ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ୮ ସାଇବର ଠକ ଗିରଫ, ୯ ଲକ୍ଷ ନଗଦ ଟଙ୍କା ଓ ସୁନା ଗହଣା ଜବତ
ସାବଧାନ ଜନସାଧାରଣ। ବୀମା ପାଇଁ ବାରମ୍ବାର କଲ ଆସୁଥିଲେ ସାବଧାନ ହୋଇଯାନ୍ତୁ ନହେଲେ ଆପଣ ହୋଇପାରନ୍ତି ଠକାମୀର ଶିକାର। ଲୋନ ପାଇଁ ଫୋନ ଆସୁଥିଲେ ସାବଧାନ ହୁଅନ୍ତୁ ବୋଲି ସଚେତନ କରାଇଲା ସାଇବର କ୍ରାଇମ ଉଇଙ୍ଗ।
୪ ଅକ୍ଟୋବରରେ ଭୁବନେଶ୍ୱରର ଦିଲୀପ ଜଲାନ ୭୬ ଲକ୍ଷ୍ୟ ୧୫ ଟଙ୍କାର ଫର୍ଡ…