Browsing Tag

criminals arrested

ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ, ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପାଟ୍ରୋଲିଙ୍ଗ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀକୁ ଆକାଶ ମାର୍ଗରୁ ନଜର ରଖିବ ଡ୍ରୋନ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ…

ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ ପରେ ଲୁଟ୍ ଘଟଣାରେ ୭ଡକାୟତ ଗିରଫ, କାମ ଦେଲା ସିସିଟିଭି ଫୁଟେଜ

ସମ୍ବଲପୁର(କେନ୍ୟୁଜ): ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ ପରେ ଲୁଟ୍ ଘଟଣାରେ ୭ଡକାୟତ ଗିରଫ। ଡକାୟତଙ୍କୁ ଗିରଫ କରଛି ସମ୍ବଲପୁର ଧନୁପାଲି ପୋଲିସ ଓ ସ୍ୱତନ୍ତ୍ର ଟିମ୍‌ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଥିବା ଶ୍ୟାମସୁନ୍ଦର ଡାଲମିୟାଙ୍କ ପରିବାର ଡକାୟତଙ୍କ ଶିକାର ହୋଇଥିଲେ। ସଶସ୍ତ୍ର ଡକାୟତ…

EOW ପଞ୍ଜାରେ ୨ ହାର୍ଡକୋର୍‌ କ୍ରିମିନାଲ୍‌, ୨ କୋଟି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମୁମ୍ବାଇରୁ ହେଲେ ଗିରଫ

EOW ପଞ୍ଜାରେ ୨ ହାର୍ଡକୋର୍‌ କ୍ରିମିନାଲ୍‌ । ୨ କୋଟି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମୁମ୍ବାଇରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ଉଭୟଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି EOW। ଦୁଇ ହାର୍ଡକୋର ଅପରାଧୀ ହେଲେ ଗିରିଜା ଶଙ୍କର ପାଣ୍ଡେ ଓ ସରମାନ ସିଂ। ୧୦୦କୋଟି ଟଙ୍କା ଋଣ କରାଇ ଦେବାକୁ…

୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କମିଶନରେଟ ପୋଲିସ୍, ଖଣ୍ଡା ସହ ବହୁ ମାରଣାସ୍ତ୍ର ଜବତ

ଭୁବନେଶ୍ୱର(କେନ୍ଯୁଜ୍): ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଭୁବନେଶ୍ୱର ସ୍ଥିତ ସାଲିଆ ସାହିରୁ ୩ ଅପରାଧୀଙ୍କୁ ଗିରଫ କଲା ପୋଲିସ। ଖଣ୍ଡା ସହ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ

ଖୋର୍ଦ୍ଧା ସଦର ଥାନା ପୋଲିସ୍‌ ହାତରେ ୪ କୁଖ୍ୟାତ ଡକାୟତ, ମାରଣାସ୍ତ୍ର ସହ ୪ଟି ବାଇକ୍‌ ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ପୋଲିସ୍‌ ହାତରେ ୪ କୁଖ୍ୟାତ ଡକାୟତ । ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିବା ୪ ଅପରାଧିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବୋମା, ଟଙ୍କା, ୪ଟି ବାଇକ୍‌ ଜବତ କରିଛି ପୋଲିସ୍‌ । ଧଉଳିମୁହଁ ଷ୍ଟେସନ୍‌ ନିକଟରେ ଡକାୟତି…

ଭୋଗଡା ଏବଂ ଦିନିଆରୀ ଗ୍ରାମରେ ଡକାୟତି ମାମଲା, ଦୁଇ ଦୁର୍ବୁତ୍ତଙ୍କୁ ଗିରଫ କଲା ବାଘମାରି ପୋଲିସ୍

ଖୋର୍ଦ୍ଧା: ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଏବଂ ଦିନିଆରୀ ଗ୍ରାମରେ ଘଟିଥିବା ଡକାୟତି ମାମଲାରେ ସଫଳତା । ବାଘମାରି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ବାଘମାରୀ ଥାନା ଅଧିକାରୀ ତାଙ୍କ ଥାନା ଅଧୀନରେ ଘଟିଥିବା ଭୋଗଡା ଓ ଦିନିଆରୀ ଡକାୟତିରେ…

ରାଜଧାନୀରେ ଡକାୟତି ଉଦ୍ୟମ କରୁଥିବା ୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ପୋଲିସ୍ : ଅନେକ ମାରଣାସ୍ତ୍ର ସହିତ ମୋବାଇଲ…

ଭୁବନେଶ୍ବର: ସମଗ୍ର ରାଜଧାନୀ ପୋଲିସ ନଜରରେ। ଏଭଳି ସ୍ଥିତିରେ ରାଜଧାନୀର ଜଟଣୀ-ସୁନ୍ଦରପଦା ରାସ୍ତାର ପଞ୍ଚୁପଲ୍ଲୀ ନିକଟ ଏକ ଅନ୍ଧାରିଆ ପରିତ୍ୟକ୍ତ ଚାଳ ଘରେ ବସି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିଛି ପୋଲିସ୍। ଦୀର୍ଘ ଦିନ ହେବ ଏମାନଙ୍କୁ ପିଛା…