Browsing Tag

covid vaccine dose

କରୋନା ଟିକା ନ ଦେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନା ଟୀକାକରଣ ବିଷୟରେ ଲୋକଙ୍କୁ ନିରନ୍ତର ଭାବେ ଅବଗତ କରାଯାଉଅଛି । କିନ୍ତୁ ଏହି ପ୍ରକ୍ରିୟାରେ ଅକେକ ସ୍ଥାନରେ ଅବହେଳା ଏବଂ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି । ବିହାରର ଛପରା ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାବେ…

ଗତକାଲି ଟିକାକରଣ ପାଇଁ Co-Win ପୋର୍ଟାଲ୍‌ରେ ୨୫ ଲକ୍ଷ ପଞ୍ଜୀକରଣ, ୪ ଲକ୍ଷ ୨୭ ହଜାର ଜଣଙ୍କୁ ଦିଆଗଲା ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ସାରା ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ । ଅନେକ ଲୋକ ଟିକା ନେଇଥିବା ବେଳେ ଲକ୍ଷ ଲକ୍ଷ ଲୋକ CoWIN ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖରେ CoWIN ପୋର୍ଟାଲ୍‌ରେ ୨୫ ଲକ୍ଷ…

ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ: ଘରୋଇ ହସ୍ପିଟାଲରେ ଟିକା ନେଲେ ଡୋଜ୍‌ ପ୍ରତି ୨୫୦, ସରକାରୀ ସେଣ୍ଟରରେ ମାଗଣା

କେନ୍ୟୁଜ୍(ବ୍ୟୁରୋ): ଦିନକ ପରେ ଦେଶରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ୬୦ ବର୍ଷରୁ ଅଧିକ ଓ ଜଟିଳ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ସରକାରୀ ସେଣ୍ଟରରେ ଟିକା ମାଗଣା । ଘରୋଇ ହସ୍ପିଟାଲରେ ଟିକା ନେଲେ ଡୋଜ୍‌ ପ୍ରତି ୨୫୦ ଟଙ୍କା ଦୋବକୁ ପଡ଼ିବ ।…