କରୋନା: 3 ମିନିଟ ନିରବ ପ୍ରାର୍ଥନା କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଚୀନ, ଜାତୀୟ ପତାକାକୁ କଲା ଅର୍ଦ୍ଧନମିତ
ବେଜିଂ: ସାରା ଦେଶରେ କରୋନା ଭାଇରସରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶନିବାର ପୂର୍ବାହ୍ନ 10ରେ 3 ମିନିଟ ଲାଗି ନିରବ ପ୍ରାର୍ଥନା କରାଯାଇଥିଲା। ପୂରା ଦେଶ ଏବଂ ବିଦେଶରେ ଚୀନ ଦୂତାବାସରେ ନ୍ୟାଶନାଲ ଫ୍ଲାଗକୁ ଅର୍ଦ୍ଧନମିତ କରାଯାଇଥିଲା। ଚୀନରେ କରୋନାର ପ୍ରଥମ ମାମଲା…