Below header
Browsing Tag

cuttack mp bhartruhari

ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ଭର୍ତ୍ତୃହରି, ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ । ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଛାଡିଛନ୍ତି । କଟକର ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି  ।…

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ

 କଟକ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ। ୨୦୧୧ ମସିହାରେ ତତ୍କାଳୀନ ପୋଲିସ ସଵ ଇନସ୍ପେକ୍ଟର ତଥା ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ରଙ୍କୁ ଚାପୁଡ଼ା ମାରିବା ଘଟଣାରେ ଚାର୍ଜଫ୍ରେମ କଲେ କଟକ ଜେଏମଏଫସି। କଟକ ଜେଏମଏଫସି କୋର୍ଟରେ ହାଜର ହେବା ପରେ ଭର୍ତ୍ତୃହରିଙ୍କ…

ଅଡୁଆ ବଢ଼ିଲା: ଯୌତୁକ ନିର୍ଯାତନା ମାମଲାରେ ଖୁବଶୀଘ୍ର ଭର୍ତ୍ତୃହରି, ପତ୍ନୀ ଓ ପୁଅଙ୍କୁ ନୋଟିସ୍‌ କରିବ ଭୋପାଳ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ଯୌତୁକ ନିର୍ଯାତନା ମାମଲାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଡୁଆ ବଢ଼ିଲା । ବୋହୂ ସାକ୍ଷୀ ଆଣିଥିବା ଅଭିଯୋଗ ଉପରେ ତାଙ୍କୁ ଖୁବଶୀଘ୍ର ନୋଟିସ୍‌ କରିବ ଭୋପାଳ ପୋଲିସ । ଭର୍ତ୍ତୃହରିଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅକୁ ବି ନୋଟିସ୍‌ ଜାରି କରାଯିବ । ମାମଲାର ତଦନ୍ତ…