Browsing Tag

covid third wave

ଜାନୁଆରୀରେ ଆସୁଛି କରୋନାର ତୃତୀୟ ଲହର, ସାବଧାନ ରହିବା ନିହାତି ଜରୁରୀ: ଆଇଆଇଟି ପ୍ରଫେସର କାନପୁର

କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ସାମନାକୁ ଆସିବା ପରେ ଦୁନିଆରେ ପୁଣିଥରେ ଭୟର ବାତାବାରଣ ଖେଳିଯାଇଛି । ଆଉ ଏହି ସମୟରେ ଆଇଆଇଟି କାନପୁର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ନିଜ ଷ୍ଟଡି ଆଧାରରେ ଦାବି କରିଛନ୍ତି କି ତୃତୀୟ ଲହର ଜାନୁଆରୀରେ ଆରମ୍ଭ ହୋଇଯିବ । ସେ ଆହୁରି ବି କହିଛନ୍ତି କି…

ତୃତୀୟ ଲହର ଆସିଲେ ଓଡିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଟପିପାରେ,ଆସିଲା ଚିନ୍ତାଜନକ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ସଂକ୍ରମଣ ବିପଦ ଟଳିନି। ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ନେଇ ଆସିଲା ଚିନ୍ତାଜନକ ରିପୋର୍ଟ। ଅକ୍ଟୋବରରେ ପିକ୍‌ରେ ରହିବ କୋଭିଡର ଥାର୍ଡ ୱେଭ୍ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କ କରିଛି। ଗୃହମନ୍ତ୍ରାଳୟର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ-NIDM…

ଏମାସରେ ଆସିବ କରୋନା ସଂକ୍ରମଣ ତୃତୀୟ ଲହର, ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ

କେନ୍ୟୁଜ୍(ବ୍ୟୁରୋ):  ଚଳିତ ମାସରେ ଆସିବ ଥାର୍ଡ ୱେଭ୍। ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ କରୋନା ସଂକ୍ରମଣ । ଦେଶରେ ଦ୍ୱିତୀୟ ଲହର ଶେଷ ହୋଇନଥିବା ବେଳେ କରୋନା ତୃତୀୟ ଲହର ନେଇ ସତର୍କବାଣୀ ଦେଇଛନ୍ତି ବିଶେଷଜ୍ଞ। ତୃତୀୟ ଲହରରେ ଦିନକରେ ପ୍ରାୟ ୧ଲକ୍ଷ କରୋନା ସଂକ୍ରମଣ ହୋଇପାରେ। ଦୈନିକ…

ତୃତୀୟ ଲହର ପୂର୍ବରୁ ପଦକ୍ଷେପ ନେବାକୁ ୬ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ: ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ…

ନୂଆଦିଲ୍ଲୀ(କେନ୍ଯୁଜ୍): କରୋନାର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ସତର୍କ ହୋଇ ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ। କରୋନା ସଙ୍କଟ ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା,…

କଟକ: କରୋନାର ତୃତୀୟ ଲହର ପାଇଁ ୧୪ଟି ଯାକ ବ୍ଲକ ସ୍ତରୀୟ ଚିକିତ୍ସାଳୟରେ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  କଟକ ଜିଲ୍ଲାରେ କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କୁ ଦିଆଯାଉଛି ଅଧିକ ଗୁରୁତ୍ୱ । ଉଭୟ ଗ୍ରାମାଞ୍ଚଳ ଓ କଟକ ସହରରେ ଆରମ୍ଭ ହୋଇଛି ଯୋଜନା । ଜିଲ୍ଲାର ୧୪ଟି ଯାକ ବ୍ଲକ ସ୍ତରୀୟ ଚିକିତ୍ସାଳୟରେ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ଜୁନ ୩୦ ତାରିଖରୁ…