ରାଜନଗର : ପୋଖରୀରୁ ଉଦ୍ଧାର ହେଲା ବଉଳା କୁମ୍ଭୀର
ରାଜନଗର : ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ରନାରାୟଣପୁର ଗାଁର ରଂଜିତ ମଣ୍ଡଳଙ୍କ ପୋଖରୀରୁ ଏକ ବଉଳା କୁମ୍ଭୀରକୁ ଉଦ୍ଧାର କରିଛି ରାଜନଗର ବନବିଭାଗ । ଗତକାଲି ସନ୍ଧ୍ୟାରେ କୁମ୍ଭୀରଟି ବାଉଁଶଗଡ଼ ନଦୀରୁ ଆସି ରଂଜିତଙ୍କ ପୋଖରୀରେ ପସିଥିଲା ।…