Browsing Tag

covid test

କୋଭିଡ ଟେଷ୍ଟ ନେଇ ଆସିଲା ଆଇସିଏମଆର ନୂଆ ଗାଇଡଲାଇନ୍, ନମୁନା ପରୀକ୍ଷା ବେଳେ କାହାକୁ ଦିଆଯିବ ପ୍ରାଥମିକତା ସେନେଇ…

ଭୁବନେଶ୍ବର: କୋଭିଡ ଟେଷ୍ଟ ନେଇ ଆସିଲା ଆଇସିଏମଆର ନୂଆ ଗାଇଡଲାଇନ । କରୋନା ନମୁନା ପରୀକ୍ଷା ବେଳେ କାହାକୁ ପ୍ରାଥମିକତା ଦିଆଯିବ ସେନେଇ ଏଥିରେ ସ୍ପଷ୍ଟ କରାଯାଇଛି । ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍ : -କଣ୍ଟେନମେଣ୍ଟ ଜୋନର ସମସ୍ତ ଲକ୍ଷଣଯୁକ୍ତଙ୍କ ସହ ସ୍ୱାସ୍ଥ୍ୟକର୍ମୀ ଏବଂ…

ଆଇପିଏଲ୍‌ ୨୦୨୦ : ୨୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ ଟେଷ୍ଟ ପାଇଁ୧୦ କୋଟି ଟଙ୍କା ଖର୍ଚ୍ଚ କରିବା ବିସିସିଆଇ

ୟୁଏଇରେ ଆୟୋଜିତ ଆଇପିଏଲ୍ ୨୦୨୦ ସିଜିନ ୧୩ ଆରମ୍ଭ ହେବାକୁ ଯାଉଛି। ଦେଶରେ କରୋନା ମହାମାରୀ ଚାଲିଥିବା ଯୋଗୁଁ ଖେଳ ହେବ କି ନାହିଁ, ତାହା ବହୁତ ଦ୍ୱନ୍ଦ୍ୱରେ ରହିଥିଲା। ଏବେ ତାରିଖ ଧାର୍ଯ୍ୟ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କରୋନା ପରୀକ୍ଷା ପରିଚାଳନା…

ସଂସଦ ଭିତରେ ପ୍ରବେଶ ପୂର୍ବରୁ ସମସ୍ତ ସାଂସଦଙ୍କର ହେବ କୋଭିଡ୍ ଟେଷ୍ଟ, ପରିଦର୍ଶନକାରୀଙ୍କୁ ମିଳିବନି ଅନୁମତି

ଆସନ୍ତା ୧୬ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ସମସ୍ତ ମନ୍ତ୍ରୀ ଏବଂ ବାକି ସମସ୍ତ ସାଂସଦଙ୍କ ସହିତ ସଂସଦ ପରିସରରେ ପ୍ରବେଶ କରୁଥିବା ସମସ୍ତ ସାଂସଦଙ୍କ କୋଭିଡ୍-୧୯ ଟେଷ୍ଟ କରିବାକୁ ପଡିବ। ଅଧିବେଶନର ପ୍ରସ୍ତୁତିକୁ ଶେଷ ରୂପ ଦେବା ପାଇଁ ଗତକାଲି ଦିଲ୍ଲୀ ସ୍ବାସ୍ଥ୍ଯ…

ଭୁବନେଶ୍ୱର ମଧ୍ଯ ଏମଏଲଏ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ୍

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ଯ ଏମଏଲଏ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ୍। ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସେ ହୋମ୍ କ୍ବାରେଣ୍ଟାଇନରେ ଥିବା ସହିତ ସୁସ୍ଥ ଥିବା କହିଛନ୍ତି ।…

ବାହୁଡ଼ା ପୂର୍ବରୁ ସବୁ ସେବାୟତଙ୍କ ହେବ କୋଭିଡ ଟେଷ୍ଟ, ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା

ପୁରୀ: ବାହୁଡ଼ା ପୂର୍ବରୁ ସବୁ ସେବାୟତଙ୍କ ହେବ କୋଭିଡ ଟେଷ୍ଟ । ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ କରାଯିବ । ଏହାସହ ନିୟୋଜିତ ହୋଇଥିବା ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ । ଆଜିଠାରୁ ଆରମ୍ଭ ହୋଇଛି ଏହି ଟେଷ୍ଟ ପ୍ରକ୍ରିୟା । ପୁରୀର ସମସ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯିବ । ଏହାସହିତ ଆଗକୁ ସବୁ…

ଢେଙ୍କାନାଳ କାକୁଡ଼ିଭାଗ ପଞ୍ଚାୟତର ଦୁଇଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୯୬ ଜଣ ପ୍ରବାସୀଙ୍କ ଘର ବାହୁଡା

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ କାକୁଡ଼ିଭାଗ ପଞ୍ଚାୟତର ଦୁଇଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରବାସୀଙ୍କ ଘର ବାହୁଡା । ପାଖାପାଖି ୯୬ ଜଣ ପ୍ରବାସୀଙ୍କୁ ଘରକୁ ପଠାଇ ଦିଆଯାଇଛି। ସମସ୍ତଙ୍କର କରୋନା ନେଗେଟିଭ ଆସିବା ପରେ ସମସ୍ତଙ୍କୁ ମିଠା ଖୁଆଇ ବିଦାୟ ଦିଆଯାଇଛି। ଏହି…

ସ୍ନାନଯାତ୍ରା ପାଇଁ ନିୟୋଜିତ ସୀମିତ ସଂଖ୍ୟକ ଦଇତାପତି ସେବାୟତଙ୍କର ଆଜି ହେବ କୋଭିଡ ଟେଷ୍ଟ

ପୁରୀ: ସ୍ନାନଯାତ୍ରା ପାଇଁ ସୀମିତ ସଂଖ୍ୟକ ସେବାୟତ ସେବାନୀତି କରିବା ପାଇଁ ନିଷ୍ପତ୍ତି ହୋଇଛି । କରୋନା ମହାମାରୀକୁ ଆଖିରେ ରଖି ଏହି ନିଷ୍ପତ୍ତି  ନିଆଯାଇଥିବାବେଳେ, ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ଦଇତାପତି ସେବାୟତଙ୍କର ଏହି ଟେଷ୍ଟ ଆଜି ଓ ଆସନ୍ତାକାଲି ହେବ। ଏହା…