Browsing Tag

Crime Branch ADG

ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚର ଜେରା, ଅରୁଣ ବୋଥ୍ରା କରୁଛନ୍ତି ଜେରା

ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଥିବା ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚର ଜେରା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପଚରାଚରା କରୁଛନ୍ତି । ସୁନ୍ଦରଗଡ଼ ରିଜର୍ଭ ଅଫିସରେ ଚାଲିଛି ପଚରାଉଚରା । ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଟିମ୍‌ ୨ ଘଣ୍ଟା ଧରି ଗୋପାଳଙ୍କୁ ଜେରା…

ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା

କଟକ(କେନ୍ୟୁଜ୍): ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା। ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା। ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ ଅରୁଣ ବୋଥ୍ରା କହିଛନ୍ତି, ମୋ ଘର ବାହୁଡା ହୋଇଛି ।…

କ୍ରାଇମବ୍ରାଞ୍ଚ ADG ସଂଜୀବ ପଣ୍ଡାଙ୍କ ସାଇକେଲ ଯାତ୍ରା, ୭୫ ଘଣ୍ଟାରେ ଗଲେ ୧ହଜାର କିଲୋମିଟର

ଭୁବନେଶ୍ୱର(କେନ୍ଯୁଜ୍): ୭୫ ଘଣ୍ଟାରେ ୧ହଜାର କିଲୋମିଟର ସାଇକେଲ ଯାତ୍ରା। ଭୁବନେଶ୍ୱର CYCLING AND ADVENTURE କ୍ଲବ ପକ୍ଷରୁ ୧ହଜାର କିଲୋମିଟର ସାଇକେଲ ଯାତ୍ରା କରିଛନ୍ତି କ୍ରାଇମବ୍ରାଞ୍ଚ ADG ସଂଜୀବ ପଣ୍ଡା। ୨୪ ତାରିଖ ସକାଳେ ସେ ଭୁବନେଶ୍ୱର କ୍ଲବରୁ ଆରମ୍ଭ କରିଥିଲେ ସାଇକେଲ…

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ବିଦ୍ୟାଭାରତୀଙ୍କୁ ଗିରଫ ପାଇଁ କଲେ ଦାବି

ପାରଳାଖେମୁଣ୍ଡି (କେନ୍ୟୁଜେ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ADGଙ୍କୁ ଭେଟିଲେ ସୌମ୍ୟଙ୍କ ବାପା। ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହ ସଠିକ୍‌ ତଦନ୍ତ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୌମ୍ୟଙ୍କ ମୃତ୍ୟୁକୁ ୭୫ ଦିନ…