Below header
Browsing Tag

covid restriction

କୋଭିଡ କଟକଣା ମୁକ୍ତ ହେବ ପୌର ନିର୍ବାଚନ, ସୂଚନା ଦେଲେ ନିର୍ବାଚନ କମିସନ

କେନ୍ୟୁଜ୍(ବ୍ୟୁରୋ): କୋଭିଡ କଟକଣା ମୁକ୍ତ ହେବ ପୌର ନିର୍ବାଚନ। ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ପରେ ସ୍ଥିତି ଦେଖି ନିୟମ ପରିବର୍ତ୍ତନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ…

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ କୋଭିଡ୍‌ କଟକଣା ହଟାଇବାକୁ ଚିଠି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର କୋଭିଡ୍‌ କଟକଣା ସମୀକ୍ଷା କର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍‌ କଟକଣା ରାଜ୍ୟରୁ ହଟାଇବାକୁ ଚିଠି ଲେଖାଯାଇଛି। ଏବେ ଦେଶରେ କିଛି ଦିନ ହେବ କୋଭିଡ ସଂକ୍ରମଣ ନିମ୍ନଗାମୀ…

କୋଭିଡ କଟକଣା ଭିତରେ ହେବ ପଞ୍ଚାୟତ ନିର୍ବାଚନ, ଖୁବ ଶୀଘ୍ର ଆସିବ ଗାଇଡଲାଇନ

ଭୁବନେଶ୍ବର(କେନ୍ୟୁଜ୍):  ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଗ୍ରୀନ୍‌ ସିଗନାଲ୍‌ । କୋଭିଡ଼ କଟକଣାରେ ହେବ ନିର୍ବାଚନ । ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବ । ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଦେଇଥିବା ମନ୍ତବ୍ୟରୁ ଏହାର ସ୍ପଷ୍ଟ ଆଭାସ…

ସେହି ୪ ଫୁଟ ରହିବ ମୂର୍ତ୍ତି ଉଚ୍ଚତା, ବଳବତ୍ତର ରହିବ ଅଗଷ୍ଟ ୯ ଗାଇଡ଼ଲାଇନ: SRC

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟବାସୀଙ୍କୁ ଗଣେଶ ପୂଜା ଏବଂ ନୂଆଁଖାଇର ଶୁଭେଚ୍ଛା ଜଣାଇ ମୂର୍ତ୍ତି ଉଚ୍ଚତା  ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ  ବିବୃତି ରଖିଲେ ଏସଆରସି।କୋଭିଡ କଟକଣା ଦୃଷ୍ଟିରୁ ପାର୍ବଣରେ ବଢ଼ିବନି ମୂର୍ତ୍ତି ଉଚ୍ଚତା । ୪ ଫୁଟ୍‌ରେ ସୀମିତ ରହିବ ମୂର୍ତ୍ତି ଉଚ୍ଚତା।କୋଭିଡ…

ରଥଯାତ୍ରା ପାଇଁ ବାହାର ଲୋକଙ୍କୁ ପୁରୀ ମନା, ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପ୍ରଶାସନ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୨ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଏବଂ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ପ୍ରସ୍ତୁତି । ଚଳିତବର୍ଷ…

କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍କେଟ ବିଲ୍ଡିଂରେ ପୋଲିସ କମିଶନର ଓ ଡିସିପିଙ୍କ ଚଢାଉ, ମଲ ଗୁଡ଼ିକୁ ଦେଲେ…

କେନ୍ୟୁଜ୍(ବ୍ୟୁରୋ):  କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାଞ୍ଚ କଡାକଡି କରିଛି କମିଶନରେଟ ପୋଲିସ। ପୋଲିସ କମିଶନରଙ୍କ ନେତୃତ୍ୱରେ ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଭୁବନେଶ୍ୱର ମାର୍କେଟ ବିଲ୍ଡିଂଗ ଚଢ଼ାଉ କରିଛନ୍ତି। କମିଶନର କହିଛନ୍ତି ସଚେତନ କରାଯାଇଛି ଏଣିକି କୋଭିଡ କଟକଣା  କଡାକଡି…

କଟକ, ଭୁବନେଶ୍ୱରରେ କରୋନା କଟକଣା ହେବ ଜୋରଦାର, ଯାଞ୍ଚପାଇଁ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ୍‌ ପୋଲିସ ହେବ ନିୟୋଜିତ

କେନ୍ୟୁଜ୍(ବ୍ୟୁରୋ): ଟ୍ଵିନ୍‌ସିଟିରେ ଆହୁରି କଡ଼ାକଡ଼ି ହେବ ଏନ୍‌ଫୋର୍ସମେଣ୍ଟ । କଟକ, ଭୁବନେଶ୍ୱରରେ କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଞ୍ଚଳ, ହଟ୍‌ସ୍ପଟରେ କଡ଼ାକଡ଼ି ହେବ କୋଭିଡ ଯାଞ୍ଚ । ଯାଞ୍ଚ ପାଇଁ ଭୁବନେଶ୍ୱରକୁ ୩ଟି  ‌ ଜୋନରେ ଭାଗ କରାଯାଇଛି । ପ୍ରତି ଜୋନ୍‌ ଦାୟିତ୍ୱରେ ରହିବେ…

ମାସେ ନୁହେଁ କି ଦୁଇ ମାସ ନୁହେଁ କେରଳରେ ପୂରା ବର୍ଷେ ବଢିଲା କରୋନା କଟକଣା

ମାସେ ନୁହେଁ କି ଦୁଇ ମାସ ନୁହେଁ । ବର୍ଷେ ବଢିଲା କରୋନା କଟକଣା । କଟକଣା ବଢାଇଛନ୍ତି କେରଳ ସରକାର । ୧ ବର୍ଷ ପର୍ଯ୍ୟନ୍ତ ସାମଜିକ ଦୂରତା ଏବଂ ଫେସ୍‌ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ନିୟମ ଖିଲାପ କଲେ ୧୦ ହଜାର ଟଙ୍କା ଜରିମାନା ସହ ୨ ବର୍ଷ ଜେଲ ଭୋଗିବାକୁ ପଡ଼ିବ । ଏପିଡେମିକ ଡିଜିଜ୍‌…