Below header
Browsing Tag

crime news

ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ! ବରଣମାଳା ପିନ୍ଧାଉ ପିନ୍ଧାଉ ଷ୍ଟେଜ୍‌ ଉପରେ ଟଳି ପଡ଼ିଲା କନ୍ୟା; ହୃଦଘାତରେ…

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ବିବାହ ଖୁସି ଦୁଃଖରେ ବଦଳି ଯାଇଛି। ବରକୁ ବରଣମାଳା ପିନ୍ଧାଉଥିବା ବେଳେ କନ୍ୟାର ମୃତ୍ୟୁ ଘଟିଛି। ଷ୍ଟେଜ୍‌ ଉପରେ କନ୍ୟାକୁ ହୃଦଘାତ ଆସିବାରୁ ସେହିଠାରେ ହିଁ ସେ ଟଳି ପଡ଼ିଥିଲା। ଘଟଣା ମଲିହାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି। ଏଠାକାର ବାସିନ୍ଦା ରାଜପାଲଙ୍କ ଝିଅ…

ରାଜସ୍ଥାନ ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍‌ ହତ୍ୟା ମାମଲାରେ ୫ ଗିରଫ

ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍‌ଙ୍କ ହତ୍ୟାକାଣ୍ଡ ମାମଲାରେ ରାଜସ୍ଥାନ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ରାଜୁଙ୍କ ଗୁଳି କରିଥିବା ୫ ଜଣ ହତ୍ୟାକାରୀଙ୍କୁ ଗିରଫ କରିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସର ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ପ୍ରଶଂସା କରୁଛନ୍ତି। ପୋଲିସ ଗିରଫ କରିଥିବା…

ଗ୍ୟାଙ୍ଗ୍‌ ଓ୍ଵାର୍‌ରେ ଥରିଲା ସୀକର ଜିଲ୍ଳା, ଗ୍ୟାଙ୍ଗ୍‌ଷ୍ଟାର ରାଜୁ ଠେଠ୍‌ଙ୍କୁ ଗୁଳିକରି ହତ୍ୟା

କେନ୍ୟୁଜ୍‌ ବ୍ୟୁରୋ: ରାଜସ୍ଥାନର ସୀକର ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଗ୍ୟାଙ୍ଗଷ୍ଟରଙ୍କ ଅରାଜକତା । ଦିନ ଦ୍ୱିପ୍ରହରରେ ଚାଲିଛି ମର୍ଡର । ଆଇନ କାନୁନକୁ ତିଳେ ମାତ୍ର ଡର ନାହିଁ କି ପୋଲିସ ପ୍ରଶାସନକୁ ଖାତିର ନାହିଁ । ଶନିବାର ଦିନ ସକାଳେ ରାଜସ୍ଥାନର ସୀକର ଜିଲ୍ଲାରେ ଗ୍ୟାଙ୍ଗ୍‌ ଓ୍ଵାର…

ମୁସଲମାନ ମହିଳାଙ୍କୁ ପ୍ରେମ କରିବାରୁ ଗଲା ଜୀବନ, ହିନ୍ଦୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ଲୋକେ! ଦେଖନ୍ତୁ…

ମହାରାଷ୍ଟ୍ରର ନାନ୍ଦେଡରେ ଜଣେ ମୁସଲମାନ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଯୋଗୁ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଛି। ତାଙ୍କ ବାଡ଼ି ଓ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ସ୍ୱପ୍ନିଲ ନାଗେଶ୍ୱର ବୋଲି କୁହାଯାଉଛି। ତେବେ ଏହି ପୂରା ମାରପିଟର ଘଟଣା ସେଠାରେ…

ନର୍ସଙ୍କ ସହ ହେଲା ପ୍ରେମ, ବିଷାକ୍ତ ଇଞ୍ଜେକ୍ସନ ଦେଇ ନେଇଗଲେ ନିଜ ସ୍ତ୍ରୀର ଜୀବନ; ହସ୍ପିଟାଲ କର୍ମୀ ଗିରଫ

ମହାରାଷ୍ଟ୍ରର ପୁଣେରେ ଏକ ଘରୋଇ ହସ୍ପିଟାଲରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଏଠାକାର ଜଣେ ନର୍ସଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା, ଯାହାଫଳରେ ବ୍ୟକ୍ତି ଜଣକ ନର୍ସଙ୍କୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକ୍ସନ ଦେଇ…

ଗୋଟିଏ ପରିବାରରେ ୬ ଜଣଙ୍କର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

କେନ୍ୟୁଜ୍‌: ରାଜସ୍ଥାନର ଉଦୟପୁରରେ ଗୋଟିଏ ପରିବାରରେ ୬ ଜଣଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଘରୁ ଏକାବେଳେ ୬ ଜଣଙ୍କ ଶବ ମିଳିଛି ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇବା ପରେ ପୋଲିସ ଆସି ତଦନ୍ତ କରୁଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ଜଣା…

ବାଂଲାଦେଶରୁ ଆସିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା! ହିନ୍ଦୁ ପ୍ରେମିକାର ଶରୀରକୁ ୩ ଖଣ୍ଡ କଲା ମୁସଲମାନ ପ୍ରେମିକ;…

ଦିଲ୍ଲୀରେ ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନ ତଥ୍ୟ ସାମ୍ନାକୁ ଆସୁଛି। ସେପଟେ ବାଂଲାଦେଶରେ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଅବୁ ବକର ନାମକ ଯୁବକ ନିଜ ପ୍ରେମିକାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଅଭିଯୁକ୍ତ ତାଙ୍କ…

ଆଉ ସହି ପାରିଲେନି, ମଦୁଆ ପୁଅକୁ ସୁପାରୀ କିଲର ହାତରେ ମାରି ଦେଲେ ବାପା ମା

ବାପା ମା ପିଲାକୁ ଜନ୍ମ ଦିଅନ୍ତି, ତାକୁ ପାଳି ପୋଷି ବଡ଼ କରନ୍ତି । ନିଜର ଓ ପିଲାର ଭବିଷ୍ୟତ ପାଇଁ । ତା ଲାଗି ନିଜ ରକ୍ତ ନିଗାଡ଼ି ପରିଶ୍ରମ କରନ୍ତୁ ଭଲ ମଣିଷ କରିବା ପାଇଁ । ଆଉ ଯଦି ପିଲା ଭଲ ଜାଗାରେ ମନ୍ଦ ହୋଇ ବାହାରେ ତ ବାପା ମା’ଙ୍କର ହୃଦୟ ଭାଙ୍ଗିଯାଏ । ଓଡ଼ିଆରେ ଗୋଟିଏ କଥା ଅଛି, ‘ପୁଅ…

ବଳି ଚଢ଼ାଇ ମଣିଷ ମାଂସ ଖାଇଥିଲେ କେରଳ ଦମ୍ପତି! ଦୁଇ ମହିଳାଙ୍କୁ ମାରି କରି ଦେଇଥିଲେ ୫୬ ଖଣ୍ଡ; ଏମିତି ଖୁଲାସା କଲା…

କେରଳରେ ନର ବଳି ମାମଲା ସାମ୍ନାକୁ ଆସିବା ପରେ ଏଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ପୋଲିସ ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି। ପୋଲିସ ସୂଚନା ମୁତାବକ, ଏଠାରେ ଏକ ଦମ୍ପତି ଗୁଣିଗାରେଡ଼ି କରି ଦୁଇ ମହିଳାଙ୍କୁ ବଳି ଦେବା ପରେ ମୃତଦେହକୁ ୫୬ ଖଣ୍ଡ କରି କାଟି ଦେଇଥିଲେ। କୋଚ୍ଚି କମିଶନର…

ସ୍ୱାମୀ ଅସୁନ୍ଦରୀ ଓ କାଳୀ କହିବାରୁ ରାଗିଗଲା ସ୍ତ୍ରୀ, କୁରାଢ଼ୀରେ କରିଦେଲା ଦୁଇଗଡ଼! ପୋଲିସକୁ ବଖାଣିଲା କାହାଣୀ…

ଆମ ଚାରିପାଖରେ ଅନେକ ଅପରାଧ ଘଟଣା ଘଟୁଛି। ନିଜ ଲୋକ ହିଁ ନିଜର ଶତ୍ରୁ ପାଲଟୁଛନ୍ତି। କିଛି ବୁଝିବା ଆଗରୁ ଉଜୁଡ଼ି ଯାଉଛି ସଂସାର। ଏବେ ଏମିତି ହିଁ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ଏଠାରେ ଜଣେ ସ୍ତ୍ରୀ, ନିଜ…

କେଡ଼େ ନିଷ୍ଠୁର! ବୁଲା କୁକୁରଙ୍କ ପ୍ରାଇଭେଟ୍‌ ପାର୍ଟରେ ପେଟ୍ରୋଲ ଢାଳି ମଜା ନେଉଥିଲେ ୨ ଯୁବକ; ମାମଲା ରୁଜୁ କଲା ପୋଲିସ

ମଧ୍ୟ ପ୍ରଦେଶର ଇନ୍ଦୋରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି, ଏଠାରେ କିଛି ବୁଲା କୁକୁରଙ୍କ ପ୍ରାଇଭେଟ୍‌ ପାର୍ଟରେ ପେଟ୍ରୋଲ ଢାଳି ୨ ଜଣ ଯୁବକ ଏହାର ମଜା ନେଉଥିଲେ। ଏ ନେଇ ଅଭିଯୋଗ ପରେ ଏବେ ଘଟଣାରେ ସମ୍ପୃକ୍ତ ଯୁବକଦ୍ୱୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏ…

ଆନ୍ଧ୍ର ପ୍ରଦେଶରେ ଦୁଃଖଦ ଦୁର୍ଘଟଣା! କ୍ଲିନିକ୍‌ରେ ଲାଗିଗଲା ନିଆଁ; ଡାକ୍ତରଙ୍କ ସହ ଚାଲିଗଲା ଦୁଇ ପୁଅ, ଝିଅଙ୍କ ଜୀବନ

ଆନ୍ଧ୍ର ପ୍ରଦେଶର ତିରୁପତି ନିକଟ ଭଗତ ସିଂ ନଗରରେ ରବିବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ତିନି ମହଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା, ଯାହା ସଂସ୍ପର୍ଶରେ ଆସି ଜଣେ ଡାକ୍ତରଙ୍କ ସହ ତାଙ୍କ ପୁଅ, ଝିଅଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ ଜଣ ଗୁରୁତର ଭାବରେ ଜଳି…