ରାଜ୍ୟରେ ଟିକାର ଅଭାବ: ସିଙ୍ଗଲ ଡୋଜ୍ ସ୍ପୁଟନିକ୍ ଲାଇଟକୁ ବିକଳ୍ପ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇପାରେ ଓଡ଼ିଶା
ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ । ବିଭିନ୍ନ ଟିକାନ୍ଦ୍ରେରେ ଟିକା ନଥିବା ସମସ୍ୟା ଉପୁଜୁଛି। କୋଭାକ୍ସିନ୍ ଓ କୋଭିସିଲଡ ମିଳିବାରେ ସମସ୍ୟା ଥିବାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସ୍ପୁଟନିକ୍-ଭି ଓ ସ୍ପୁଟନିକ୍ ଲାଇଟକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ରାଜ୍ୟ ସରକାର।…