Browsing Tag

coronavirus india

କରୋନା ଯୋଗୁ କେବଳ ହାତଧୁଆରେ ମୁଣ୍ଡ ପିଛା ପ୍ରତିଦିନ ଖର୍ଚ୍ଚ ହେଉଛି ୨୦ ଲିଟର ଜଳ, ଶେଷ ହୋଇଯାଇପାରେ ବିଶୁଦ୍ଧ ଜଳ

ଆଜି ବିଶ୍ୱ ଜଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ସାରା ବିଶ୍ୱରେ ଜଳ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ବୁନ୍ଦା ବୁନ୍ଦା ଜଳ ସଂରକ୍ଷଣ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବୁଝାଯାଏ। ତେବେ ବର୍ତ୍ତମାନର କରୋନା ମହାମାରୀ ସ୍ଥିତିକୁ ମାତ୍‌ ଦେବାରେ ପାଣି ଆବଶ୍ୟକ…

କରୋନା ଭୟ: ଜିଲ୍ଲା କୋର୍ଟରୁ ଏକ-ତୃତୀୟାଂଶ ଷ୍ଟାଫ୍‌ କମ୍‌ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ ଶନିବାର ଦିନ ରାଜ୍ୟର ସମସ୍ତ ଜିଲ୍ଲା ନ୍ୟାୟାଳୟକୁ କରୋନା ଭାଇରସ୍‌ର ପ୍ରଭାବରୁ ରକ୍ଷା କରିବାକୁ ଅତିରିକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ହାଇକୋର୍ଟ କରୋନା ଭାଇରସ୍‌ର ପ୍ରଭାବକୁ କମ୍‌ କରିବା ସମ୍ପର୍କରେ କରାଯାଇଥିବା ସମୀକ୍ଷା ଆଧାରରେ ଅଧିସୂଚନା ଜାରି କରିଛନ୍ତି।…

ବିହାରରେ ପ୍ରଥମ କରୋନା ମୃତ୍ୟୁ, ଏମ୍‌ସରେ ୩୮ ବର୍ଷୀୟ ସଂକ୍ରମିତ ଯୁବକ ମୃତ; ୬ ଛୁଇଁଲା ମୋଟ୍‌ ମୃତ୍ୟୁ ସଂଖ୍ୟା

ବିହାରର ରାଜଧାନୀ ପାଟଣାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାଟଣାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରୋଗୀର ମୃତ୍ୟୁ ପାଟଣାର ଏମ୍‌ସ୍‌ ହସ୍ପିଟାଲରେ ଘଟିଛି। ଏନେଇ ଏମ୍‌ସର ନିର୍ଦ୍ଦେଶକଙ୍କ ସମେତ ବିହାରର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ସଞ୍ଜୟ କୁମାର ମଧ୍ୟ ସୂଚନା ଦେଇଛି।…

ନିଆରା ଢଙ୍ଗରେ କରୋନା ସହ ଲଢ଼ୁଛି ଇନ୍ଦୋର ସହର, ଡ୍ରୋନ୍‌ରେ କରାଯାଉଛି ସାନିଟାଇଜେସନ୍‌

କରୋନା ଭାଇରସ୍‌ ସହ ସବୁ ଦେଶ ଏବେ ଲଢ଼େଇ କରୁଛନ୍ତି। ଏହି ଭାଇରସ୍‌ରୁ ନିଜକୁ ମୁକ୍ତ କରିବାକୁ ଘରଠୁ ଆରମ୍ଭ କରି ବାହାର ଯାଏଁ ସବୁ ଜିନିଷକୁ ସଫାସୁତୁରା କରାଯାଉଛି। ତେବେ ସହରକୁ ପରିଷ୍କାର ରଖିବା ପାଇଁ ଏବେ ମଧ୍ୟପ୍ରଦେଶର ସରକାର ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସହରକୁ…

ଅଭିଶାପ ପାଲଟିଲା କରୋନା ଭାଇରସ୍‌, ହାତରେ କ୍ୱାରେଣ୍ଟାଇନ୍‌ ଚିହ୍ନ ଦେଖି ଦମ୍ପତିଙ୍କୁ ଟ୍ରେନ୍‌ରୁ ତଡ଼ିଦେଲେ ଅନ୍ୟ…

ଦେଶରେ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ହାତରେ ହୋମ କ୍ୱାରେଣ୍ଟାଇନ୍‌ ସିଲ୍‌ ମାରିବାକୁ ନିୟମ କରିଛନ୍ତି। ଲୋକଙ୍କ ଭଲ ପାଇଁ କରାଯାଇଥିବା ଏହି ନିୟମ ଏବେ ଆକ୍ରାନ୍ତଙ୍କ ପାଇଁ ଅଭିଶାପ ପାଲଟିଛି। ରାଜଧାନୀ ଏକ୍ସପ୍ରେସ୍‌ରେ…

କରୋନା ଭାଇରସ୍‌ ସହ ଲଢ଼ିବାକୁ କୁନି ଝିଅ ଆପଣାଇଲା ଏହି ନିଆରା ଉପାୟ, ବ୍ୟାପିବାରୁ ରୋକି ହେବ ରୋଗ

ଏବେ ସାରା ଦୁନିଆ କରୋନାର ମୁକାବିଲା କରୁଛି। ଡାକ୍ତର, ନର୍ସ, ପ୍ରଶାସନଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ସମସ୍ତେ କରୋନା ସହ ଲଢ଼ିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ଏଥିପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ଲୋକମାନେ ମଧ୍ୟ କରୋନା ଭାଇରସ୍‌ ଯୋଗୁ…

ଭାରତରେ କରୋନା ନେଲା ଆଉ ଜଣଙ୍କ ଜୀବନ, ଏବେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ପାଞ୍ଚ

ସାରା ଦୁନିଆରେ କରୋନା ଭାଇରସ ବହୁତ ଦ୍ରୁତ ଗତିରେ ତାର କାୟା ବିସ୍ତାର କରିଚାଲିଛି। ଚୀନ, ଇଟାଲୀ ସମେତ ଏହି ଭୟଙ୍କର କରୋନା ଭାଇରସ ଭାରତରେ ମଧ୍ୟ ତାର ପ୍ରକୋପ ପକାଇଛି। ଭାରତରେ କରୋନାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଶୁକ୍ରବାର ଅର୍ଥାତ ଆଜି ସକାଳେ ରାଜସ୍ଥାନରେ ଜଣେ କରୋନା…

କରୋନା ଭାଇରସ୍‌ରେ ମୃତ୍ୟୁ ଘଟିଥିବା ବ୍ୟକ୍ତିର ଶବରୁ ବି ବ୍ୟାପେ କି କୋଭିଡ୍‌-୧୯? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

କରୋନା ଭାଇରସ୍‌ର ସଂକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିର ଶବକୁ କିଭଳି ଅନ୍ତିମ ସଂସ୍କାର କରିବା କଥା ଓ ଏଥିପାଇଁ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ସେ ନେଇ ଭାରତର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କିଛି ନିୟମ ଜାରି କରିଛନ୍ତି। ନିକଟରେ ଦିଲ୍ଲୀରେ କୋଭିଡ୍‌-୧୯ରେ…

କରୋନା ସ୍ଥିତିରେ ସ୍ତନ୍ୟପାନ କରାଉଥିବା ମହିଳା ଏମିତି ନିଅନ୍ତୁ ନିଜର ତଥା ପିଲାଙ୍କ ଯତ୍ନ, ପାଖ ମାଡ଼ିବନି ବିପଦ

କରୋନା ଭାଇରସ୍‌ର ଆତଙ୍କ ଏବେ ସାରା ବିଶ୍ୱକୁ ଗ୍ରାସିଛି। ଏହି ଭାଇରସ୍‌ର ଭାକ୍ସିନ୍‌ ବାହାରିନଥିବାରୁ ଲୋକମାନେ ଅଧିକ ଭୟଭୀତ ଅଛନ୍ତି। ଏହି ସମୟରେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଥିବା ବେଳେ ଖାସ୍‌ କରି ରୋଗୀ, ଗର୍ଭବତୀ ମହିଳା ଓ ନବଜାତକଙ୍କ ଅଧିକ ଯତ୍ନ ନେବାକୁ ଡାକ୍ତର…

କରୋନା ଯୋଗୁ ମୁମ୍ବାଇରେ ଘରୁ କାମ କରିବାକୁ ନିର୍ଦ୍ଦେଶ, ନାଗପୁରରେ ଲାଗୁ ହେଲା ଧାରା ୧୪୪

କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ ଦେଶରେ ଏବେ କରୋନା ଭାଇରସ୍‌ର ୧୨୫ଟି ମାମଲା ସାମ୍ନାକୁ ଆସିଛି। କରୋନା ଦ୍ୱାରା ଭାରତର ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ…

ସାମ୍ନାକୁ ଆସିଲା କରୋନା ବ୍ୟାପିବାର ଆଉ ଏକ ବାଟ, ସ୍କ୍ରିନିଂ ବେଳେ ବି ସଂକ୍ରମିତ ହେଉଛି ମାରାତ୍ମକ ଭାଇରସ୍‌; ଜାଣନ୍ତୁ…

ବର୍ତ୍ତମାନ ସାରା ବିଶ୍ୱବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା। କରୋନା ଯୋଗୁ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ଯାଉଥିବାରୁ ଏହି ରୋଗକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ମୁଖ୍ୟତଃ ଏହାର ଔଷଧ ବାହାରି ନଥିବାରୁ କରୋନାକୁ ନେଇ ଲୋକେ ଅଧିକ ଆତଙ୍କିତ ଅଛନ୍ତି। ତେବେ…

କରୋନା ଭାଇରସ୍‌କୁ ନେଇ ଭାରତ ଉପରେ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ କ୍ରିକେଟର, କହିଲେ- ‘ମେଡିକାଲରେ କିଛି ସୁବିଧା…

କରୋନା ଭାଇରସ୍‌ ଯୋଗୁ ସାରା ଦୁନିଆ ଏକ ପ୍ରକାରର ଅଚଳ ହୋଇଯାଇଛି କହିଲେ ଚଳେ। ସଂକ୍ରମଣ ହେବା ଭୟରେ ଲୋକମାନେ ଏବେ ଘରୁ ବାହାରୁନାହାନ୍ତି। ଦିନକୁ ଦିନ ଏହି ମାମଲା ବଢ଼ିଚାଲିଛି। ଏବେ କରୋନାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି। ଏନେଇ ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତର ଚୀନ୍‌ ଉପରେ…