Browsing Tag

cricket in barabati

ବାରବାଟୀ ବ୍ୟାଟଲ: ବିନା ମାସ୍କରେ ଷ୍ଟାଡିୟମ୍‌ରେ ପ୍ରବେଶ କରିପାରିବେନି ଦର୍ଶକ, ନଜର ରଖିବେ K-9 ସ୍କ୍ଵାର୍ଡ

କଟକ(ବ୍ୟୁରୋ): ବାରବାଟୀ ବ୍ୟାଟଲ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ପିଚ୍‌ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ୧୨ ତାରିଖରେ ମ୍ୟାଚ ପାଇଁ କାଲି ଉଭୟ ଦଳର ଖେଳାଳି ଷ୍ଟାଡିୟମରେ କରିବେ ପ୍ରାକ୍‌ଟିସ୍‌। ଏହା ପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି।…

ବାରବାଟୀରେ ମହାଲଢେଇ, ଆଜି ଭାରତ-ୱେଷ୍ଚଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌

ଆଜି କଟକ ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଚଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌ । ୧-୧ରେ ମ୍ୟାଚ୍‌ ବରାବର ଥିବା ବେଳେ ଆଜିର ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ବେସ୍‌ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚ୍‌ ଜିତି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ ।…

ରାତି ପାହିଲେ ମ୍ୟାଚ୍‌, ବାରବାଟୀର ହାଇଭୋଲଟେଜ୍‌ ମୁକାବିଲାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ

କେନ୍ୟୁଜ୍(ବ୍ୟୁରୋ) : ରାତି ପାହିଲେ ମ୍ୟାଚ୍‌। ଚାରିଆଡେ କ୍ରିକେଟର ହାଇ ଫିଭର୍‌। ସବୁଠି ବାରବାଟୀ ଦିନିକିଆର ଚର୍ଚ୍ଚା । ଆସିଲେଣି ଦର୍ଶକ। ଇଏ ହେଉଛନ୍ତି ମାଷ୍ଟର ବ୍ଲାଷ୍ଟରଙ୍କ ବିଗ୍‌ ଫ୍ୟାନ୍‌। ସୁଧୀର ଚୌଧୁରୀ। ଟିମ୍‌ ଇଣ୍ଡିଆକୁ ଚିଅର୍‌ କରାଇବା ପାଇଁ କଟକରେ ପହଞ୍ଚି ସାରିଛନ୍ତି।…

ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଆଜିଠୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ, ୧୦ହଜାର ଟିକେଟକୁ ୩୦ହଜାର ଲୋକେ

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଆଉ ମାତ୍ର ୨ ଦିନ ବାକି। ଆଜିଠୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯିବ। ଏଥିପାଇଁ ୧୨ଟି କାଉଣ୍ଟର ଖୋଲାଯାଇଛି। ଜଣେ ବ୍ୟକ୍ତି ୨ଟି ଲେଖାଏ ଟିକେଟ୍ ନେଇପାରିବେ। ମୋଟ ୧୦ ହଜାର ୩୯ ଟିକେଟ…

ଇଣ୍ଡିଆ-ଇଣ୍ଡିଜ୍‌ ଦିନିକିଆ କ୍ରିକେଟ ମ୍ୟାଚ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ, ଷ୍ଟାଡିୟମ୍‌ ଚକାଚକ୍‌ କରିବାରେ ବ୍ୟସ୍ତ…

କଟକ (କେନ୍ୟୁଜ୍) : ଆସନ୍ତା ୨୨ ତାରିଖରେ ଇଣ୍ଡିଆ-ଇଣ୍ଡିଜ୍‌ ଦିନିକିଆ କ୍ରିକେଟ ମ୍ୟାଚ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି। ମଝିରେ ଆଉ ରହିଲା ମାତ୍ର ୯ଦିନ । ଏଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଷ୍ଟାଡିୟମ୍‌ ଚକାଚକ୍‌ କରିବାରେ ବ୍ୟସ୍ତ ଓସିଏ । ପାଖାପାଖି ୫ ଶହରୁ ଅଧିକ…

ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ: କଟିଲା ୫ହଜାର ୩୦୦ ଟିକେଟ, ବନ୍ଦ ରହିବ ୭ ନମ୍ବର ଗ୍ୟାଲେରୀ

କଟକ(କେନ୍ୟୁଜ୍): ୨୨ରେ ବାରବାଟୀରେ ହେବ ଭାରତ ୱେଷ୍ଟ ଇଣ୍ଡିଜ୍ ଏକ ଦିବସୀୟ ମ୍ୟାଚ୍ । ହେଲେ ଏଥର କମିବେ ଦର୍ଶକ । ୭ ନମ୍ବର ଗ୍ୟାଲେରୀ ଏଥର ବନ୍ଦ ରହିବ । ୫୩୦୦ ଟିକଟ କଟିଲା । ସମୁଦାୟ ଟିକଟ ଥିଲା ୪୩ ହଜାର ୩୨୨ । କଟିବା ପରେ ରହିବ ୩୮ ହଜାର ଟିକଟ । ୧୯ ତାରିଖରେ ଟିମ୍ ଇଣ୍ଡିଆ ଓ ୱେଷ୍ଟ…

ବିସିସିଆଇର ଘୋଷଣା, ବାରବାଟୀରେ ପୁଣି ରୋମାଞ୍ଚ ଭରିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌

କେନ୍ୟୁଜ୍: ବାରବାଟୀରେ ପୁଣି ରୋମାଞ୍ଚ ଭରିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଏନେଇ ଘୋଷଣା କରିଛି ବିସିସିଆଇ । ୨୦୧୯-୨୦ ବର୍ଷ ପାଇଁ ଜାରି ହୋଇଥିବା ହୋମ୍‌ ସିଜିନରେ କ୍ରୀଡ଼ାସୂଚୀ ତାଲିକାରେ ବାରବାଟୀର ନାଁ ରହିଛି । ଆସନ୍ତା ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସିବ ।…