ଟିମ୍ ଇଣ୍ଡିଆକୁ ଝଟକା, ଅକ୍ଷର ପଟେଲଙ୍କ ମୁଣ୍ଡରେ ଆଘାତ, ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିନପାରନ୍ତି !
ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ରେ ଗ୍ରୁପ ଷ୍ଟେଜ ମ୍ୟାଚରେ ଓମାନକୁ ୨୧ ରନରେ ହରାଇ ହ୍ୟାଟ୍ରିକ ବିଜୟ ହାସଲ କରିଛି । ଓମାନ ଭାରତକୁ କଡ଼ା ଟକ୍କର ଦେଇଛି । କିନ୍ତୁ ବିଜୟ ପାଇପାରିନଥିଲା । ଭାରତର ଆଗାମୀ ମ୍ୟାଚ୍ ଆସନ୍ତା ରବିବାର ଦିନ ପାକିସ୍ତାନ ବିପକ୍ଷରେ ଖେଳାଯିବ । ଏହା ଟିମ୍ ଇଣ୍ଡିଆର…