ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ
ଭୁବନେଶ୍ୱର : ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ସୁପର ସୋ । ମେଗା ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଙ୍ଗନଗର ଛକରୁ ବାହାରିଥିଲା ରୋଡ ସୋ । ସ୍ବତନ୍ତ୍ର ବସ ଯୋଗେ ରୋଡ୍ ସୋ’ରେ ବାହାରିଥିଲେ ନବୀନ । ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ନିଜର ପ୍ରିୟ ଜନନାୟକଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା । ହାତ ହଲାଇ ଅଭିବାଦନ…
Read More...