Browsing Tag

corona virus update

ଖସିଖସି ଯାଉଛି କରୋନା ଆକ୍ରାନ୍ତ ସଂଖ୍ୟା, ଜାଣନ୍ତୁ ଆଜି ଦେଶର କରୋନା ଅପଡେଟ

ଦେଶରେ ଗତ ଚାରି ମାସରେ କରୋନା ଭାଇରସ୍‌ ଦିନକୁ ଦିନ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କୋଭିଡ ଜନିତ ନୂଆ ଆକ୍ରାନ୍ତ ସଂଖ୍ୟା ୩୦,୫୪୮ ସାମ୍ନାକୁ ଆସିଛି। ଏହାପୂର୍ବରୁ ୧୫ ଜୁଲାଇରେ ୨୯,୪୨୯ ନୂଆ କେସ୍‌ ସାମ୍ନାକୁ ଆସିଥିଲା। ସେହିପରି ରବିବାର ଦିନ ୪୧,୧୦୦ ନୂଆ ମାମଲା ରିପୋର୍ଟ ହୋଇଛି। ତେବେ…

କରୋନାକୁ ନେଇ କୋକୁଆ ଭୟ ! ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା, ୯୩ଟି ଦେଶକୁ ବ୍ୟାପିଲାଣି ଭାଇରସ୍‌

କରୋନାକୁ ନେଇ କୋକୁଆ ଭୟ । ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି କରୋନା । ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭାଇରସ୍‌ ୯୩ଟି ଦେଶକୁ ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ୩ ହଜାର ୫ ଶହରୁ ଅଧିକ ଲୋକଙ୍କ…

ଭାରତରେ ବି କରୋନା ଭୟ, ଚିହ୍ନଟ ହେଲେ ୨ ନୂଆ COVID-19 ପଜିଟିଭ୍‌

ଭାରତରେ କରୋନା ଭାଇରସ୍‌ର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦିଲ୍ଲୀ ଓ ତେଲେଙ୍ଗାନାରେ ନୂଆ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ପିଜିଟିଭ୍‌ ମାମଲାକୁ ନେଇ ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟର ସୂଚନା ମୁତାବକ ଦିଲ୍ଲୀରେ ନୂଆ କରୋନା ଭାଇରସ୍‌ ରୋଗୀ…

ଭାରତରେ ପ୍ରଥମ କରୋନା ମୃତ୍ୟୁ! କିଛି ଦିନ ତଳେ ମାଲେସିଆରୁ ଫେରିଥିଲେ ଯୁବକ

ଭାରତରେ କରୋନା ଭାଇରସ୍‌ର ସଂକ୍ରମଣ ବହୁ ଦିନ ତଳୁ ପହଞ୍ଚିସାରିଥିବା ବେଳେ ଏଥିରେ ଏବେ ଜଣଙ୍କର ମୃତ୍ୟୁ ଘଟିଛି। ଏର୍ଣ୍ଣାକୁଲମ୍‌ର ଜଣେ ୩୬ ବର୍ଷୀୟ ଯୁବକଙ୍କଠାରେ କୋବିଡ୍‌- ୧୯ ବା କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ…

କୁକୁଡ଼ାରୁ ବ୍ୟାପୁଛି କରୋନା, ଏହି ଭ୍ରମ ଦୂର କରିବାକୁ ଷ୍ଟେଜ୍‌ରେ ଚିକେନ୍‌ ଖାଇଲେ ତେଲେଙ୍ଗାନାର ମନ୍ତ୍ରୀ

ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ସାରା ଦୁନିଆରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଲେଣି। ଭାରତ ସରକାର ମଧ୍ୟ ଏହି ଭାଇରସ୍‌ରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ଚିକେନ୍‌ ଓ ଅଣ୍ଡା ଖାଇବା ଦ୍ୱାରା…

ଦେଖନ୍ତୁ କିପରି ଯୌନ ଶକ୍ତି ବଢ଼ାଇବା ପାଇଁ ଜୀବନ୍ତ ବେଙ୍ଗକୁ ଖାଉଛନ୍ତି ଚୀନର ଜଣେ ଯୁବକ

କରୋନା ଭାଇରସ କାରଣରୁ ସାରା ଦୁନିଆରେ ୭୫,୧୯୬ ଲୋକ ସଂକ୍ରମିତ ହୋଇସାରିଲେଣି। କେବଳ ଚୀନରେ ହିଁ ୭୪,୧୮୫ ଲୋକେ ଏହି ଭୟଙ୍କର ଭାଇରସର ଶିକାର ହୋଇଛନ୍ତି। କରୋନା ଭାଇରସ କାରଣରୁ ଏବେ ପର୍ଯ୍ୟନ୍ତ ମୋଟ ୨୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଚୀନରେ ଏହି ମୃତ୍ୟୁ ସଂଖ୍ୟା ଦିନକୁ ଦିନ…

ଚୀନ୍‌ରେ କାଳ ସାଜୁଛି କରୋନା, ବର୍ତ୍ତମାନ ସୁଦ୍ଧା ୧୬ ଶହ ୬୫ ଜଣଙ୍କ ମୃତ୍ୟୁ

ଚୀନ୍‌ରେ ଅସମ୍ଭାଳ ହେଲାଣି ସ୍ଥିତି । ନିୟନ୍ତ୍ରଣର ସଂପୂର୍ଣ୍ଣ ବାହାରେ କରୋନା ଭାଇରସ୍‌ । ଗତକାଲି ସୁଦ୍ଧା ୧୬ ଶହ ୬୫ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ୍‌ରେ ୬୮ ହଜାର ୫ ଶହ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେପଟେ ୯ ହଜାର ୪୧୯ ରୋଗୀ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଚୀନ୍‌ରେ କରୋନା…