Browsing Tag

crime news

କରୋନାରେ ହୋଇଥିଲା ମୃତ୍ୟୁ; ହେଲେ କୋମା କହି ଦେଢ଼ ବର୍ଷ ଧରି ମୃତଦେହକୁ ଘରେ ରଖିଥିଲେ ପରିବାର ଲୋକେ! ଜାଣନ୍ତୁ ଘଟଣା

କାନପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ଦେଢ଼ ବର୍ଷ ଧରି ମୃତଦେହ ସହିତ ରହି ଆସୁଥିଲା। ମୃତକ ଥିଲେ ଆୟକର ଅଧିକାରୀ ବିମଳେଶ ସୋନକର। ଯେତେବେଳେ କୌଣସି ସୂତ୍ରରୁ ଖବର ପାଇ ବିଭାଗର କର୍ମଚାରୀମାନେ ଉକ୍ତ ଘରେ ପହଞ୍ଚିଥିଲେ, ତ ଘଟଣାର ଖୁଲାସା ହୋଇଥିଲା। ପରିବାର…

ସ୍କୁଲ ପାଖରେ ଦୋକାନ କରି ୧୫ ଛାତ୍ରୀଙ୍କୁ କରିଥିଲେ ଯୌନ ଶୋଷଣ; ୪ ବର୍ଷ ଧରି ୬୨ ବର୍ଷୀୟ ବୃଦ୍ଧ କରୁଥିଲେ ଏଭଳି କାମ

ତାମିଲନାଡ଼ୁର କୋଏମ୍ବଟୁରରେ ୬୨ ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ୯ରୁ ୧୩ ବର୍ଷ ବୟସର ୧୫ ଜଣ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ବୃଦ୍ଧ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ମୁତାବକ, ସ୍କୁଲ ପାଖରେ ବୃଦ୍ଧ ନିଜର ଏକ ଦୋକାନ କରି ଗତ ୪ ବର୍ଷ ଧରି ଏଭଳି କାର୍ଯ୍ୟ…

ଆମେରିକାରେ ଦୋକାନ ଭିତରେ ପଶି ପଞ୍ଜାବୀ ଯୁବକଙ୍କୁ ଗୁଳି କରି ହତ୍ୟା! ଡରାଇ ଦେବ ଦିନ ଦ୍ୱିପ୍ରହରର ଏହି ଭିଡିଓ

ଆମେରିକାର ଜର୍ଜିଆରେ ଦିନ ଦ୍ୱିପ୍ରହରରେ ଜଣେ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଖବରରୁ ଜଣାପଡ଼ିଛି, ଭାରତୀୟ ମୂଳର ଏହି ଯୁବକ ଜର୍ଜିଆରେ ଏକ ଗ୍ରୋସରୀ ଦୋକାନ କରିଥିଲେ। ତାଙ୍କୁ ତାଙ୍କ ଦୋକାନ ଭିତରେ ପଶି ହିଁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାମ ପରମବୀର ସିଂ ବୋଲି…

ମୁସଲିମ୍‌ ଯୁବତୀଙ୍କୁ ପ୍ରେମ ବିବାହ କରିବାରୁ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା; ନଦୀକୁ ଫିଙ୍ଗିଦେଲେ ମୃତଦେହ, ୭…

ମହାରାଷ୍ଟ୍ରର ଅହମ୍ମଦନଗର ଶ୍ରୀରାମପୁରରୁ ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୀପକ ବର୍ଡେ ନାମକ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଖବରରୁ ଜଣାପଡ଼ିଛି, ଯୁବକ ଜଣକ ମାସେ ତଳେ ଜଣେ ମୁସଲିମ୍‌ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା…

ପ୍ରେମିକା ସହ ସମ୍ବନ୍ଧ ରଖିବା ବେଳେ ସ୍ତ୍ରୀକୁ ଭିଡିଓ କଲ୍‌ କରୁଥିଲା ସ୍ୱାମୀ, ଶେଷରେ କ୍ରୋଧିତ ସ୍ତ୍ରୀ ଝିଅ ସହ ମିଶି…

ଗାଜିଆବାଦର ମଧୁବନ ବାପୁଧାମ୍ ଥାନା ଅଧୀନ ସଞ୍ଜୟ ନଗରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କ୍ରୋଧିତ ସ୍ତ୍ରୀ ନିଜ ନାବାଳିକା ଝିଅ ସହ ମିଶି ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଯଦିଓ ପୋଲିସ ଏହାର କିଛି ଘଣ୍ଟା ଭିତରେ ମାମଲାର ରହସ୍ୟ ଉନ୍ମୋଚନ କରି ଅଭିଯୁକ୍ତ…

ଅଙ୍କିତା ହତ୍ୟା ମାମଲାରେ ଅଯୋଧ୍ୟା ମହନ୍ତଙ୍କ ବିବାଦୀୟ ବୟାନ; କହିଲେ, ‘ଅଭିଯୁକ୍ତକୁ ପେଟ୍ରୋଲ ଢାଳି ମାରିଦେଲେ ମିଳିବ…

ଝାଡ଼ଖଣ୍ଡର ଦୁମକା ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଆଡ଼ୁ ଆକ୍ରୋଶ ଦେଖା ଦେଇଛି। ଏବେ ବି ବୟାନବାଜି ଜାରି ରହିଛି। ଏହି ମାମଲାରେ ବର୍ତ୍ତମାନ ଅଯୋଧ୍ୟା ହନୁମାନଗଡ଼ିର ମହନ୍ତ ରାଜୁ ଦାସ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଏକ ଘୋଷଣା କରି କହିଛନ୍ତି କି, ଅଙ୍କିତା ହତ୍ୟା ମାମଲାର ଅଭିଯୁକ୍ତ…

ନର୍ସ ଶିରା ଜାଗାରେ ଧମନୀରେ ଦେଇଦେଲେ ଇଞ୍ଜେକ୍ସନ; କଟେଇବାକୁ ପଡ଼ିଲା ହାତ…ଶେଷରେ ଭାଙ୍ଗିଗଲା ବାହାଘର

ବିହାରର ପାଟନାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନର୍ସଙ୍କ ଅସାବଧାନତା ହେତୁ ଏଠାରେ ଜଣେ ଯୁବତୀ କେବଳ ନିଜ ହାତ ହରାଇ ନାହାନ୍ତି, ବରଂ ନଭେମ୍ବରରେ ହେବାକୁ ଥିବା ତାଙ୍କ ବିବାହ ମଧ୍ୟ ଭାଙ୍ଗି ଯାଇଛି। ଖବରରୁ ଜଣାପଡ଼ିଛି ଯେ ଗତ ଜୁଲାଇ ୧୧ରେ କାନ ଅପରେସନ ପାଇଁ ଜଣେ ଯୁବତୀ ଆସିଥିଲେ,…

ପୋଲିସ ସ୍ୱାମୀର ସୈତାନ ରୂପ! ୮ ମାସର ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା; ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଜମ୍ମୁ-କାଶ୍ମୀରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ ଅଧିକାରୀ ନିଜ ଗର୍ଭବତୀ ପତ୍ନୀଙ୍କୁ ପିଟି ପିଟି ମାରି ଦେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ, ଏସ୍‌ପିଓ ମୋହନଲାଲ କଠୁଆ। ସେ ଜିଲ୍ଲା ପୋଲିସ ଲାଇନ୍ସରେ ମୁତୟନ…

ରାକ୍ଷୀ ପୂର୍ଣ୍ଣିମାରେ ସହି ପାରିଲେନି ଭାଇର ଗାଳି…ବିଷ ପିଇ ଜୀବନ ହାରିଦେଲେ ଦୁଇ ଭଉଣୀ!

ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ କିଶୋରୀ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ବରେଲୀ ଜିଲ୍ଲାର ନଓ୍ଵାବଗଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ରାକ୍ଷୀ ପୂର୍ଣ୍ଣିମାରେ ଭାଇର ଗାଳିକୁ ସହି ନ ପାରି ଦୁଇ ଭଉଣୀ ଏଭଳି ଚରମ…

ଫୁଟ୍‌ବଲ ମ୍ୟାଚ୍‌ରେ ସାଙ୍ଗର ମୁଣ୍ଡ କାଟିଲା ସାଙ୍ଗ! ହାତରେ କଟାମୁଣ୍ଡ ଧରି ପହଞ୍ଚିଲା ଥାନାରେ…ଜାଣନ୍ତୁ ପୂରା ମାମଲା

ଫୁଟ୍‌ବଲ ମ୍ୟାଚ୍‌ରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଏହା ବିଷୟରେ ଜାଣିଲେ ଆପଣଙ୍କ ଛାତି ବି ଥରି ଉଠିବ। ଆସାମରୁ ସାମ୍ନାକୁ ଆସିଥିବା ଏମିତି ହିଁ ଏକ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠାରେ ଏକ ଫୁଟ୍‌ବଲ ମ୍ୟାଚ୍‌ ବେଳେ ଦୁଇଜଣ ସାଙ୍ଗ ଏତେ ଜୋର୍‌ରେ ଝଗଡ଼ା ଲାଗିଥିଲେ ଯେ ଶେଷରେ ଜଣେ…

ଗୁଣିଗାରେଡ଼ି ନେଇଗଲା ନିରୀହ ଜୀବନ! ଜନ୍ମ କଲା ୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ମା’, ବାପା

ଏ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଗୁଣିଗାରେଡ଼ି ଉପରେ ଆଖି ବୁଜି ଭରସା କରନ୍ତି। ମହାରାଷ୍ଟ୍ରର ନାଗପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମା’ ଓ ବାପା ଦୁଷ୍ଟ ଆତ୍ମାକୁ ଭଗାଇବା ପାଇଁ ନିଜ ଜନ୍ମ କଲା ୫ ବର୍ଷର ଝିଅକୁ ପିଟି ପିଟି ମାରି…

ପୁରୁଷ ସାଙ୍ଗ ସହିତ ସ୍ତ୍ରୀକୁ ଦେଖି ମୁଣ୍ଡକୁ ଚଢ଼ିଗଲା ରାଗ; ଗଛରେ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟି ଚାଲିଲା…

ରାଜସ୍ଥାନର ବାଂସଓ୍ଵାଡା ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ମାଉସୀ ଶାଶୁଙ୍କ ଘରକୁ ଯାଇଥିଲେ। ରାସ୍ତାରେ ପୁରୁଷ ସାଙ୍ଗ ଦେଖା ହେବାରୁ ସେ ତାଙ୍କ ଗାଡ଼ିରେ ଲିଫ୍ଟ ନେଇ ପହଞ୍ଚିଥିଲେ। ହେଲେ ଯେତେବେଳେ ଏହି କଥା ତାଙ୍କ ଶାଶୁଘର ଲୋକଙ୍କୁ ଜଣାପଡ଼ିଥିଲା, ତ…