Browsing Tag

custodial death

ହେପାଜତରେ ମୃତ୍ୟୁ, ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ,ପ୍ରତିବାଦରେ ଗାଁ ଲୋକଙ୍କ ରାସ୍ତାରୋକ

ଆଠଗଡ଼(କେନ୍ୟୁଜ) : ଜଣେ ବ୍ୟକ୍ତିର ରେଞ୍ଜରଙ୍କ ହେପାଜତରେ ମୃତ୍ୟୁକୁ ନେଇ ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀ ଆଠଗଡ଼ ଥାନାରେ ଅଟକ ଥିବା ଜଣାଯାଇଛି । ହାତୀ ହତ୍ୟା ସନ୍ଦେହରେ ଉକ୍ତ ବ୍ୟକ୍ତିକୁ ବନ କର୍ମଚାରୀମାନେ ଗତକାଲି ଉଠାଇ ଆଣିଥିଲେ । ତେବେ ରେଞ୍ଜରଙ୍କ ହେପାଜତରେ ଉକ୍ତ ବ୍ୟକ୍ତିଙ୍କ…

ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଅଭିଯୋଗ। ଗତକାଲି ରାତିରେ ପରମେଶ୍ୱର ମଲ୍ଲିକ ନାମକ ଜଣେ କଏଦୀଙ୍କୁ ଜେଲରୁ ହଠାତ୍‌ ମେଡିକାଲକୁ ଆଣିଥିଲେ । ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି…

ଶବ ଗୋଟିଏ ଦାବିଦାର ଦୁଇ ଜଣ ମହିଳା, ଦୁଇ ଜଣ ଯାକ ବିଧବା ହେବାକୁ ରାଜି

ଭୁବନେଶ୍ୱର (କେନ୍ୟୁଜ୍‌) : ଶବ ଗୋଟିଏ ହେଲେ ଦାବିଦାର ଦୁଇଜଣ । ଦୁଇଜଣ ମହିଳା ଦାବି କରୁଥିଲେ ଏଇ ମୋ ସ୍ୱାମୀ, ମୋତେ ତାଙ୍କ ଶବକୁ ଦିଆଯାଉ । ଯାହାକୁ ନେଇ ପୋଲିସ୍‌ର ଅକଲ ବି ଗୁଡୁମ ହୋଇଗଲା କିଛି ସମୟ ପାଇଁ । ଜଣେ ମହିଳା ମୃତଦେହ ଚିହ୍ନଟ କରି ତାଙ୍କ ସ୍ୱାମୀ ଯୋଗେନ୍ଦ୍ର ଆଚାର୍ଯ୍ୟ ବୋଲି…

ବଡ଼ଗଡ଼ ହଜାତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପ୍ରକୃତ ସ୍ତ୍ରୀ କିଏ? ଶବକୁ ନେବା ପାଇଁ ୨ ମହିଳା ଟଣା ଓଟରା

ଭୁବନେଶ୍ବର(କେନ୍ୟୁଜ୍) ଭୁବନେଶ୍ୱର ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ନୂଆ ମୋଡ। ମୃତ ବ୍ୟକ୍ତିଙ୍କୁ ଦୁଇ ଜଣ ମହିଳା ନିଜ ସ୍ୱାମୀ ବୋଲି ଦାବି କରୁଛନ୍ତି। ଏ ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲ ଶବଗୃହରେ ମାରପିଟ। ଦୁଇ ମହିଳାଙ୍କ ମଧ୍ୟରେ ଝଗଡ଼ା ହୋଇଛି। ଘଟଣା ସ୍ଥଳରେ ପହଞ୍ଚି…

କେନ୍ଦ୍ରାପଡ଼ା: ଉପ କାରାଗାରରେ ବିଚାରାଧୀନ କଏଦୀର ମୃତ୍ୟୁ, ପାରିବାରିକ କଳହ ପାଇଁ ୩୦ଡିସେମ୍ବର ୨୦୨୦ରେ ଗିରଫ ହୋଇ…

କେନ୍ଦ୍ରାପଡା(କେନ୍ୟୁଜ୍):  ବିଚାରାଧୀନ କଏଦୀଙ୍କ ଜେଲରେ ମୃତ୍ୟୁ । କେନ୍ଦ୍ରାପଡା ଡେରାବିଶ ଥାନା ଅଧିନସ୍ଥ ବାଲିଆର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର କେନ୍ଦ୍ରାପଡା ଉପ କାରାଗାରରେ ମୃତ୍ୟୁ ହୋଇଛି। ଗତ କାଲି ରାତିରେ ସେ କାରାଗାରର ପାଇଖାନାରେ ପଡିଥିବାର କିଛି କଏଦୀ ଦେଖି ଜେଲରଙ୍କୁ କହିଥିଲେ।…

ନବରଙ୍ଗପୁର: କୋଡିଙ୍ଗା ହାଜତ ମୃତ୍ୟୁ ଅଭିଯୋଗ ମାମଲା, ବିଧାୟକ ଓ ତହସିଲଦାରଙ୍କ ପ୍ରତିଶୃତି ପରେ ହେଲା ମୃତକଙ୍କ…

ନବରଙ୍ଗପୁରରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣା । ବିଧାୟକ ଓ ତହସିଲଦାରଙ୍କ ପ୍ରତିଶୃତି ପରେ ମୃତକଙ୍କ ଶବ ସତ୍କାର କଲେ ପରିବାର ଲୋକେ ଓ ଗ୍ରାମବାସୀ । ମାଡ଼ ମାରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତ ଦେହ ନେଉନଥିଲେ ପରିବାର ଲୋକେ। ବହୁ ସମୟ ଧରି ମହାପ୍ରୟାଣ ଗାଡ଼ିରେ ମୃତ ଦେହ…