍କ ସହ ଏକାଠି ହୋଇ ରାଣିପେଣ୍ଠ ଗ୍ରାମରେ ମାସ୍କ ବଣ୍ଟନ ସହ ଲୋକଙ୍କୁ କରୋନା ନେଇ ସଚେତନ କରାଇଛନ୍ତି । ଗ୍ରାମରେ କୋଭିଡ ନିୟମ ପାଳନ କରି…

ସାମାନ୍ୟ କମିଲା ସଂକ୍ରମିତଙ୍କ ସଂଖ୍ୟା: ଆଜି ରାଜ୍ୟରେ ୬,୯୯୮ କରୋନା ପଜିଟିଭ୍‌ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର: ଟିକେ ଆଶ୍ବସ୍ତି। ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୬ହଜାର ୯୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୨ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ…

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍‌, ଗତ ୨୪ ଘଣ୍ଟାରେ ଦେଢ ଲକ୍ଷ ଚିହ୍ନଟ

ନୂଆଦିଲ୍ଲୀ : ରେକର୍ଡ ଭାଙ୍ଗୁଛି କରୋନା । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଜାରି ରହିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଆଜି ୧ଲକ୍ଷ ୫୨ହଜାର ୮୭୯ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ…

କରୋନା ବଢାଇଲା ରାଜଧାନୀ ଚିନ୍ତା, ମହାରାଷ୍ଟ୍ର ପରେ ଦିଲ୍ଲୀରେ ଆଜିଠାରୁ ଲାଗୁ ହେଉଛି ନାଇଟ କର୍ଫ୍ଯୁ

କରୋନା ସଂକମ୍ରଣର ଦ୍ବିତୀୟ ଲହରୀ ବେଶ ଘାତକ ହେବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ଯା ଦିନକୁ ଦିନ ବଢିବାରେ ଲାଗିଛି। ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀର ଅବସ୍ଥା ଚିନ୍ତାଜନକ ହେଲାଣି। ଲୋକଙ୍କୁ କୋଭିଡ ଗାଇଡ ଲାଇନ ସଠିକ୍ ଭାବେ ପାଳନ କରିବା ପାଇଁ ଅପିଲ କରାଯାଇଛି। କିନ୍ତୁ ଲୋକେ ଏହାକୁ…

ଲଗାତର ତିନି ଦିନ ଧରି ୧୦୦ ପାର୍‌ କରୁଛି କରୋନା, ଆଜି ରାଜ୍ୟରେ ୧୧୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ଲାଗାତାର ୩ୟ ଦିନରେ ୧୦୦ ଉପରେ କରୋନା ଆକ୍ରାନ୍ତ। ଆଉ ୧୧୩ ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୬୭, ଲୋକାଲ କେସ୍‌ ରହିଛି ୪୬। ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୧୭, ଖୋର୍ଦ୍ଧାରୁ ୧୪ ଓ ମୟୂରଭଞ୍ଜରୁ ୧୧ ଜଣ…

ବୋଲ ମାନୁନି କରୋନା ପୁଣି ବଢ଼ୁଛି ସଂକ୍ରମଣ, ଜାଣନ୍ତୁ ଦେଶର କରୋନା ଅପଡେଟ୍‌

ନୂଆଦିଲ୍ଲୀ : ଦେଶରେ ଗତ ବର୍ଷେ ଧରି କରୋନା ଭାଇରସର ପ୍ରକୋପ ଜାରି ରହିଛି। କିଛି ଦିନ ଲୋକଙ୍କୁ ସାମାନ୍ୟ ଆସ୍ୱସ୍ତି ମିଳିଥିବାବେଳେ ଏବେ ପୁଣି ଥରେ କରୋନାର ନୂଆ ସଂକ୍ରମଣ ମୁଣ୍ଡବ୍ୟଥାର କାରଣ ସାଜିଲାଣି। ଗତ କିଛି ଦିନ ଧରି କରୋନାର ଦୈନିକ ମାମଲା ବଢ଼ି ବଢ଼ି ଚାଲିଛି। ଦେଶରେ ଗତ ୨୪ ଘଣ୍ଟାରେ…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୫ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୫ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୩୯୭କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୮ ହଜାର ୪୩ କୁ ବୃଦ୍ଧି । ଏମଧ୍ୟରୁ ସମ୍ବଲପୁରରୁ ୩୫ ଜଣ ଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୩୧ ଜଣ ଥିବା ଜଣାଯାଇଛି ।…